Browsing Category
Breaking News
ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ବାପା ଦେଲେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି ।…
ଅଫଗାନ ମାନଙ୍କୁ ଏକେ-୪୭ରେ ମାଡ଼ ମାରୁଛନ୍ତି ତାଲିବାନି ଆତଙ୍କୀ, କାବୁଲ ଏୟାରପୋର୍ଟକୁ ଯିବାକୁ ଦେଉନାହାନ୍ତି
କାବୁଲ: ତାଲିବାନ ମାନେ ପୂରା ଆଫଗାନିସ୍ତାନକୁ ଅକ୍ତିଆରକୁ ନେଇଯାଇଛନ୍ତି । ପୂରା ଦେଶ ଏବେ ଆତଙ୍କବାଦୀଙ୍କ ହାତ ମୁଠାରେ । ଆଫଗାନିସ୍ତାନ ସମ୍ପର୍କିତ ଅନେକ ଭିଡିଓ ଏବେ ସୋସିଆଲ ମିଡିଆେରେ ଭାଇରାଲ୍ ହେଉଛି, ଯେଉଁଥିରୁ…
ଦେଶରେ ପ୍ରଥମ: BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି(ଓଡ଼ିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ ହୋଇଛି । ମାଲକାନଗିରି ସଂସ୍କୃତି ଭବନରେ BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ମ୍ୟାଲେରିୟା ମଶାର ସନ୍ଧାନ କରିଥିବା ରୋନାଲ୍ଡ ରସଙ୍କୁ କେତେ ଜଣ ଜାଣିଛନ୍ତି? ଅଧ୍ୟୟନ କରୁ କରୁ ନିଜେ ହୋଇଯାଇଥିଲେ ଏହାର ଶିକାର
ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ମଶା ଦିବସ । ମ୍ୟାଲେରିୟା ହେଉଛି ମୌସୁମୀର ସବୁଠୁ ବଡ଼ ସମସ୍ୟା ମଧ୍ୟରୁ ଗୋଟିଏ । ଏହା ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକ୍ରାନ୍ତ କରିବାରେ ସକ୍ଷମ । ଏହି…
ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ବିନ୍
ସବୁଜ ପନିପରିବା ଖାଇବାରେ ସ୍ୱାଦିଷ୍ଟ ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ । ସେହି ସବୁଜ ପନିପରିବା ମଧ୍ୟରେ ରହିଛି ବିନ୍, ଯାହାକୁ ଖାଇବା ଦ୍ୱାରା…
NEET PG ପାଇଁ ପଞ୍ଜୀକରଣ ଓ ସଂଶୋଧନ ତାରିଖ ବଢ଼ିଲା, କରନ୍ତୁ ଆବେଦନ
ନୂଆଦିଲ୍ଲୀ: ନିଟ୍ ପିଜି ପାଇଁ ରେଜିଷ୍ଟ୍ରେସନ ଓ କରେକସନ ପାଇଁ ସମୟସୀମା ବୃଦ୍ଧି କରାଯାଇଛି । ଏହି ସମୟ ସୀମା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଆବେଦନକାରୀମାନେ ଅଫିସିଆଲ ୱେବସାଇଟ୍ ntaboard.edu.in…
କେଉଁ ସମୟରେ କ୍ଷୀର ପିଇଲେ ତାହା ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ଯୋଗାଇଥାଏ, ଜାଣନ୍ତୁ
କ୍ଷୀରରେ କ୍ୟାଲସିୟମ, ଭିଟାମିନ୍ ଡି, ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ । କ୍ଷୀର ଶରୀରକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୀର ହେଉଛି ପ୍ରୋଟିନର ଏକ ମୁଖ୍ୟ ଉତ୍ସ । କ୍ଷୀର…
ଅଗଷ୍ଟ ୨୭ରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ…
ଏବେ ଆଉ ପୋଲିସ୍ ଆଖିରେ ଧୂଳି ଦେଇପାରିବେନି ଟ୍ରାଫିକ୍ ନିୟମ ଉଲଙ୍ଘନକାରୀ, ଆସିଗଲା ନୂତନ ଚାଲାଣ ନିୟମ: ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ: ପୂର୍ବରୁ ଲାଗୁ ହୋଇଥିବା ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଲୋକ ନିୟମ ଉଲଙ୍ଘନ କରୁଛି ତେବେ ଗାଡ଼ି ଚାଳକଙ୍କ ପାଖକୁ ଚାଲାଣ ପଠାଉଛି ପୋଲିସ୍ । ଏଥିପାଇଁ ପ୍ରମାଣ ସୂରୁପ ଉକ୍ତ ଗାଡ଼ିର ଫଟୋ ମଧ୍ୟ…
ଲଗାତର ତୃତୀୟ ଦିନ ଡିଜେଲ୍ ହେଲା ଶସ୍ତା, ପେଟ୍ରୋଲ ଦାମ୍ ସ୍ଥିର; ଜାଣନ୍ତୁ ଆପଣଙ୍କ ସହରର ତୈଳଦର
ନୂଆଦିଲ୍ଳୀ: ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ତୃତୀୟ ଦିନ ପେଟ୍ରୋଲ୍ ଦାମ୍ ସ୍ଥିର ରହିଥିବା ବେଳେ ଡିଜେଲ୍ ଶସ୍ତା ହୋଇଛି । ଡିଜେଲ୍ ଦର ୧୮ ପଇସାରୁ ୨୦ ପଇସା ହ୍ରାସ ପାଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୧୦୧.୮୪…