Browsing Category
Breaking News
ଆମାଜନ ଠାରୁ ସୁରକ୍ଷିତ ରଖନ୍ତୁ ନିଜର ବ୍ୟକ୍ତିଗତ ଗୋପନୀୟତା, ଆପଣାନ୍ତୁ ଏହି ସବୁ ଉପାୟ
ଆମେରିକା ଇ କମର୍ସ କମ୍ପାନୀ ଆମାଜନର କୋ ଫାଉଣ୍ଡର ଜେଫ ବେଜୋସଙ୍କ ଆୟ ୪୦୦ ଅରବ ଡଲାର ଅତିକ୍ରମ କରିଛି । ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏକ ନମ୍ବରରେ ରହିଥାନ୍ତି ସେ । ତାଙ୍କ କାହାଣୀ ମଧ୍ୟ ଅତ୍ୟନ୍ତ…
ପୌର ନିର୍ବାଚନ ୨୦୨୨: ଭୁବନେଶ୍ୱର ମହାନଗର ନିଗମ ପାଇଁ ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ଜାଣନ୍ତୁ କାହାକୁ…
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ଏବେ ବାଜିଛି ପୌର ନିର୍ବାଚନ ବିଗୁଲ୍ । ୨ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ । ସେପଟେ ଟିକେଟ ପାଇଁ ଦଳରେ ଜାରି ରହିଛି କସରତ । କେଉଁ ଦଳ କାହାକୁ…
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଠିକାଦାରଙ୍କ ଠାରୁ ନେଉଥିଲେ ୧୫ ହଜାର ଲାଞ୍ଚ
କଟକ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଲାଞ୍ଚ ନେବାବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ । ଏସସିବି ମେଡିକାଲ ଆର ଆଣ୍ଡ୍ ବି ସେକ୍ସନ ୧ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ରାଉତଙ୍କୁ ଲାଞ୍ଚ ନେବାବେଳେ ଧରିଲା…
ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ଅମାନୁଷିକ ଅତ୍ୟାଚାର, ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେଲା ସାଙ୍ଗ(Watch Video)
ସାଙ୍ଗକୁ ବାନ୍ଧି ବାଡ଼େଇଲା, ପରେ ଯୌନାଙ୍ଗରେ ଦେଲା ସିଗାରେଟ ଚେଙ୍କ । ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଅମାନୁଷିକ ଅତ୍ୟାଚାର କରିଛି ସାଙ୍ଗ ।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି…
କର୍ତ୍ତବ୍ୟ ସହ ସେବା କରୁଥିବା ଏହି ପୋଲିସ କର୍ମଚାରୀଙ୍କୁ ଛୁଟୁଛି ପ୍ରଶଂସାର ସୁଅ, ଦେଖନ୍ତୁ ଭିଡିଓ…
କାନ୍ଧରେ ବନ୍ଧୁକ ଆଉ କୋଳରେ ଅଛନ୍ତି ଜଣେ ମା । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ହେଉଛି ଉତ୍ତର ପ୍ରଦେଶରେ ଇଲେକ୍ସନ ସମୟର । ଖାକି ବର୍ଦିର ଏଭଳି କର୍ତ୍ତବ୍ୟ ଏବଂ ମାନବିକତା ନେଇ…
ଲାଇଭ ଇସ୍ତଫା ଦେଲେ ଋଷ ଟିଭି ଚ୍ୟାନେଲର ସବୁ ଷ୍ଟାଫ୍: ଶେଷ ପ୍ରସାରଣରେ କହିଲେ ‘ଯୁଦ୍ଧକୁ ନା’
ନୂଆଦିଲ୍ଲୀ: ଶେଷ ପ୍ରସାରଣ ସମୟରେ ‘ଯୁଦ୍ଧକୁ ନା’ ବାର୍ତ୍ତା ଦେଇ ଲାଇଭ ଇସ୍ତଫା ଦେଲେ ଟିଭି ଚ୍ୟାନେଲର ପୂରା ଷ୍ଟାଫ୍ । ଏମିତି କରିଛନ୍ତି ୠଷର ଏକ ଟିଭି ଚ୍ୟାନେଲ । ୟୁକ୍ରେନ ଯୁଦ୍ଧର ପ୍ରସାରଣ କରିଥିବାରୁ ୟୁକ୍ରେନର…
ରିଲିଜ ହେଲା ‘ଟାଇଗର-୩’ ର ଟିଜର: ପରଦାରେ ଧୁମ୍ ମଚାଇବ ସଲମାନ-କ୍ୟାଟ୍ରିନାଙ୍କ ଆକ୍ସନ ସିନ୍, ରିଲିଜ ଡେଟ୍…
ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଟାଇଗର-୩’ର ରିଲିଜ ଡେଟ ସହ ଏହାର ଟିଜର ରିଲିଜ ହୋଇଛି । ଯାହାକୁ ନେଇ ଫ୍ୟାନ୍ସ ଅନେକ ଦିନରୁ ଅପେକ୍ଷା କରିଥିଲେ । ତେବେ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ଘଟାଇ ୟଶରାଜ୍ ଫିଲ୍ମ…
ଟ୍ରାଫିକ୍ ଶୃଙ୍ଖଳା ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ: ବିଦେଶ ନୁହେଁ ଭାରତର ଏହି ଦୃଶ୍ୟ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିକଟ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି । ଟ୍ରାଫିକ୍ ଜାମ୍ ଯୋଗୁଁ ଅନେକ ସମୟରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଫସିରହୁଥିବା ଦେଖିବାକୁ ମିଳିଥାଏ…
ଏହି ଉପାୟରେ କରନ୍ତୁ ପୁଦିନା ଚାଷ: ଅଳ୍ପ ଖର୍ଚ୍ଚରେ ହୋଇପାରିବେ ଲାଭବାନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଦିନା ଏହା ଏପରି ଉଦ୍ଭିଦ ଯାହାର ଅନେକ ଉପାଦେୟ ରହିଛି । କେବଳ ବାସ୍ନା ନୁହେଁ ଏହାର ପ୍ରୟୋଗ ଖାଦ୍ୟରେ ମଧ୍ୟ କରାଯାଇଥାଏ । ସାଧାରଣ ଜୀବନରେ ଅନେକ ସମୟରେ ଲୋକମାନେ ଏହାର ବ୍ୟବହାର…
ରାଜନୀତିରେ ଭାଗ୍ୟ ପରୀକ୍ଷା କରିବେ ବର୍ଷା: କେଉଁଠୁ ଲଢ଼ିବେ BMC ନା CMC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛ ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ…