Browsing Category
Breaking News
କରୋନା ପଜିଟିଭ ହୋଇଥିବା ଲୋକଙ୍କୁ ରହିଛି ଏହି ଗମ୍ଭୀର ରୋଗର ବିପଦ! ରିସର୍ଚ୍ଚରୁ ହେଲା ଖୁଲାସା
ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ ୧୨୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…
ରାଜଠାକରେଙ୍କ ଧମକର ପ୍ରଭାବ ! ମୁମ୍ବାଇର ୭୨ ପ୍ରତିଶତ ମସଜିଦ କମ କଲେ ଲାଉଡସ୍ପିକର ସାଉଣ୍ଡ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଲାଉଡ୍ ସ୍ପିକରକୁ ନେଇ ଜାରି ବିବାଦ ମଧ୍ୟରେ ମୁମ୍ବାଇରେ ଥିବା ୭୨ ପ୍ରତିଶତ ମସଜିଦ ଅଜାନ ସମୟରେ ଲାଉଡସ୍ପିକର ସାଉଣ୍ଡକୁ କମ କରିଛନ୍ତି। ଏହା ବ୍ୟତୀତ ଅନେକ ମସଜିଦ ସକାଳର ଅଜାନ ସମୟରେ…
ଏଲିୟନ ବି ଶୁଣୁଛନ୍ତି! କଥା ହେବା ପାଇଁ ବୈଜ୍ଞାନିକ କରୁଛନ୍ତି ଏହି ଯୋଜନା
ଏଲିୟନ ଅବସ୍ଥିତି ଏବେବି ବୈଜ୍ଞାନିକଙ୍କ ପାଇଁ ରହସ୍ୟ ପାଲଟିଛି । କିନ୍ତୁ ଅନେକ ସମୟରେ ଏଲିୟନ୍ସଙ୍କୁ ନେଇ ଏଭଳି ଘଟଣା ସମ୍ନାକୁ ଆସିଥାଏ ଯାହାକୁ ଶୁଣି ସେମାନଙ୍କ ବିଷୟରେ ଆହୁରି କୌତୁହଳ ସୃଷ୍ଟି ହୁଏ । ଅନେକ ସମୟରେ…
ବ୍ରିଜ ତଳୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ: ପୋଲିସର ତଦନ୍ତ ଜାରି
ଭଞ୍ଜନଗର: ବଡ଼ଗଡ଼ ଥାନା କଳାଖାଡ଼ି ଗାଁ ନିକଟରେ ଏକ ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ କୃଷିମିତ୍ର ଭାବରେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ…
୪୪.୪ଂ ରେ ଭାଜି ହେଲା ସୋନପୁର: କାଳବୈଶାଖୀ ନେଇ ସତର୍କ କଲେ ଏସଆରସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ପରିସ୍ଥିତି ଏପରି ହୋଇଛି ଯେ ଦିନରେ ଘରୁ…
କିଏ ଏହି ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ? ଯିଏ ମିଲିଟାରୀ ଅପରେସନର ନିର୍ଦ୍ଦେଶକ ପଦ ସମ୍ଭାଳିବେ
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କୁ ମିଲିଟାରୀ ଅପରେସନର ପରବର୍ତ୍ତୀ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କଟିୟାର ମେ ୧ରେ ନିଜର କାର୍ଯ୍ୟଭାର ଗ୍ରହଣ କରିବେ। ନ୍ୟାସନାଲ ଡିଫେନ୍ସ…
‘କେମ୍ ଛୋ ମଜା ମା’… ‘ହୁ’ ମୁଖ୍ୟଙ୍କ ଭିଡିଓ ହେଉଛି ଭାଇରାଲ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜରାଟ ଜାମନଗରରେ ‘ହୁ’ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ‘ହୁ’ ମୁଖ୍ୟ ଟେଡ୍ରୋସ ଅଧନମ ଘେବ୍ରେୟସ ଶିଳାନ୍ୟାସ କରିଛନ୍ତି…
ମାଆ ରକ୍ତରେ ରଙ୍ଗୀନ ହେଲା ହତଭାଗା ପୁଅ: ବ୍ଲେଡରେ ତଣ୍ଟି କାଟି ନୃଶଂସ ଭାବେ କଲା ହତ୍ୟ।
ବରଗଡ: ବରଗଡ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଆ ଏବଂ ପୁଅର ସମ୍ପର୍କରେ ଲାଗିଛି ରକ୍ତର ନାଲି ଛିଟା । ବ୍ଲେଡରେ ମାଆଙ୍କ ତଣ୍ଟି କାଟି ହତ୍ୟା କରିଛି ହତଭାଗା ପୁଅ । ଘରୋଇ କଳିରୁ ଘଟଣା ବୃଦ୍ଧି ପାଇ ଏମିତି…
ସ୍କୁଲ ନିକଟରେ ସିରିଜ୍ ବିସ୍ଫୋରଣ: ଅନେକ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା
ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଗୋଟିଏ ପରେ ଗୋଟିଏ ତିନି ବିସ୍ଫୋରଣ ଘଟିଛି । ରିପୋର୍ଟ ଅନୁଯାୟୀ ଏହି ବିସ୍ଫାରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି । ପ୍ରଥମ…
ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଆହତ, ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ
ସୁନ୍ଦରଗଡ଼: ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛି । ଲହୁଣିପଡ଼ା ବରସୁଆଁ ଠାରେ ଘରୋଇ ଯାତ୍ରୀବାହୀ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ ଦୁର୍ଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।…