Browsing Category

Breaking News

ନିର୍ବାଚନ ନେଇ ସର୍ବଦଳୀୟ ବୈଠକ: ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ଚଳିତ ଥର ୧୧୦ ପୌରାଞ୍ଚଳରେ ନିର୍ବାଚନ ହେବ । ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ । ପ୍ରଥମ ଥର ପାଇଁ ଅଧ୍ୟକ୍ଷ…

EVMରେ ହେବ ପୌର ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ପୌର ନିର୍ବାଚନ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ରେ ହେବ । ସର୍ବଦଳୀୟ ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ଏହି ସୂଚନା ଦେଇଛନ୍ତି । ଗୋଟିଏ ବୁଥ୍ ରେ ୨ଟି ଲେଖାଏଁ…

ସ୍ଥାନାନ୍ତର ହେବ ୟୁନିଟ୍-୧ ପରିବା ମାର୍କେଟ, ଜାଣନ୍ତୁ କେଉଁଠିକୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ୍-୧ ପରିବା ହୋଲସେଲ୍ ମାର୍କେଟ୍ । ଭୁବନେଶ୍ୱର ଉପକଣ୍ଠ ଭବବାନପୁର ସ୍ଥାନାନ୍ତର କରାଯିବ ୟୁନିଟ୍-୧ ପରିବା ହାଟ । ଏନେଇ ଆଜି ସୂଚନା ମିଳିଛି । ହୋଲସେଲ୍…

ଆଜି ମାସର ୧୦ ତାରିଖ: ଡାକ୍ତରବାବୁଙ୍କ ଉପରେ ରହିଛି ସଭିଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ମାସର ୧୦ ତାରିଖ । ଡାକ୍ତର ସୁମିତ ସାହୁ ତାଙ୍କ ପତ୍ନୀ ତପସ୍ୱିନୀ ଦାଶଙ୍କୁ ୧୭ ଟଙ୍କା ପ୍ରଦାନ କରିବାକୁ ଗତ ୨ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ତଳ କୋର୍ଟ…

ହିଜାବ ବିବାଦ: ‘ଡ୍ରେସ କୋଡ୍ ଯଦି ଅଛି ତେବେ ସ୍କୁଲ-କଲେଜରେ ତାକୁ ହିଁ ପିନ୍ଧିବା ଦରକାର’- ଆଦିତ୍ୟ ଠାକରେ

ମୁମ୍ବାଇ: କର୍ଣ୍ଣାଟକର ହିଜାବ ବିବାଦ ଖୁବ୍ ଜୋରରେ ଦେଶବ୍ୟପୀ ତେଜିବାରେ ଲାଗିଛି । ଏହା ଭିତରେ ଅନେକ ବରିଷ୍ଠ ନେତା ହିଜାଜ ବିବାଦକୁ ନେଇ ନିଜ ନିଜ ମତ ପ୍ରକାଶ କରୁଛନ୍ତି । ଏହି କ୍ରମରେ ଶିବସେନା ମଧ୍ୟ ନିଜର ପକ୍ଷ…

UP ନିର୍ବାଚନ ପୂର୍ବରୁ ଭାଇରାଲ୍ ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ Video

ନୂଆଦିଲ୍ଲୀ: ଆଜି ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେଉଛି । ପ୍ରାଥମିକ ସ୍ତରରେ ୧୧ଟି ଜିଲ୍ଲାରେ ୫୮ଟି ସିଟରେ ଭୋଟ ଗ୍ରହଣ କରାଯିବ । ତେବେ ଭୋଟିଂ ପୂର୍ବରୁ…

ହିଜାବ ବିବାଦ: କର୍ଣ୍ଣାଟକ ଯୁବତୀଙ୍କ ସମର୍ଥନରେ ବାହାରିଲା RSS, କହିଲେ- ‘ପରଦା’ ବି ଭାରତୀୟ ସଂସ୍କୃତିର ଏକ ଅଂଶ

ନୂଆଦିଲ୍ଲୀ: ଜାତୀୟ ସ୍ୱୟଂସେବକ ସଂଘ(ଆରଏସଏସ) ର ମୁସଲିମ୍ ଶାଖା କର୍ଣ୍ଣାଟକର ଛାତ୍ରୀ ବିବି ମୁସକାନ୍ ଖାନଙ୍କ ସମର୍ଥନ କରିଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ହିଜାବ ହେଉକି "ପରଦା", ସବୁକିଛି ଆମ ଭାରତୀୟ ସଂସ୍କୃତିର…

ଧୂମପାନ ବେଳେ ରୋକିବାରୁ ମାଡ଼ମାରି ମହିଳାଙ୍କ ନାକ ଫଟାଇଦେଲେ ବ୍ୟାଙ୍କ କର୍ମଚାରୀ, ଅଟୋ ଭିତରେ ଟାଣୁଥିଲେ ସିଗାରେଟ୍

ଫରିଦାବାଦ୍: ଜଣେ ମହିଳାଙ୍କୁ ମାରି ତାଙ୍କ ନାକ ଫଟାଇ ଦେଇଛନ୍ତି ଏକ ଘରୋଇ ବ୍ୟାଙ୍କର କର୍ମଚାରୀ । ମାଡ଼ ମାରିବାର କାରଣ ହେଉଛି ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କୁ ଅଟୋ ଭିତରେ ସିଗାରେଟ୍ ଟାଣୁଥିବାରୁ ରୋକିଥିଲେ । ଏହି…

ଦେଶର ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିବ, ଆସନ୍ତା ୬ ମାସ ମଧ୍ୟରେ ମହଙ୍ଗା ହଟିବ: RBI

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପଦକ୍ଷେପ ନେଇଛି । ଏଥିପାଇଁ ରେପୋ ରେଟକୁ ଆରବିଆଇ ଅପରିବର୍ତ୍ତିତ ରଖିଛି । ସେହିପରି ରିଭର୍ସ ରେପୋ ରେଟ୍, ମାର୍ଜିନାଲ ଷ୍ଟାଣ୍ଡିଂ…

ଦେଖନ୍ତୁ ଦେଶର ଡିଜିଟାଲ୍ ଭିକାରୀ, ବେକରେ ଲଗାଇ ବୁଲୁଛନ୍ତି କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ଆମ ଦେଶରେ ଆପଣ ମାନଙ୍କୁ ଅନେକ ସଂଖ୍ୟାରେ ଭିକାରୀ ଦେଖିବାକୁ ମିଳିଥିବେ । ଗୋଟିଏ କି ଦୁଇଟି ନୁହେଁ ବରଂ ପ୍ରାୟତଃ ସମସ୍ତ ସହରରେ ଭିକାରୀ ମାନେ ନଜର ଆସିଥାନ୍ତି । କିନ୍ତୁ ବର୍ତ୍ତମାନର ସମୟ ବଦଳିଗଲାଣି ।…