Browsing Category
Breaking News
ଜାନୁଆରୀ ୨୩ ବେଳକୁ ଦେଶରେ କରୋନା ପିକ୍, ଦୈନିକ ଚିହ୍ନଟ ହେବ ୭ ଲକ୍ଷ ମାମଲା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତକାଲି ୨ ଲକ୍ଷ ୫୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ।…
ରେଭେନ୍ସା ମହାନଦୀ କ୍ୟାମ୍ପସ୍ କେବେ ! ଶିଳାନ୍ୟାସକୁ ପୁରିଲା ୬ ବର୍ଷ
କଟକ (ଭାସ୍କର ନ୍ୟୁଜ୍): ରେଭେନ୍ସା ବିଶ୍ୱବିଦ୍ୟାଳୟର ଦି୍ୱତୀୟ କ୍ୟାମ୍ପସ୍’ର ଶିଳାନ୍ୟାସକୁ ଇତି ମଧ୍ୟରେ ଦୀର୍ଘଦିନ ବିତିଲାଣିା କଟକର ସାଟେଲାଇଟ୍ ସିଟି ମର୍କନନଗର ସେକ୍ଟର ୧୩ ନିକଟସ୍ଥ ବ୍ରଜବିହାରୀପୁର ଠାରେ…
ଭୁବନେଶ୍ୱର ସିଭ୍ଲ କୋର୍ଟରେ କରୋନା ଆତଙ୍କ: ଏକାଧିକ କର୍ମଚାରୀ ସଂକ୍ରମିତ ଚିହ୍ନଟ, ୨ ଦିନ ପାଇଁ କାର୍ଯ୍ୟାଳୟ ସିଲ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଭୁବନେଶ୍ୱର ସିଭ୍ଲ କୋର୍ଟରୁ ପୁଣି ଆତଙ୍କ ଖେଳାଇଲା କରୋନା। ଏକାଧିକ କର୍ମଚାରୀ କୋଭିଡ଼ ପଜିଟିଭ୍ ବାହାରିବା ପରେ କୋର୍ଟକୁ ସିଲ୍ କରିଛି ବିଏମ୍ସି । ଦୁଇ ଦିନ ଅର୍ଥାତ ୧୮…
ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଠାରୁ ଅଲଗା ହେଲେ ସୁପରଷ୍ଟାର ଧନୁଷ
ମୁମ୍ବାଇ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି…
ନିର୍ବାଚନ ପୂର୍ବରୁ ଅଘୋଷିତ ସରପଞ୍ଚ ପଦବୀ ନିଲାମ ପ୍ରସଙ୍ଗ, ନିର୍ବାଚନ କମିଶନଙ୍କ ଜବାବ ତଲବ
ବଲାଙ୍ଗୀର, (ଭାସ୍କର ନ୍ୟୁଜ) : ଚଳିତ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପୂର୍ବରୁ ଅଘୋଷିତ ସରପଞ୍ଚ ଚୟନ ହୋଇଛି । ସରପଞ୍ଚ ଚୟନ ପାଇଁ ଆପଣା ଯାଇଛି ନୂଆ ଫଣ୍ଡା । ନିଲାମ ମାଧ୍ୟମରେ ସରପଞ୍ଚ ଚୟନ କରାଯାଇଛି ।…
କରୋନା ନୂଆ ଭାରିଆଣ୍ଟକୁ ମାତ୍ ଦେବ ଭାରତୀୟ ଟିକା, ହ୍ୟୁମାନ ଟ୍ରାଏଲ ଖୁବ୍ ଶୀଘ୍ର
ପୁନେ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମୁକାବିଲା କରିବା ପାଇଁ ଭାରତରେ ପ୍ରଚଳିତ ଟିକାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଥିବା ବେଳେ ଖୁବ ଶୀଘ୍ର ଆଉ ଏକ ଭାରତୀୟ ଟିକା ବଜାରକୁ ଆସିବାକୁ ଯାଉଛି । ପୁନେସ୍ଥିତ…
ରାଜ୍ୟରେ ୨୦ ପର୍ଯ୍ୟନ୍ତ ଘନ କୁହୁଡି ସମ୍ଭାବନା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼,…
NEET UG counselling : AIQ ଓ ଷ୍ଟେଟ୍ ୱାଇଜ୍ କାଉନସେଲିଂ ପାଇଁ ସିଡ୍ୟୁଲ ଜାରି
ନୂଆଦିଲ୍ଲୀ: ଅଖିଳ ଭାରତୀୟ କୋଟା ଓ ରାଜ୍ୟ କୋଟାର ସିଟ୍ ଅଧିନରେ ଆଡମିଶନ ପାଇଁ NEET UG 2021 କାଉନସେଲିଂ ସିଡ୍ୟୁଲ ଜାରି କରାଯାଇଛି । ମେଡିକାଲ କାଉନସେଲିଂ କମିଟି, ଏମସିସିର ଅଫିସିଆଲ ୱେବସାଇଟ୍ mcc.nic.inରେ ଏହି…
CMO_Odishaର ପ୍ରୋଫାଇଲ ଫଟୋ ପରିବର୍ତ୍ତନ: ନବୀନଙ୍କ ସ୍ଥାନରେ ଓଡ଼ିଶା ସରକାରଙ୍କ ଲୋଗୋ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରାଯାଇଛି । ଉଭୟ ଫେସବୁକ୍ ଏବଂ ଟ୍ୱିଟ୍ଟରରେ ଏହି ଫଟୋକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଉଭୟ ସୋସିଆଲ…
ସୁମିତଙ୍କ ମା’ଙ୍କ ଆବେଦନ ଖାରଜ: ସୁରକ୍ଷା ଦାବି କରି କରିଥିଲେ ମାମଲା ରୁଜୁ
ବ୍ରହ୍ମପୁର ବ୍ରହ୍ମାନଗର ଡାକ୍ତର ସୁମିତ ଓ ପତ୍ନୀ ତପସ୍ପିନୀ ବିବାଦ ମାମଲା । ସୁମିତଙ୍କ ମା ଓ ଜେଜେ ମା’ଙ୍କ ପକ୍ଷରୁ ରୁଜୁ ମାମଲା ଏସଡିଜେଏମ କୋର୍ଟରେ ଖାରଜ । ନିଜର ସୁରକ୍ଷା ଦାବି କରି ମାମଲା ରୁଜୁ କରିଥିଲେ ମା’ ଓ…