Browsing Category
Breaking News
୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା, ଏହିଦିନ ଠାରୁ ପର୍ଯ୍ୟଟକଙ୍କୁ ମନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଭଳି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଭିତରକନିକାରେ ବିରଳ ବଉଳା କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ…
Ashes କବଜା କଲା ଅଷ୍ଟ୍ରେଲିଆ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ୯ ଜଣ ଖେଳାଳି ଦୁଇଅଙ୍କ ଟପିପାରିଲେନି
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆସେସ ସିରିଜକୁ ଅଷ୍ଟ୍ରେଲିଆ ହାତେଇ ନେଇଛି । ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ୧୪ ରନରେ ପରାସ୍ତ ହୋଇଛି । ଖେଳ ଆହୁରି ଦୁଇଦିନ ବାକି ଥିବା ବେଳେ ଇଂଲଣ୍ଡ…
୧୭ ବର୍ଷର ବିବାହ ପରେ ପ୍ରଥମ ପତ୍ନୀଙ୍କୁ ଧୋକ୍କା ଦେଲା ସ୍ୱାମୀ, ଲୁଚି ଛପି କରିଥିଲା ଦ୍ୱିତୀୟ ବିବାହ: ନ୍ୟାୟ ଦାବିରେ ଥାନାରେ ଅଭିଯୋଗ କଲେ…
ନିମାପଡ଼ା, (ଭାସ୍କର ନ୍ୟୁଜ୍): ବିବାହର ୧୭ ବର୍ଷ ପରେ ପତ୍ନୀ ଓ ୨ ଝିଅଙ୍କୁ ଛାଡ଼ି ଯୁବକଙ୍କ ବିବାହକୁ ନେଇ ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଏହି ଘଟଣାରେ ତୁରନ୍ତ ମାମଲା ରୁଜୁ କରି ଅନୁସନ୍ଧାନ ଜାରି…
ପ୍ରେମ କଲା ଅନ୍ଧ: ଅଲଗା ଜାତିର ପୁଅ ସହ ଝିଅ ହୋଇଗଲା ଫେରାର, ବିଷ ପଇ ଆତ୍ମହତ୍ୟା କଲା ବାପା
ରାୟଗଡ଼ା (ଭାସ୍କର ନ୍ୟୁଜ୍): ପ୍ରେମରେ ଅନ୍ଧ ହେଲା ଝିଅ। ଭିନ୍ନ ଜାତିର ପୁଅ ସହ ଘର ଛାଡ଼ି ପଳାଇବା ହେଲା ଝିଅ। ବାପା ପାଇଁ ସାଜିଲା କାଳ। ଜାତିଆଣ ଭେଦଭାବରୁ ଲୋକ ଲଜ୍ୟା ସ୍ରହ କରି ନପାରି ବିଷ ପିଇ ଆତ୍ମହତ୍ୟା…
‘ମୋ ସହ ଓୟୋ ନଗଲେ ବିଷ ପିଇଦେବି, ମୋ ମୃତ୍ୟୁ ପାଇଁ ଦାୟୀ ରହିବୁ ତୁ’
ଭୁବନେଶ୍ୱର(ଓଡିଶା ଭାସ୍କର) : ଗତ କିଛି ଦିନ ହେଲା ଫୋନ୍ କରି ହଇରାଣ କରୁଥିବା ଜଣେ ହତାଶିଆ ପ୍ରେମିକ ବିରୋଧରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଫୋନରେ ଯୁବକ ଜଣକ କହୁଛନ୍ତି, 'ମୋ ସହ ଓୟୋ ନ ଗଲେ…
ନୂଆବର୍ଷରୁ ମହଙ୍ଗା ହେବ କ୍ୟାବ୍ ସେବା, ପହିଲାରୁ ଭଡ଼ା ବଢ଼ାଇବେ ଓଲା-ଉବର
ନୂଆଦିଲ୍ଲୀ: ନୂଆବର୍ଷରୁ ମହଙ୍ଗା ହେବ ଓଲା-ଉବର ଭଡା । ନୂଆବର୍ଷରୁ ସାରା ଦେଶରେ ମହଙ୍ଗା ହେବାକୁ ଯାଉଛି ଅନଲାଇନ୍ କ୍ୟାବ୍ ସେବା । ପୂର୍ବରୁ ଅନଲାଇନରେ କ୍ୟାବ୍ ବୁକ୍ କରି ଯାତ୍ରା କଲେ ଯେତିକି ଟଙ୍କା ଦେଉଥିଲେ,…
ଗ୍ରାହକଙ୍କୁ ଆଶ୍ୱସ୍ତି: ହ୍ରାସ ପାଇଲା ଖାଇବା ତେଲର ଦାମ୍
ନୂଆଦିଲ୍ଲୀ: ଆମଦାନି ଶୁଳ୍କ ହ୍ରାସ କରାଯିବା ପରେ ଗତ କିଛି ମାସ ଭିତରେ ଦେଶରେ ଖାଇବା ତେଲ ଦାମ୍ ହ୍ରାସ ପାଇଛି । ଅଧିକ ଅଶୋଧିତ ସନ୍ଫ୍ଲାୱାର ତୈଳ ଆମଦାନି କରାଯିବା ସହ ଉତ୍ପାଦନ ଓ ପରିବହନ ଖର୍ଚ୍ଚ ଯୋଗୁଁ ତାହାର…
ବଦଳିଲା ପାଗି: ୨ ଦିିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ପହିଲାରୁ ପୁଣି ଫେରିବ ଶୀତ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାତିର ତାପମାତ୍ରାରେ ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ଘଟିଥିବାରୁ ଶୀତର ପ୍ରଭାବ କମିବାରେ ଲାଗିଛି । ତେବେ ସୋମବାରଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ଆଗକୁ ଆହୁରି ୨ ଦିନ…
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଓ BSKY ସମୀକ୍ଷା: ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କୋଭିଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଛନ୍ତି । ଟିକା ସହ କୋଭିଡ ଚିକିତ୍ସାକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।…