Browsing Category
Breaking News
ପୀୟୁଷ ଗୋୟଲଙ୍କ ଘୋଷଣା- ପେଟେଣ୍ଟ ପାଇଁ ଆବେଦନ କରୁଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ୮୦% ଫି’ ଛାଡ଼
ନୂଆଦିଲ୍ଲୀ : ଭାରତରେ ପେଟେଣ୍ଟ ପାଇଁ ଆବେଦନ କରୁଥିବା ସମସ୍ତ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ୮୦ ପ୍ରତିଶତ ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ । ଏହି…
ତାଲିବାନ୍ ହାତରେ ଧରାପଡ଼ିଲେ ମହିଳା ରାଜ୍ୟପାଳ ସଲିମା ମଜାରୀ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କରିଥିଲେ ଲଢ଼େଇ
କାବୁଲ: ଆଫଗାନିସ୍ତାନଗୁ କବଜା କରିବା ପରେ ଏକଛତ୍ରବାଦ ସରକାର ଗଠନ କରିବାକୁ ଚେଷ୍ଟା କରୁଛି ତାଲିବାନ୍ । ସେ ନିଜର ପ୍ରକୃତ ରୂପ ମଧ୍ୟ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ତାଲିବାନ ଦ୍ୱାରା ସଲିମା ମଜାରୀ…
ରନ୍ଧା ତେଲକୁ ପୁଣି ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଥାଏ, ଚେତାବନୀ ଦେଲା FSSAI
ଅଧିକାଂଶ ଲୋକ ଘରମାନଙ୍କରେ ରନ୍ଧା ତେଲକୁ ବାରମ୍ବାର ବ୍ୟବହାର କରିଥାନ୍ତି । କିଛି ସ୍ତ୍ରୀଲୋକ ପକୁଡ଼ି, ପୁରୀ ଆଦି ଛାଣିବା ପରେ ବଳକା ଛଣାତେଲକୁ ସାଇତି ରଖିଥାନ୍ତି । ପରେ ଉକ୍ତ ରନ୍ଧାତେଲକୁ ଭଲ ତେଲ ସହ ମିଶାଇ ପୁଣି…
ପୁଣି ଜଳେଶ୍ୱରରୁ ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ: ମହିଳା ବେପାରୀ ସହ ଜଣେ ଗିରଫ
ଜଳେଶ୍ୱର,(ଭାସ୍କର ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ଗତକାଳି ସନ୍ଧ୍ୟାରେ ପୁଣି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ଏଥିରେ ସମ୍ପୃକ୍ତ…
୧୨ ଘଣ୍ଟା ପାଇଁ ବନ୍ଦ ହେଲା ରାଜ୍ୟର ଏହି ସହର, ଜାଣନ୍ତୁ କାହିଁକି
ଭୁବନେଶ୍ୱର (ଓଡିଶା ଭାସ୍କର):ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହାରି ମଧ୍ୟରେ ରାଇରଙ୍ଗପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ତେବେ ଏହି ବନ୍ଦ ପାଳନ ଭଞ୍ଜସେନା ପକ୍ଷରୁ ପାଳନ ହୋଇଥିବା…
ପାକିସ୍ତାନରେ ମହାରାଜା ରଣଜିତ୍ ସିଂହଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜ, ତେହରିକ୍-ଇ-ଲାବାକ୍ ସଂଗଠନ ଏହି କାଣ୍ଡ ଘଟାଇଥିବା ସନ୍ଦେହ
ଲାହୋର: ପାକିସ୍ତାନରେ ଭାରତୀୟ ଇତିହାସ ସହିତ ଜଡିତ ପ୍ରତୀକ ଉପରେ ଆକ୍ରମଣ ହୋଇଛି । ଲାହୋରରେ ମହାରାଜା ରଣଜୀତ ସିଂହଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା ନେଇ ସାମ୍ନାକୁ ଆସିଛି ଖବର । ତେହରିକ୍-ଇ-ଲାବାକ୍ ପାକିସ୍ତାନ…
PhDରେ ଫେଲ୍ କରିଦେବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୋଗ ପରେ ଏବେ ଜେଲରେ ଚକି ପେଷିଲେ Professor
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଛାତ୍ରୀ ଜଣେ ପ୍ରଫେସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କୁ ପିଏଚଡିରେ ଫେଲ୍ କରିଦେବାର ଧମକ ଦେଇ ପ୍ରଫେସର ତାଙ୍କର ଯୌନ ଶୋଷଣ କରିଥିଲେ । ଜବଲପୁରର ରାଣୀ…
ଆଇପିଏଲ୍-୧୪: ଷ୍ଟାଡିୟମରେ ବସି ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଉପଭୋଗ ପାଇଁ ୬୦% ଦର୍ଶକଙ୍କୁ ମିଳିପାରେ ଅନୁମତି
ଦୁବାଇ: ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ ଉପଭୋଗ ପାଇଁ କ୍ରିକେଟ ପ୍ରେମୀ ଦର୍ଶକଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଏମିରେଟ୍ସ କ୍ରିକେଟ ବୋର୍ଡ ଜେନେରାଲ…
ପୁରୀ ଶିଳ୍ପ ଉନ୍ନୟନ ଅଧିକାରୀ IPOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ପୁରୀ, (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଶିଳ୍ପ ଉନ୍ନୟନ ଅଧିକାରୀ । ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ବା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ
ଭୁବନେଶ୍ୱର, (ଓଡିଶା ଭାସ୍କର): ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭଦ୍ରକ ବିଧାୟକ । ବିଧାୟକ ସଞ୍ଜୀବ ମଲ୍ଲୀକଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡିଛି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ପାଖରେ…