fbpx
Browsing Category

Breaking News

ଡିଜିଟାଲ୍ ପ୍ଲାଟଫର୍ମକୁ I&B ଦେଲା ଦୁଇ ସପ୍ତାହର ମହଲତ

ନୂଆଦିଲ୍ଲୀ: ନ୍ୟୁଜ୍ ୱେବସାଇଟ୍ ଓ ଓଟିଟି ପ୍ଲାଟଫର୍ମ ସମେତ ଡିଜିଟାଲ୍ ମିଡିଆ ପବ୍ଲିଶର୍ସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଦୁଇ ସପ୍ତାହର ମହଲତ । ଏହି ୧୫ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଦାଖଲ…

ଦେଶର ସବୁ ଜେଲ୍ ଖାଲି, ନାହାନ୍ତି ଜଣେ ବି କଏଦୀ, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାନିଥାଉ ଯେ, ଦୁନିଆର ଏପରି କୌଣସି ଦେଶ ନାହିଁ ଯେଉଁଠାରେ କଏଦୀ ନଥିବେ । ହେଲେ ଆମକୁ ଭୁଲ୍ ପ୍ରମାଣିତ କରିଛି ନେଦରଲ୍ୟାଣ୍ଡ । ନେଦରଲ୍ୟାଣ୍ଡ ଦେଶ ଦେଖିବାକୁ ଖୁବ୍ ସୁନ୍ଦର । ଏହି ଦେଶକୁ…

ବ୍ୟବହାର କରୁନଥିବା ଜିନିଷକୁ ଘରେ ରଖୁଛନ୍ତି କି, ସୃଷ୍ଟି ହୋଇପାରେ ଏହି ଅସୁବିଧା..

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଦୈନାନ୍ଦିନ ଜୀବନରେ ସବୁ ବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସି ଏବଂ ଘରେ ସମୃଦ୍ଧି ଆଣିବାକୁ ଚେଷ୍ଟା କରିଥାଉ । ହେଲେ କିଛି ବାସ୍ତୁ ଦୋଷ କାରଣରୁ ଘରେ ଲଗାତର ଭାବରେ ସମସ୍ୟା ଲାଗିରହିଥାଏ…

ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ବାତ୍ୟା ୟଶ୍ ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତାହାର ସମୀକ୍ଷା ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା…

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବାତ୍ୟା ୟଶ୍ ଓଡିଶାରେ ଅନେକ କ୍ଷୟକ୍ଷତି ଘଟାଇବା ସହିତ ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଖାସ୍ କରି ବାଲେଶ୍ୱର ଏବଂ ଭଦ୍ରକରେ ବିଭିନ୍ନ ତଳିଆ ଅଞ୍ଚଳର ଲୋକ ମାନଙ୍କ ଘରେ ପାଣି…

ଆସନ୍ତା ୩ ଦିନ ମଧ୍ୟରେ ଦେଶକୁ ଆସିବ ୧୧ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୧.୮୪ କୋଟି ଟିକା ମହଜୁଦ୍ ଥିବା ବେଳେ ଆହୁରି ୧୧…

କରୋନାର ଉତ୍ପତ୍ତି ସ୍ଥଳକୁ ନେଇ ୯୦ ଦିନ ଭିତରେ ପ୍ରମାଣଭିତ୍ତିକ ରିପୋର୍ଟ ଦେବାକୁ ବାଇଡେନଙ୍କ ନିର୍ଦ୍ଦେଶ

ୱାଶିଂଟନ୍: କରୋନା ମହାମାରୀର ଉତ୍ପତ୍ତି ଚୀନରୁ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆମେରିକା ଶକ୍ତ ଅଭିଯାନ ଆରମ୍ଭ କରିଦେଇଛି । ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ନିଜର ଗୁପ୍ତଚର ସଂସ୍ଥା ମାନଙ୍କୁ କରୋନା ଭାଇରସ୍…

କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ କମ୍ପାନୀମାନଙ୍କ ମଧ୍ୟରେ ଥମୁନି ବିବାଦ, ଜାଣନ୍ତୁ କଣ ଏହି ବିବାଦୀୟ ନୂତନ ଆଇଟି ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀ ମାନଙ୍କ ଭିତରେ ନୂତନ ଆଇଟି ନିୟମକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହା ଭିତରେ ସରକାରଙ୍କ ନୁତନ ଆଇଟି ନିୟମ ବିରୋଧରେ ଫେସବୁକ୍ ମାଲିକାନାରେ ଥିବା…

ଝାଡ଼ଖଣ୍ଡ ଦେଇ ଉତ୍ତର-ପଶ୍ଚିମା ମୁହାଁ ହୋଇଚାଲିଛି ବାତ୍ୟା ୟଶ୍

ଭୁବନେଶ୍ୱର: ଝାଡ଼ଖଣ୍ଡରେ ପ୍ରବେଶ କରିବା ପରେ ବାତ୍ୟା ୟଶ୍ ସମ୍ପ୍ରତି ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ଣ ୧୧ଟା ୩୦ ବେଳକୁ ତମାର ନିକଟ ରାଞ୍ଚି-ଖୁଣ୍ଟି ଜିଲ୍ଲାର ସୀମାବର୍ତ୍ତୀ…

ଘାତକ ହ୍ୱାଇଟ୍ ଫଙ୍ଗସ୍, ମହିଳାଙ୍କ ଅନ୍ତଃନଳୀରେ ହୋଇଗଲା ଛିଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ଆତଙ୍କ ଭିତରେ ସମ୍ପ୍ରତି ଦେଶକୁ ଘାରିଛି ଫଙ୍ଗସ୍ ଭୟ । ବ୍ଲାକ୍ ଫଙ୍ଗସ୍ ପରେ ପରେ ହ୍ୱାଇଟ୍ ଫଙ୍ଗସ୍ ପାଇଁ ବିଶେଷଜ୍ଞଙ୍କ ଚିନ୍ତା ବଢ଼ି ଯାଇଛି । ବ୍ଲାକ୍ ଫଙ୍ଗସ୍ କୁ ସରକାର ମହାମାରୀ ଘୋଷଣା…