Browsing Category

Breaking News

ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ପ୍ରତିଦିନ ଦେବାକୁ ପଡିବ ୭ ଲକ୍ଷ ଟଙ୍କା ଜରିମାନା

ୱାଂଶିଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ହରାଇବା ପରେ ଲଗାତାର ଭାବେ ଖବରରେ ରହିଆସୁଛନ୍ତି । ଏବେ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲଙ୍କ ସହ ଏକ ଆଇନଗତ ଯୁଦ୍ଧରେ ସୋମବାର ଦିନ ଟ୍ରମ୍ପଙ୍କୁ…

୨୦୧୪, ୨୦୧୯ ନିର୍ବାଚନରେ ବିଜୟ ପରେ ଏବେ ହ୍ୟାଟିକ୍ ଲକ୍ଷ୍ୟରେ ମୋଦୀ, ଆସନ୍ତା ସପ୍ତାହରୁ ଆରମ୍ଭ ହେବ BJPର Mission-2024

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ମେଗା ଫାଇନାଲକୁ ଆଉ କମ୍ ସମୟ ବାକି ଅଛି । ତେଣୁ ଏହାକୁ ଦୃଷ୍ଟିରେ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ନିଜର ଅଣ୍ଟା ଭିଡ଼ିବା ଆରମ୍ଭ କରିଦେଇଛନ୍ତି । ବିଶେଷ କରି ଭାରତୀୟ ଜନତା…

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ କ’ଣ କହିଲେ ଚେଲା କୁମାର, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିସିସି ସଭାପତି ପରିବର୍ତ୍ତନ ନେଇ ଜୋର ଧରିଛି ରାଜନୀତି । ଏନେଇ କଂଗ୍ରେସ ନତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପିସିସି ପ୍ରଭାରୀ ଚେଲା…

(Video) ଶାରଳା ମନ୍ଦିରରେ 5T ସଚିବ, ଉନ୍ନୟନମୂଳକ କାମକୁ ନେଇ କଲେ ସମୀକ୍ଷା

ଜଗତସିଂହପୁର(ଓଡ଼ିଶା ଭାସ୍କର): ଜଗତସିଂହପୁର ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ମାଆ ଶାରଳାଙ୍କ ଦର୍ଶନ ସହ ମନ୍ଦିରର ଉନ୍ନୟନମୂଳକ କାମକୁ ନେଇ ସମୀକ୍ଷା କରିଛନ୍ତି । ଏହା ସହ ସେବାୟତ, ପୂଜକ ଓ ଜିଲ୍ଲା…

ବିନିକାରେ ଅଘଟଣ: ସ୍କୁଲ ଯିବାବେଳେ ଦଶମ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବିନିକା(ଓଡ଼ିଶା ଭାସ୍କର): ସ୍କୁଲ ଯିବା ବେଳେ ଦଶମ ଛାତ୍ରୀଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଭଣ୍ଡାର ପଞ୍ଚାୟତ ଚୁଲିମାଳ ଗାଁରେ ଛାତ୍ରୀଙ୍କୁ ଠେଙ୍ଗାରେ ଆକ୍ରମଣ ହୋଇଥିବା ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ୨…

କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ୍ ଅନାଥ: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସବୁ ଛାଡ଼, ଲାଗୁହେଲା ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ମହାମାରୀ ଦୁଇ ବର୍ଷରୁ ଅଧିକ ସମୟ ଧରି ସମଗ୍ର ବିଶ୍ୱକୁ କବଜା କରି ରଖିଥିଲା । ତେବେ କୋଭିଡରେ ପିତାମାତାଙ୍କୁ ହରାଇଥିବା ଅନାଥ ପିଲାଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି…

ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍: ନିୟନ୍ତ୍ରଣ ହରାଇ ଷ୍ଟେସନ ଉପରକୁ ଗଲା ଚଢ଼ି, ଦେଖନ୍ତୁ ଭାଇରାଲ୍ Video

ନୂଆଦିଲ୍ଲୀ: ଚେନ୍ନାଇର ମଧ୍ୟ ରେଲୱେ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତଯାଇଛି । ସେଠାରେ ରବିବାର ଦିନ ଅର୍ଥାତ୍ ୨୪ ଏପ୍ରିଲରେ ଲୋକାଲ ଟ୍ରେନର ଏକ କୋଚ୍ ପ୍ଲାଟଫର୍ମ ଉପରେ ଚଢ଼ିଯାଇଥିଲା । କିନ୍ତୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୯ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

DSP ସ୍ତରରେ ଅଦଳବଦଳ, ବିଦ୍ୟୁତ ଚରଣ ପଣ୍ଡା ହେଲେ ନୟାଗଡ଼ ଅତିରିକ୍ତ SP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସର ଡିଏସପି ସ୍ତରରେ ଅଦଳବଦଳ କରାଯାଇଛି । ଇନ୍ସପେକ୍ଟର ପାହ୍ୟାରୁ ଡିଏସପି ପାହ୍ୟାକୁ ଓ ଡିଏସପି ପାହ୍ୟାରୁ ଅତିରିକ୍ତ ଏସପି ପାହ୍ୟାକୁ ରାଜ୍ୟର କିଛି ଅଧିକାରୀଙ୍କୁ ପଦୋନ୍ନତି…

ଦେଶୀ ଗାଈ ପାଳିଲେ ମାସିକ ୯୦୦ ଟଙ୍କା ପାଇବେ ଚାଷୀ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବା ବେଳେ ଆଜି ବି ଅଧା ଜନସଂଖ୍ୟା ଗାଁରେ ରହୁଛନ୍ତି । ଏପରି ପରିସ୍ଥିତିରେ ଅନେକ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା ଘୋଷଣା କରୁଛନ୍ତି । କେନ୍ଦ୍ର ସରକାର…