fbpx
Browsing Category

Breaking News

କରୋନା ନେଲା ୪ ସାମ୍ବାଦିକଙ୍କ ଜୀବନ !

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନାର ରୂପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏନେଇ ପ୍ରଶାସନ ଓ ଜନତା ଉଭୟ ଚିନ୍ତାରେ । ଏଥି ମଧ୍ୟରେ କରୋନା ଯୋଗୁ ୩ ଦିନରେ ୪ ଜଣ ସାମ୍ବାଦିକଙ୍କର ମୃତ୍ୟୁ…

କରୋନାକୁ ମାତ୍ ଦେଲେ ସୋନୁ

ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : କରୋନାକୁ ମାତ୍ ଦେଲେ ଅଭିନେତା ସୋନୁ ସୁଦ । ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସୋନୁ ଏପ୍ରିଲ୍ ୧୭ ତାରିଖରେ କରୋନା ଆକ୍ର୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଆଜି ତାଙ୍କ…

ସଟଡାଉନ୍ ସମୟରେ ରେଳ ଷ୍ଟେସନରୁ ଗଡିବ ମୋ ବସ୍

ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର) : ଆସନ୍ତାକାଲି ଠାରୁ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍ । ଏହି ସମୟରେ ଭୁବନେଶ୍ୱରରେ ମୋ ବସର ନିୟମିତ ଯାତାୟାତ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀକାଳୀନ ସେବାରେ ଲାଗିବା ପାଇଁ…

ଆସନ୍ତାକାଲି ସଟଡାଉନ୍, ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି

ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର) : ଆସନ୍ତାକାଲି ସଟଡାଉନ୍ ହେବାକୁ ଯାଉଥିବାରୁ ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି ହେବ । କଟକର ୨୫ ସ୍ଥାନରେ ଏବଂ ଭୁବନେଶ୍ୱରର ୪୩ ସ୍ଥାନରେ ନାକା ପଏଣ୍ଟରେ ଲୋକମାନଙ୍କୁ…

କରୋନା କବଳରେ ଦୁଇ ଦିନର ଶିଶୁ

ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : ଦେଶବ୍ୟାପୀ କରୋନା ଦ୍ୱିତୀୟ ଲହରରେ ସଂକମ୍ରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଉ ଏହି ଦ୍ୱିତୀୟ ଲହରରେ ନୁଆ ଭ୍ୟାରିଏଣ୍ଟ ବି.୧.୧.୭ ଏବଂ ବି.୧.୬୧୭ ଛୋଟ ଛୋଟ ମାନଙ୍କୁ ଖୁବ୍…

ଏସସିବିରେ ବଢ଼ିଲା କୋଭିଡ୍ ବେଡ୍ ସଂଖ୍ୟା

କଟକ, ୨୩ା୪ (ଓଡିଶା ଭାସ୍କର) : ଏସସିବି ମେଡିକାଲରେ କୋଭିଡ୍ ବେଡ୍ ସଂଖ୍ୟା ୫୦୦ ରେ ପହଞ୍ଚିଛି । ଏହା ପୁର୍ବରୁ ସେଠାରେ ବେଡ୍ ସଂଖ୍ୟା ୩୧୫ ଥିବା ବେଳେ ବର୍ତ୍ତମାନ ଏହା ୫୦୦ ହୋଇଯାଇଛି । ହସ୍ପିଟାଲର ନୁଆ ମେଡିସିନ୍…

୨ ମାସ ମାଗଣାରେ ମିଳିବ ରାସନ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୩ ।୪ (ଓଡିଶା ଭାସ୍କର) :  ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ୨ ମାସ ଦେଶର ଜନତାଙ୍କୁ ମାଗଣା ରାସନ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ।…

ଦେଶରେ ଆଉ ଏକ କରୋନା ବିରୋଧୀ ଔଷଧକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ, ୨୩ା୪ (ଓଡିଶା ଭାସ୍କର) : ଦେଶରେ ଆଜି ଆଉ ଏକ ବିଦେଶୀ ଔଷଧକୁ ମଂଜୁରୀ ପ୍ରଦାନ କରିଛନ୍ତି ଡିସିଜିଆଇ । କରୋନା ସମୟରେ ବିଭିନ୍ନ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଥିବାରୁ ଆଉ ଏକ ଔଷଧକୁ ମଂଜୁରୀ ମିଳିଛି ।…

ପ୍ରଥମ ଥର ସଲମାନ ଅନସ୍କ୍ରିନ୍ କଲେ ଏପରି କାମ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ "ରାଧେ"ର ଟ୍ରେଲର୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ତେଣୁ ଏବେ ସେ ଫିଲ୍ମ ପ୍ରମୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ହେଲେ କରୋନା…

ଗ୍ରୀନ ଲେଡି ରାନି: ଦୁଇବର୍ଷ ମଧ୍ୟରେ ଲଗାଇଲେଣି ୪୦୦୦ ଗଛ

ଜାମ୍ମୁ, ୨୩ା୪ (ଓଡିଶା ଭାସ୍କର) : ଜଙ୍ଗଲରେ ଗଛ ଅଭାବରୁ ପରିବେଶର ସୁନ୍ଦରତା ଲୋପ ପାଇବାକୁ ବସିଲାଣି । ଶିଳ୍ପ ସଂସ୍ଥାନ ଏବଂ ବଡ ବଡ ଅଟ୍ଟାଳିକା ତିଆରି କରିବାକୁ ଯାଇ ଲୋକେ ଗଛକୁ କାଟି ଜଙ୍ଗଲ ଖାଲି କରିବାକୁ ବସିଲେଣି…