Browsing Category

Breaking News

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ସାମାନ୍ୟ ବଚସାରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ ଗତ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଖଣ୍ଡଗିରି ଥାନା ରଘୁନାଥ…

ସେପ୍ଟେମ୍ବର ପାଇଁ ଆଜି ଆସିପାରେ କରୋନା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ କିଛିଦିନ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଅଗଷ୍ଟ ମାସର ଗାଇଡଲାଇନ୍ ଗୋଟିଏ ଦିନ ପରେ ଶେଷ ହେବ । ଏହି କାରଣରୁ ସେପ୍ଟେମ୍ବର ମାସ ପାଇଁ ଆଜି କରୋନା…

ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ହେବ ଶସ୍ତା: ୮ ପ୍ରତିଶତ କମ୍‌ ହେବ ଏସି-୩ ଭଡ଼ା

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଆଧୁନିକ ସୁବିଧା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଇକୋନୋମି ଏସି ୩ ବା ୩ ଟାୟାରର ଶୁଭାରମ୍ଭ କରିବାନେଇ ଘୋଷଣା କରିଛି । ବିଭିନ୍ନ ଜୋନରେ ଏହିପରି ଇକୋନୋମି ଏସି-୩କୁ…

ଇକମୋ ୟୁନିଟରେ ଆଉ ଜଣେ ମହିଳା ଭର୍ତ୍ତି

କଟକ(ଓଡ଼ିଶା ଭାସ୍କର): କଟକ ଏସସିବି ଇକମୋ ୟୁନିଟରେ ଆଉ ଜଣେ ମହିଳା ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ଅଞ୍ଚଳର ଜଣେ ମହିଳା କୋଭିଡ ମହାମାରୀର ପରବର୍ତ୍ତୀ ଜଟିଳତା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି । ଗତକାଲି…

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ୨ ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଯୋଗ ଦେବେ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । ମଙ୍ଗଳବାର ଓ ବୁଧବାର ଦିନ କଂଗ୍ରେସ କର୍ମକର୍ତା ମାନଙ୍କର…

ମହିଳାଙ୍କୁ ନେଇ ତାଲିବାନର ଘୋଷଣା- ‘ଆଫଗାନିସ୍ତାନରେ ସହ ଶିକ୍ଷା ବ୍ୟାନ୍’

କାବୁଲ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ସ୍ୱାଧିନତା ଦେବାର ପ୍ରତିଶ୍ରୁତି ପରେ ବି ପୁଣି ପୁରୁଣା ଢ଼ାଞ୍ଚାକୁ ଆସିଛି ତାଲିବାନ୍ ।…

ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସୋମବାର ସକାଳ ୮ଟା ୩୦…

ଡ୍ରାଇଭର ମୁହଁରେ ଲାଇଟ୍ ପଡିବାରୁ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ: ୫ ଗୁରୁତର, ୭ ଆହତ

କୋରାପୁଟ (ଭାସ୍କର ନ୍ୟୁଜ୍): ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଆମ୍ବିଳି ଆମ୍ବଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତ କଡ଼କୁ ଓଲଟି ପହିବାରୁ ୧୨ ଜଣ ଆହତ ହୋଇଛନ୍ତି ।…

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଇଡା’, ଜାଣନ୍ତୁ କେଉଁଠି ରଚିବ ତାଣ୍ଡବ

ନୂଆଦିଲ୍ଲୀ: ବର୍ତମାନ ସମୟରେ ସାମୁଦ୍ରିକ ଝଡ଼ ‘ଇଡା’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଝଡ଼ ଭୟଙ୍କର ତୋଫାନରେ ପରିଣତ ହୋଇ ସାରିଥିବା ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ଘଂଟା ପ୍ରତି ୨୨୫ କିମି ବେଗରେ…

ମଜା ହୋଇଗଲା ସଜା ! ବଡ ପୁଅର କରାଇଲେ ଡିଏନଏ ଟେଷ୍ଟ, ରିପୋର୍ଟ ଦେଖି…

ନୂଆଦିଲ୍ଲୀ: ଆମେରିକାର ଜଣେ ବ୍ୟକ୍ତି ମଜାକ୍ ରେ ଆସି ନିଜ ପୁଅର ଡିଏନଏ ଟେଷ୍ଟ କରିଥିଲେ । ହେଲେ ଟେଷ୍ଟରେ ଯାହା ବାହାରିଲା ତାହା ଜାଣିବାପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ତାଙ୍କ ୧୨ ବର୍ଷର ପୁଅର ଡିଏନଏ୍…