
Browsing Category
Breaking News
ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର: ୫ଟି ଘରେ ଚାଲିଛି ରେଡ୍
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର । ସୂଚନା ମୁତାବକ, ସିଭିଲ ସପ୍ଲାଏ ଅଫିସର ବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ରାଜ୍ୟ ମୁଖ୍ୟାଳୟରେ…
ଆସାମରେ ବନ୍ୟା ସ୍ଥିତି ସାଂଘାତିକ: ୪୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୨୪ ଘଣ୍ଟାରେ ୯ ମୃତ
ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ରବିବାର ଦିନ ଆହୁରି ବିଗିଡ଼ିଯାଇଛି, ଫଳରେ ୩୩ ଜିଲ୍ଲାରେ ପ୍ରାୟ ୪୨.୨୮ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ସବୁଆଡ଼େ ହାହାକାର ପଡ଼ିଯାଇଛି । ସାରା ରାଜ୍ୟକୁ ବର୍ଷା ଓ ବନ୍ୟା…
ଏସିଆନ୍ ଟ୍ରାକ୍ ସାଇକେଲିଂ ଚାମ୍ପିଅନଶିପ୍ : ଦ୍ୱିତୀୟ ଦିନରେ ଭାରତକ ମିଳିଲା ୮ ପଦକ
ନୂଆଦିଲ୍ଲୀ: ଭାରତୀୟ ପ୍ରତିଯୋଗୀ ମାନେ ଦମଦାର ପ୍ରଦର୍ଶନ ସହିତ ଏଠାରେ ଚାଲିଥିବା ୪୧ତମ ବରିଷ୍ଠ ଓ ୨୮ତମ ଜୁନିୟର ଏସିଆନ ଟ୍ରାକ ଆଣ୍ଡ ଦଶମ ପାରା ଟ୍ରାକ ସାଇକେଲିଂ ଚାମ୍ପିୟନଶିପ୍ର ଦ୍ୱିତୀୟ ଦିବସରେ ଆଉ ୮ ପଦକ…
ଘାରିଲା ଆର୍ଥିକ ସଂକଟ, ଅନ୍ଧାରରେ ପାକିସ୍ତାନ ! ରାତି ୯ଟା ପରେ ୧୪୪ ଧାରା ଜାରି
ଇସ୍ଲାମାବାଦ: ଶ୍ରୀଲଙ୍କା ଭଳି ପାକିସ୍ତାନର ସ୍ଥିତି ଏବେ ଦୁର୍ବିସହ ହୋଇପଡ଼ିଛି । ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ରସାତଳଗାମୀ । ସ୍ଥିତି ଏଭଳି ଉପୁଜିଛି କି ପାକିସ୍ତାନ ସରକାର ଏଥିରୁ ବର୍ତ୍ତିବା ପାଇଁ…
ଡିଏଲରୁ ମିଳିଲା ଛୁଟି: ଯୁଆଡେ ବୁଲୁଛ ବୁଲ, ଲାଗିବନି ଫାଇନ୍!
ନୂଆଦିଲ୍ଲୀ: କାର ଓ ବାଇକ୍ ଚାଳକଙ୍କ ପାଇଁ ବଡ଼ ଖବର । ଏଣିକି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲେ ବି କାର୍ ବା ବାଇକ୍ ଚଳାଇପାରିବେ । ଡିଏଲ ନଥିଲେ ବି ପୋଲିସ ଚାଲାଣ କାଟିବ ନାହିଁ । ତେବେ ଅନେକଥର ଆପଣଙ୍କର…
ଓଡିଶା ଗସ୍ତ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆନ୍ତର୍ଜାତୀୟ ଯୋଗ ଦିବସରେ ହେବେ ସାମିଲ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସି ୨୧ ଜୁନ୍ ୨୦୨୨ ରେ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେବେ । ୨୧…
ଅଗ୍ନିବୀରଙ୍କୁ ଜବରଦସ୍ତ ଅଫର ଦେଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ: କଲେ ଏହି ଘୋଷଣା
ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ନୂଆ ଏକ ଅପର ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧକ୍ଷ ଆନନ୍ଦ ମହିନ୍ଦ୍ରା । ୪ ବର୍ଷ ପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ମହିନ୍ଦ୍ରା ଗ୍ରୁପ ତରଫରୁ ଘୋଷଣା କରାଯାଇଛି । ଏ ନେଇ…
ଆଜି ଭାରତ ବନ୍ଦ, ଆନୁଷ୍ଠାନିକ ଡାକରା ଦିଆଯାଇନାହିଁ
ନୁଆଦିଲ୍ଲୀ: "ଅଗ୍ନିପଥ' ଯୋଜନାକୁ ବିରୋଧ କରି ସୋମବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସଶସ୍ତ୍ର ବଳରେ ସ୍ୱଳ୍ପକାଳିନ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା "ଅଗ୍ନିପଥ'କୁ ବିରୋଧ କରି ୧୨ରୁ ଅଧିକ…
ରାଶିଫଳ(ସୋମବାର,୨୦ ଜୁନ,୨୦୨୨)
ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…
ରଥଖଳା ଚଳଚଞ୍ଚଳ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ତିନ ରଥ ନିର୍ମାଣ, ପାରାଭାଡ଼ି ନିର୍ମାଣରେ ବ୍ୟସ୍ତ ସେବାୟତ
ପୁରୀ, (ଭାସ୍କର ନ୍ୟୁଜ୍) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଖେଇ ଆସୁଥିବାବେଳେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ବଡ଼ ପୋଟଳ ଉଠିବା ପରେ ୩ ରଥରେ କଇଁଚି…