Browsing Category

Breaking News

ସାଂସଦ ଓ ବିଧାୟକଙ୍କ ଅପରାଧିକ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ, ତାଲିକାରେ ଓଡ଼ିଶାର ୩୬୦ ଜଣଙ୍କ ନାମ

ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲାଗୁଡ଼ିକର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି । ଗତ ୨୦୨୧ ମସିହା ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ସାଂସଦ ଓ…

ଦେଶରେ କରୋନା ନେଲା ୬୫୭ ଜୀବନ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୭୭ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫୭୨ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ADM

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ରାଜ୍ୟର ଆଉ ଜଣେ ବଡ଼ବାବୁ । ଲଗାତର ଦୁଇଦିନ ଧରି ଜଣେ ଆଇଆଇସି ଓ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିବା ପରେ ଆଜି ପାଳି ପଡ଼ିଛି ଜଣେ…

ଗରିବ କୃଷକଙ୍କ ଆକାଉଣ୍ଟକୁ ଆସିଲା ୧୫ ଲକ୍ଷ: ମୋଦି ପଠାଇଛନ୍ତି ଭାବି ସଙ୍ଗେସଙ୍ଗେ ଖର୍ଚ୍ଚ କରିଦେଲେ ୯ ଲକ୍ଷ, ଆଉ ତା’ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୪ ମସିହା ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ପ୍ରତିଶ୍ରୁତି ଜନତାଙ୍କ ପାଇଁ କାଳ ହୋଇଛି । ଦେଶକୁ କଳାଧନ ଆସିବ ଓ ସମସ୍ତଙ୍କ ଆକାଉଣ୍ଟକୁ…

ଅଲ୍ଲୁ ଅର୍ଜୁନ୍ କେମିତି ବନିଲେ ପୁଷ୍ପାରାଜ୍? ଟ୍ରାନ୍ସଫରମେସନ୍ ଦେଖି ତାଜୁବ୍ ହୋଇଯିବେ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସବୁଠି ପୁଷ୍ପାର ଡାଏଲଗ୍ ଓ ଗୀତ କ୍ରେଜ୍ ରହିଛି । ଫିଲ୍ମ ରିଲିଜ୍ ହେବାର ଅନେକ ସମୟ ବିତି ଯାଇଥିବା ପରେ ବି ଲୋକଙ୍କ ମନରେ ଫିଲ୍ମକୁ ନେଇ ଉତ୍କଣ୍ଠା ରହିଛି । ହଲ୍ ବ୍ୟତୀତ ଓଟିଟି ପ୍ଲାଟଫର୍ମରେ…

ଲତାଙ୍କ ବାୟୋପିକ୍ ନିର୍ମାଣ ନେଇ ଆଗକୁ ଆସିଲେ ବଲିଉଡର ୩ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ଦିନ ବିତିଗଲାଣି । ମାତ୍ର ଏବେ ବି ତାଙ୍କର ଶୁଭେଚ୍ଛୁମାନେ ତାଙ୍କୁ ଝୁରୁଛନ୍ତି । ତେବେ ଏହି କିମ୍ବଦନ୍ତୀ ଗାୟିକାଙ୍କ ସ୍ୱର, ଗୀତ ସହିତ ତାଙ୍କ…

ଅଦାନୀ ପୁଣି ଅମ୍ବାନୀଙ୍କ ଠାରୁ ଛଡ଼ାଇନେଲେ ଏସିଆର ସବୁଠୁ ଧନୀର ମୁକୁଟ

ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଗ୍ରୁପ୍ ର ଚେୟାର୍ ମେନ୍ ମୁକେଶ ଅମ୍ବାନୀ ଏସିୟାର ସବୁଠୁ ଧନୀ ହେବାର ଗୌରବ ଦ୍ୱିତୀୟ ଥର ପାଇଁ ହାସଲ କରିଥିଲେ । କିନ୍ତୁ ପୁଣିଥରେ ଅଦାନୀ ଗ୍ରୁପ୍ ଚେୟାର୍ ମେନ୍ ଗୌତମ୍…

ଆପାର୍ଟମେଣ୍ଟର ଛାତ ଖସି ୨ ମୃତ, ୬ ଆହତ

ଗୁରୁଗ୍ରାମ: ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ୍ ର ଛାତ ଖସିବା ଫଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଆହୁରି ଅନେକ ଜଣ ଛାତ ତଳେ ଦବି ଯାଇଥିବା ଆଶଭ୍କା କରାଯାଉଛି । ଏହି ଘଟଣା ଗୁରୁଗ୍ରାମଠାରେ ଘଟିଛି । ଏଥିସହିତ…

ନିର୍ବାଚନ ସରିବ, ପେଟ୍ରୋଲ, ଡିଜେଲ ବଢ଼ିବ: ଅଶୋଧିତ ତୈଳ ପାଇଁ ମହଙ୍ଗା ହେବ ତୈଳ ଦର

ନୂଆଦିଲ୍ଲୀ: ପୁଣି ସାଧାରଣ ଜନତାଙ୍କ ମୁଣ୍ଡରେ ପଡ଼ିବ ଚଡ଼କ । ପୁଣି ବଢ଼ିବ ପେଟ୍ରୋଲ, ଡିଜେଲ ଦର । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦରଦାମକୁ ଅଟକାଇ ଦିଆଯାଇଛି । ନିକଟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ…