fbpx
Browsing Category

Breaking News

ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇଥିବାରୁ ଓଡିଶାକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : ଓଡିଶାରୁ ଦିଲ୍ଲୀକୁ ଗଲା ଅକ୍ସିଜେନ୍ । ସାମ୍ବାଦିକ ସମ୍ମିଳନୀରେ ଓଡିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ବପିପଦ ସମୟରେ ସାହାଯ୍ୟର ହାତ ବଢାଇ ଥିବାରୁ…

ଝରାଫୁଲ ମୃତ୍ୟୁ ମାମଲା: ୩୦ ହଜାର ଟଙ୍କା ପାଇଁ ବୟ୍ ଫ୍ରେଣ୍ଡ୍ ରାକେଶ କରିଥିଲା ହତ୍ୟା

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ଝରାଫୁଲ ହତ୍ୟା ଘଟଣାର ଆଜି ସବୁ ରହସ୍ୟ ଖୋଲିଛି ପୋଲିସ୍ । ଝରାଫୁଲକୁ ହତ୍ୟା କରାଯାଇଛି । ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇ ଥିଲା । ଶ୍ୱାସରୁଦ୍ଧ କରି ଝରାଫୁଲକୁ…

କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ । କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟ । କରୋନାରୁ…

ପିପିଲି ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ଆମେ ପ୍ରାର୍ଥୀ କରିବା ପାଇଁ ଚାହିଁଥିଲୁ । ହେଲେ ତାଙ୍କ…

BMC ପକ୍ଷରୁ ସ୍ମାର୍ଟ ସିଟିର ସମସ୍ତ ପାର୍କରେ ଲାଗୁ ହେଲା କଟକଣା

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏନେଇ ସରକାର ଓ ଜନତା ଉଭୟ ଚିନ୍ତାରେ ଅଛନ୍ତି । ଅନ୍ୟପଟେ କରୋନା ସଂକ୍ରମଣ ବଢୁଥିବାରୁ BMC ପକ୍ଷରୁ ଏକ ବଡ ନିଷ୍ପତ୍ତି…

ଝରାଫୁଲ ମୃତ୍ୟୁ ମାମଲା : ବୟ୍ ଫ୍ରେଣ୍ଡ୍ ରାକେଶଙ୍କ ସହଯୋଗୀ ଗିରଫ

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ୍ ଗିରଫ କରିଛି । ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ୍ ।…

ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ଭୁବନେଶ୍ୱର ମାଷ୍ଟରକେଣ୍ଟିନ୍ ନିକଟରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ୍ ନେଇ ବିଭନ୍ନ କଲେଜର…

୧୨ ଜିଲ୍ଲା ସାବଧାନ୍‌! ଝଡ଼ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ରାଜ୍ୟର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୩ ଘଣ୍ଟା ପାଇଁ ଏହି ୧୨ ଜିଲ୍ଲାକୁ ସତର୍କ…

ରାଜ୍ୟରେ ଆଜି ୭ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୨ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ମହାମାରୀ ନେଇଛି ଆଉ ୭ ଜୀବନ । ଗଞ୍ଜାମ ଓ ରାୟଗଡ଼ା…

ସବୁ ଦେଶକୁ ପଛରେ ପକାଇଲା ଭାରତ: ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍‌, ୨୧୦୪ ମୃତ

ନୂଆଦିଲ୍ଲୀ,୨୨ ।୪: ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୪ ହଜାର ୮୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ…