fbpx
BJD SKY
BJD SKY

ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଆହତ, ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

BJD

ସୁନ୍ଦରଗଡ଼: ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛି । ଲହୁଣିପଡ଼ା ବରସୁଆଁ ଠାରେ ଘରୋଇ ଯାତ୍ରୀବାହୀ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ ଦୁର୍ଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବସଟି ରାଉରକେଲାରୁ ବଡବିଲ ଆଡ଼କୁ ଯାଉଥିବାବେଳେ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା ।

 

Get real time updates directly on you device, subscribe now.