fbpx
Browsing Category

Breaking News

ମୁମ୍ବାଇରେ କୋଠା ଭୁଶୁଡିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଗତ ରାତିରେ ମୁମ୍ବାଇର ପଶ୍ଚିମ ମଲାଡ଼ ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ବର୍ଷା ଯୋଗୁଁ କୋଠା ଭୁଶୁଡି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ…

ଅମାନିଆ ଦେଲେଣି ସାଢ଼େ ୧୪ କୋଟି, ଗିରଫ ହେଲେଣି ୧୩୩୨ ଜଣ

ଭୁବନେଶ୍ୱର: ଆଜି ଆଇନଶୃଙ୍ଖଳା ଡିଜି ଯଶୋବନ୍ତ ଜେଠୱା କରୋନା କାଳର କାର୍ଯ୍ୟନୁଷ୍ଠାନ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , କୋଭିଡ୍ ସମୟରେ ଗତ ୨ ମାସ ଭିତରେ ଅମାନିଆ ବାନ୍ଧିଲେଣି ସାଢ଼େ ୧୪ କୋଟି ଟଙ୍କା…

କଂଗ୍ରେସକୁ ପଛରେ ପକାଇ ବିଜେପି ହାତେଇଛି ୭୫୦ କୋଟିର ଚାନ୍ଦା, ଜାଣନ୍ତୁ କିଏ ଦେଇଛି କେତେ

ନୂଆଦିଲ୍ଳୀ: ୨୦୧୪ ମସିହାରୁ ଭାରତୀୟ ଜନତା ପାର୍ଟି ସତ୍ତାରେ ରହିଛି । ଏହା ଭିତରେ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଚାନ୍ଦା ପାଇବାରେ ବି ସବୁଠାରୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି ବା ବିଜେପି । ସର୍ବାଧିକ ଚନ୍ଦା…

ଦିଲ୍ଲୀ ଗସ୍ତରେ ଯୋଗୀ: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ଯୋଗୀ ଲକ୍ଷ୍ନୌରୁ ଗାଜିଆବାଦ ଯାଇ ପହଂଚିଛନ୍ତି । ସେଠାରୁ ସେ ଦିଲ୍ଲୀ ଅଭିମୁଖେ ସଡକପଥରେ ଯିବେ । ମୁଖ୍ୟମନ୍ତ୍ରୀ ଯୋଗୀ…

ଭୁବନେଶ୍ୱର ଏମ୍ସକୁ ଆସିବ ECMO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାକୁ ଆସିବ ECMO ମେସିନ୍ । ଏହା ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସକୁ ଆସିବ ଏବଂ ଏହା ଚଳିତ ମାସ ଶେଷ ସୁଦ୍ଧା ପହଞ୍ଚିବ ବୋଲି ଜଣାପଡିଛି । ଏନେଇ ECMO ଯୋଗାଣକାରୀ ସଂସ୍ଥା ପକ୍ଷରୁ…

କୃଷକଙ୍କ ପାଇଁ ବାତ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ବାତ୍ୟା ‘ୟଶ’ ପ୍ରଭାବିତ କୃଷକଙ୍କ ପାଇଁ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩%ରୁ ଅଧିକ ଫସଲ କ୍ଷତି ସହିଥିବା ଚାଷୀଙ୍କୁ ସହାୟତା ଯୋଗଇଦିଆଯିବ ।…

ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନଙ୍କର ବି ଟିକାକରଣ କରାଯାଉ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଟିକାକରଣ ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ଗରିବ ଲୋକଙ୍କ ପାଖରେ…

ସ୍କୁଲ ଫି’ ପ୍ରସଙ୍ଗ ନେଇ ଅନଶନ କରିବେ ଅଭିଭାବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଫି'କୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଜ୍ୟସରକାର ପୂର୍ବରୁ ଏମ୍.ଓ.ୟୁ କରିଥିବା ସ୍କୁଲକୁ ଛାଡି ଅନ୍ୟ ସମସ୍ତ ପାଠପଢା ଜନିତ ବ୍ୟବହାର ସ୍କୁଲ ଫି'ରୁ ୧୫%…

କୋଭିଡ୍ କଟକଣା ମଧ୍ୟରେ ହେବ ରଥଯାତ୍ରା; ସାମିଲ ହେବେନି ଭକ୍ତ

ଭୁବନେଶ୍ୱର: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣାରେ ପାଳିତ ହେବ ରଥଯାତ୍ରା । ବିନା ଭକ୍ତରେ ହେବ ରଥଯାତ୍ରା । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ।…

ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ ୨ ବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର (ଓଡିଶା ଭାସ୍କର): ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ ୨ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ୨୦୨୩ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଅବଧି ବଢିଛି । ଅବଧି ବୃଦ୍ଧି ନେଇ ଜଳଶକ୍ତି…