Browsing Category

Breaking News

ଭଲ ମାର୍କ ରଖିଥିବାରୁ ବାପା ଦେଇଥିଲେ ସ୍ମାର୍ଟଫୋନ୍, Free Fire ଗେମରେ ଗଲା ପୁଅର ଜୀବନ

କୋଲକାତା: ଅନଲାଇନ୍ ଗେମ୍ ଏବେ ପିଲାମାନଙ୍କ ଏକ ବଡ଼ ସମସ୍ୟା ପାଲଟିଛି । ଆଜି କାଲିକା ପିଲା ମାନେ ମୋବାଇଲ୍ ଫୋନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଫ୍ରୀ ଫାୟାର୍ ଗେମ୍ ଗୋଟିଏ ପିଲାର ଜୀବନ ନେଇଛି…

ଚୀନରେ ପୁଣି ମାଡ଼ିଗଲା କରୋନା, ଫେରିଲା ଲକଡାଉନ୍

ଜିଆମେନ୍: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ମାଡ଼ିଯାଇଛି କରୋନା । ଯାହାଫଳରେ ଚୀନର ଜିଆମେନ୍ ସହରକୁ ପୁଣି ଥରେ ଲକଡାଉନ୍ କରାଯାଇଛି । ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଆମେନ୍ ସହରରେ ମାଡ଼ିଛି କରୋନା । ଏକାଧିକ…

ଜମତାରା ଗ୍ୟାଙ୍ଗ ସକ୍ରିୟ: ବ୍ୟବସାୟୀଙ୍କ ଠାରୁ ଲୁଟିଲେ ୮୯ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୁଣିଥରେ ସକ୍ରିୟ ହୋଇଗଲେଣି ଜମତାରା ଗ୍ୟାଙ୍ଗ୍ । କଳାହାଣ୍ଡି ଜିଲ୍ଲାର ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଗ୍ୟାଙ୍ଗ ୮୯ହଜାର ଟଙ୍କା ଲୁଟିଥିବା ଜଣାପଡ଼ିଛି । ଏହି ମାମଲାରେ ଓଡ଼ିଶା…

ଟିକା ନେଇନଥିବା ଲୋକଙ୍କଠାରେ ମୃତ୍ୟୁର ଆଶଙ୍କା ୧୧ ଗୁଣ ଅଧିକ: CDC

ନୂଆଦିଲ୍ଲୀ: କରୋନା କାଳରେ ବି ଲୋକମାନେ ବେଖାତିର ଭାବେ ଟିକା ନେବାକୁ ହେୟ ଭାବୁଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ବେପରୁଆ ଭାବେ…

ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ…

ଏବେ ହିମାଚଳ ପ୍ରଦେଶ ପାଳି, ଖୁବଶୀଘ୍ର ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ । ଖୁବଶୀଘ୍ର ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଲୋଚନା…

ଗ୍ୟାସ୍ ସିଲିଣ୍ଡର ଫାଟି ମା’ ସମେତ ତିନି ପିଲା ମୃତ

ମୁଜଫରପୁର: ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମାଆ ସମେତ ତିନି ଜଣ ପିଲା ଏଥିରେ ଆଖି ବୁଜିଛନ୍ତି । ଏଭଳି ଏକ ହୃଦୟଥରା ଘଟଣା ଘଟିଛି ବିହାରର ମୁଜଫରପୁର ଜିଲ୍ଲାର ମୀନାପୁର ଥାନା…

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ କ’ଣ କହିଲେ SRC, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ୨ ଦିନର ବର୍ଷା ସ୍ଥିତିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା…

ବଡ଼ ଲୋକଙ୍କ ପାଇଁ ଲାଗୁ ହୁଏନି ଫେସବୁକ୍ ନିୟମ: ରିପୋର୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ୱେବସାଇଟ୍ ଫେସବୁକ୍ ଅନେକ ସେଲିବ୍ରିଟି, ରାଜନେତା ଏବଂ ଅନ୍ୟାନ୍ୟ ବଡ ବ୍ୟକ୍ତିତ୍ୱଙ୍କୁ ନିଜ ପ୍ଲାଟଫର୍ମ ପାଇଁ ପ୍ରସ୍ତୁତ ନିୟମରୁ ମୁକ୍ତ କରିଥାଏ। ଏହା ଏକ ରିପୋର୍ଟରେ ପ୍ରକାଶ ପାଇଛି ।…

ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

ରାଉରକେଲା(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ବିଏସକେୱାଇ ହିତାଧିକାରୀଙ୍କୁ ସେ ସେଠାରେ ସ୍ମାର୍ଟ କାର୍ଡ ବାଣ୍ଟିବେ । ଏଥିସହିତ ସେଠାରେ ବିଭିନ୍ନ…