Browsing Category
Breaking News
ଶ୍ରୀମନ୍ଦିରରେ ସୁନିଆଁ ପର୍ବ ଓ ବାମନ ଜନ୍ମ ପାଇଁ ବିଶେଷ ନୀତି ଅନୁଷ୍ଠିତ, ଆଜି ବନ୍ଦ ରହିବ ଜଗା ଦର୍ଶନ
ପୁରୀ,(ଭାସ୍କର ନ୍ୟୁଜ୍): ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କେତେକ ବିଶେଷ ନୀତି ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ଜଗାଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୁନିଆଁ ପର୍ବ ଓ…
ଅର୍ଥମନ୍ତ୍ରୀଙ୍କ ଘୋଷଣା: ‘Bad Bank’ ପାଇଁ ୩୦,୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମଞ୍ଜୁର କଲେ ସରକାର
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବହୁ ପ୍ରତୀକ୍ଷିତ ‘Bad Bank’ ଗଠନ ପାଇଁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସରକାର (NARCL) ବା ବ୍ୟାଡ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡିକୁ ଜାରି…
ମୂଳା ପତ୍ର ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ଲାଭ, ଜାଣନ୍ତୁ
ସ୍ୱାସ୍ଥ୍ୟ ପାଇଁ ମୂଳା ଅତ୍ୟନ୍ତ ଲାଭଦାୟକ । ଏହା ଶୀତ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଆପଣ ଏହାକୁ ନିଶ୍ଚିତ ସେବନ କରନ୍ତୁ । ମୂଳାକୁ ରୋଷେଇରେ ଓ ସାଲାଡରେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି, ଏହାର…
ଗଣେଶ ବିସର୍ଜନ ବେଳେ ଅଘଟଣ, ଜଳପ୍ରପାତରେ ବୁଡ଼ି ୩ ନିଖୋଜ
ନୂଆପଡ଼ା(ଓଡ଼ିଶା ଭାସ୍କର): ନୂଆପଡ଼ା ଅଞ୍ଚଳରେ ଗଣେଶ ଭଗବାନଙ୍କ ବିସର୍ଜନ ବେଳେ ଘଟିଯାଇଛି ବଡ଼ ଅଘଟଣ । ଗୋଧସା ଜଳପ୍ରପାତରେ ବିସର୍ଜନ ସମୟରେ ବୁଡ଼ିଯାଇ ୩ ଜଣ ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ଥିବା ୩ ଜଣ ଏକ ବିଦେଶୀ ମଦ…
ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି, ଟ୍ୱିଟ୍ କରି ଦେଲେ ସୂଚନା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ପଦବୀ ଛାଡିବେ ବିରାଟ କୋହଲି । ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ ବୋଲି ଖୋଦ୍ ବିରାଟ କୋହଲି ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି । ଆଗାମୀ ବିଶ୍ୱକପ୍ ପରେ ସେ…
ଗୋଟିଏ ମେସେଜରେ ସବୁଦିନ ପାଇଁ ବନ୍ଦ କରନ୍ତୁ Corona Caller Tune ! ଜାଣନ୍ତୁ କିପରି
ନୂଆଦିଲ୍ଲୀ: ଯଦି ଆପଣ ବି କରୋନା ମହାମାରୀରୁ ରକ୍ଷା ପାଇବାର ଡାୟଲର ଟୋନ୍ ଶୁଣି ଶୁଣି ବିରକ୍ତ ହେଉଛନ୍ତି, ତେବେ ଆପଣଙ୍କ ଏହି ଖବର ଆପଣ ସମସ୍ୟାକୁ ସମାଧାନ କରିପାରିବ । କରୋନା କଲର ଟୋନକୁ ସବୁଦିନ ପାଇଁ ବନ୍ଦ କରିବାକୁ…
ବାଲେଶ୍ୱରରେ ପହଞ୍ଚିଲେ NIAର ଦୁଇଜଣିଆ ଟିମ୍
ବାଲେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ବାଲେଶ୍ୱରରେ ପହଞ୍ଚିଛନ୍ତି ଏନଆଇଏର ଦୁଇ ଜଣିଆ ଟିମ୍ । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ୱର…
ଦରମା ନଦେବାରୁ ଜେସିବି ଧରି ତାଣ୍ଡବ ରଚିଲା କର୍ମଚାରୀ, ସାମ୍ନାକୁ ଆସିଲା ଭିଡିଓ
ନୂଆଦିଲ୍ଲୀ: ରାଗରେ ଆସି ମଣିଷ କିଛି ବି କରିବାକୁ ପଛଘୁଞ୍ଚା ଦେଇନଥାଏ । ସେହିପରି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଜଣେ କର୍ମଚାରୀ ଜେସିବି ଧରି ଉତ୍ପାତ କରୁଥିବାର ଦେଖିବାକୁ…
କୁକୁରକୁ ବଞ୍ଚାଇବାକୁ ଯାଇ ଜିପ୍ ସହ ଧକ୍କା ହେଲା ଅଟୋ, ୫ ମୃତ
ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଗୁରୁବାର ଦିନ ଏକ ହୃଦୟଥରା ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୫ ଜଣଙ୍କ ଆଖି ବୁଜିଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି…
ଶନିବାର ରାତିରେ ବନ୍ୟା! ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ…