Browsing Category
Breaking News
ରାଶିଫଳ(ରବିବାର,୨୪ ଏପ୍ରିଲ,୨୦୨୨)
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ…
୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର ! ଟିକା ନେଇଥିବା ବ୍ୟକ୍ତି ହେବେ ସଂକ୍ରମିତ…
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିତି ଉଦ୍ବେଗଜନକ ନଥିଲେ ମଧ୍ୟ ଦେଶର କେତେକ ରାଜ୍ୟରେ ଏହା ଉପରମୁହାଁ ହେଉଥିବାରୁ ରାଜ୍ୟବାସୀ ସତର୍କ ରହିବାପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ…
ଏକାଧିକ ପତ୍ନୀଙ୍କ ଏକମାତ୍ର ସ୍ୱାମୀ, ପୁଣି ଜଣେ ରଙ୍ଗିଲା ଡାକ୍ତରଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଧରାପଡ଼ିଲେ ଆଉ ଜଣେ ରଙ୍ଗିଲା ଡାକ୍ତର । ତେବେ ସେ ନକଲି ନୁହନ୍ତି ପୁରା ଅସଲି । ତାଙ୍କର ଏକାଧିକ ପତ୍ନୀ ଥିବା ସୂଚନା ମିଳିଛି । ସରକାରୀ ଚାକିରି କରିଥିବା ଏହି ଡାକ୍ତର ଜଣକ ୪ ଜଣଙ୍କୁ…
ଆହୁରି କଲବଲ କରିବ ଅସହ୍ୟ, ବଢ଼ିବ ତାପମାତ୍ରା: ୨୫ରୁ ୨୭ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଛି । ବହୁ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର…
ହାଇଦ୍ରାବାଦର କ୍ରମାଗତ ପଞ୍ଚମ ବିଜୟ, ୭୨ ଟି ବଲ୍ ବାକି ଥାଇ ଆରସିବିକୁ ନଅ ୱିକେଟରେ କଲା ପରାସ୍ତ
ମୁମ୍ବାଇ: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯ ୱିକେଟରେ ପରାସ୍ତ କରିଛି। ହାଇଦ୍ରାବାଦ ଆଠ ଓଭରରେ ବାଙ୍ଗାଲୋରର ୬୯ ରନ୍ର ଛୋଟ ଟାର୍ଗେଟକୁ ପଛରେ ପକାଇ ଦେଇଥିଲା। କେନ୍ ୱିଲିୟମସନଙ୍କ…
ଆଣ୍ଠେଇପଡ଼ିଲା ଆରସିବି, ହାଇଦ୍ରାବାଦର ଘାତକ ବୋଲିଂରେ ମାତ୍ର ୬୮ ରନରେ ପ୍ୟାଭିଲିୟନ ଫେରିଲା ପୁରା ଟିମ୍
ମୁମ୍ବାଇ: ଆଇପିଏଲର ୩୬ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଜାରି ରହିଛି । ବାଙ୍ଗଲୋରର ପୁରା ଟିମ୍ ହାଇଦ୍ରାବାଦ୍ ର ଘାତକ ବୋଲିଂ ଆଗରେ ୧୬ ଓଭର ଗୋଟିଏ ବଲରେ ମାତ୍ର ୬୮ ରନ…
ଗୁଜୁରାଟ ଟାଇଟାନ୍ସର ହ୍ୟାଟ୍ରିକ୍ ବିଜୟ, ଫିକା ପଡ଼ିଲା ରାସେଲ ଜଲୱା
ମୁମ୍ବାଇ: ଚଳିତ ଆଇପିଏଲର ୩୫ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ ରେ ଗୁଜୁରାଟ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଏହି…
ମଇଁଷି ପଲକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ୍, ୨୭ ମଇଁଷି ମୃତ
ରାୟଗଡ଼ା: ମଇଁଷୀ ପଲ ଉପରେ ଟ୍ରେନ୍ ମାଡ଼ିଯିବାରୁ ପ୍ରାୟ ୩୦ରୁ ଉର୍ଦ୍ଧ ମଇଁଷିଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ପିତା ମହଲ ସ୍ଥିତ ରେଳ ଲାଇନ୍ ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ମାଡ଼ିଯିବାରୁ ଏହି…
୧୦ ଜିଲ୍ଲାକୁ ମିଳିଲା ସତର୍କ ସୂଚନା: ଘୂର୍ଣ୍ଣିବଳୟ ପ୍ରଭାବରେ ଅନେକ ସ୍ଥାନରେ ହୋଇପାରେ ଝଡବର୍ଷା
ଭୁବନେଶ୍ୱର: ମଧ୍ୟପ୍ରଦେଶ ଏବଂ ତତସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ଦିନରେ ଝଡବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ତେବେ ଏଥିପାଇଁ ରାଜ୍ୟର ୧୦ ଜିଲ୍ଲାକୁ ସତର୍କ ସୂଚନା…
ମୟୁରଭଞ୍ଜ: ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼ କଲେ ଉତ୍ୟକ୍ତ ଗ୍ରାମବାସୀ
ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼ ଖବର ଆସିଛି ମୟୁରଭଞ୍ଜରୁ । ଭାଗବାନପୁର ପଞ୍ଚାୟତର ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ସ୍ଥାନୀୟ ଅଞ୍ଚଳରେ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅର୍ଦ୍ଧ…