Browsing Category
Breaking News
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଭୁବନେଶ୍ୱରରେ ନୂତନ ପ୍ରକଳ୍ପ ‘ବାସୁଦେବ ବିହାର’ର ଶୁଭାରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଭୁବନେଶ୍ବରର ଜଗନ୍ନାଥ ପ୍ରସାଦ ମଉଜା ରେ ' ବାସୁଦେବ ବିହାର' ନାମରେ ଏକ ଉନ୍ନତ ଗୃହପୋଯୋଗୀ ଭୂଖଣ୍ଡ ( ପ୍ଲଟିଂ ) ପ୍ରକଳ୍ପର ଶୁଭାରମ୍ଭ…
କୂଅରୁ ଉଦ୍ଧାର ହେଲା ନରକଙ୍କାଳ: ପୋଲିସର ତଦନ୍ତ ଆରମ୍ଭ
ପୋଲସରା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନରକଙ୍କାଳ ଓ ଖପୁରୀ । ବୁଗୁଡ଼ା ଥାନା ଚଢ଼ିଆପଲ୍ଲୀ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହୋଇଛି ଏହି ନରକଙ୍କଳା । ଏହା ସହ କୂଅ ନିକଟ ଏକ ଗଛ ମୂଳରୁ ମହିଳାଙ୍କ…
ପୁଣି ମାଟି କାମୁଡିଲା ଚେନ୍ନାଇ: ପଏଣ୍ଟ ଖାତା ଖୋଲିଲା ସନରାଇଜର୍ସ
ଚଳିତ ଆଇପିଏଲର ୧୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍ କୁ ୮ ୱିକେଟ୍ ରେ ହରାଇଛି । ଚାରିଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ପୁଣି ଥରେ ପରାଜୟର ସାମ୍ନା କରିଛି । ଏହି ପରାଜୟ ସହିତ ଚଳିତ…
(Video) ବିଏସଏଫ୍ ଯବାନଙ୍କ ରୋମାଞ୍ଚକର କଳାକୌଶଳ: ୨ ମିନିଟରେ ଗାଡ଼ିକୁ ଭାଙ୍ଗି ପୁଣି କଲେ ଏମିତି କାମ
ଭାରତୀୟ ଯବାନ, ସବୁବେଳେ ତତ୍ପର ସବୁବେଳେ ଉତ୍ସାହୀ । ଯେକୌଣସି ପରିସ୍ଥିତି ହେଉ ନା କାହିଁକି ଭାରତୀୟ ଯବାନ ସବୁବେଳେ ନିଜ ଦେଶର ସୁରକ୍ଷା ପାଇଁ ଆଗଭର । ସିଆଚିନ୍ ର ମାଇନସ ଡିଗ୍ରୀ ତାପମାତ୍ରା ହେଉ କିମ୍ବା କୌଣସି…
ଅବିଶ୍ୱାସ ଭୋଟ କରିବାକୁ ପୁଣି ମନା କଲେ ବାଚସ୍ପତି, କହିଲେ ମୁଁ ଇମ୍ରାନ ଖାନଙ୍କ ସହିତ ଧୋକା କରିପାରିବି ନାହିଁ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅବିଶ୍ୱାସ ଭୋଟ ପୁର୍ବରୁ ସଂସଦରେ ତର୍କ ବିତର୍କ ଜାରି ରହିଛି । ଆଜି ଏହି ପ୍ରସ୍ତାବ ଉପରେ ଭୋଟ ହେବାର ଅଛି । ତେବେ ଜାତୀୟ ସଂସଦର ବାଚସ୍ପତି…
ଅବିଶ୍ୱାସ ଭୋଟ ପୁର୍ବରୁ ଇମ୍ରାନଙ୍କୁ ବିରୋଧୀଙ୍କ ଟାର୍ଗେଟ, ଇମ୍ରାନ୍ ପାକିସ୍ତାନକୁ ଭାଗ ଭାଗ କରି ଦେଇଛନ୍ତି
ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆଜି ସଂସଦରେ ଇମ୍ରାନ ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ ହେବ । ଏହା ପୁର୍ବରୁ ସଂସଦରେ ଜୋରଦାର ତର୍କ ବିତର୍କ ଜାରି ରହିଛି । ଗତକାଲି ଦେଶର ଜନତା ତାଙ୍କ…
କମିଲା ଭାକ୍ସିନ ଦାମ୍: ୬୦୦ ବଦଳରେ ଏବେ ହେଲା ଏତିକି…
କୋଭିସିଲ୍ଡ ଭାକ୍ସିନର ଦାମ ଅଧାରୁ କମ୍ ହୋଇଯାଇଛି । ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ବେସରକାରୀ ହସ୍ପିଟାଲରେ କୋଭିସିଲ୍ଡ ଭାକ୍ସିନର ଦାମ୍ କମ୍…
ବହୁଚର୍ଚ୍ଚିତ ଡାକ୍ତର ସୁମିତ୍-ତପସ୍ୱିନୀ ମାମଲା: ୧୧ ତାରିଖରେ ପୁଣି ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଶନିବାର ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ପତିପତ୍ନୀ । ଆଜିର ଶୁଣାଣି ପରେ ଆସନ୍ତା ୧୧ ତାରିଖରେ ପୁନଃ ହାଜର ପାଇଁ…
ସୋନମ କପୁରଙ୍କ ଶାଶୁ ଘରୁ ଚୋରି, ଏତିକି କୋଟି ଟଙ୍କାର ସୁନା ଗହଣା ନେଇ ଚୋର ଫେରାର୍
ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଶାଶୁ ଘରୁ ଚୋରି ହେବାର ଖବର ଆସିଛି । ସୋନମଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ଦିଲ୍ଲୀ ସ୍ଥିତ ଘରୁ ଚୋରି ହେବାର ଖବର ଆସିଛି । ଖବର ଅନୁସାରେ ସୋନମଙ୍କ ଘରୁ ପ୍ରାୟ ୨.୪ କୋଟି ଟଙ୍କାର…
ବୁଷ୍ଟର ଡୋଜ୍ ପାଇଁ ସର୍ଭିସ୍ ଚାର୍ଜ ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ମାମଲା କମିଥିଲେ ବି ସରକାରଙ୍କ ପକ୍ଷରୁ ଏବେ ୧୮-୫୯ ବର୍ଷର ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ୧୦ ଏପ୍ରିଲ ଅର୍ଥାତ୍ କାଲିଠାରୁ ପ୍ରାଇଭେଟ…