Browsing Category

Breaking News

ଏ.ଆର୍.ରହମାନଙ୍କ ‘ମା ତୁଝେ ସଲାମ’ଗୀତ ପାଇଁ ବ୍ଲକ୍ ହୋଇଥିଲା କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଟୁଇଟର୍ ଆକାଉଣ୍ଟ୍

ନୂଆଦିଲ୍ଲୀ : ନୁତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ଟୁଇଟର୍ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବ୍ଲକ୍ କରି…

୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା BJD, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ନୂଆ ପର୍ଯ୍ୟବେକ୍ଷକ ନାଁ ଘୋଷଣା କଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି…

ଅନିଲ ଦେଶମୁଖଙ୍କୁ ଇଡିର ସମନ, ବ୍ୟକ୍ତିଗତ ସଚିବ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ୧୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)…

ହୁ’ର ଚେତାବନୀ; ଅତ୍ୟନ୍ତ ବିପଜ୍ଜନକ ହେଉଛି ଡେଲଟା ଭାରିଆଣ୍ଟ, ୮୫ ଦେଶରେ ରହିଛି ଏହାର ପ୍ରକୋପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କରୋନା ଭାଇରସ୍ ସମ୍ପର୍କରେ ବିଭିନ୍ନ ପ୍ରକାରର ମତ ଦିଆଯାଉଥିବା ବେଳେ ଏବେ ଭାରତର ଭାରିଆଣ୍ଟ ଡେଲଟା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ହୁ' ବୈଜ୍ଞାନିକ ମାନେ…

ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା କନିଫର୍‌ ଗଛ

ନୂଆଦିଲ୍ଲୀ: ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା ଏକ କନିଫର୍‌ ଗଛ । ଉତ୍ତର ଇଂଲଣ୍ଡ ସିଫଲ୍‌ଡ୍ ଅଞ୍ଚଳରେ ‌ପଡ଼ୋଶୀ ଭାବେ ରହୁଥିବା ଦୁଇଟି ଭାରତୀୟ ବଂଶୋଦ୍ଭବ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଆଉ ସେହି…

ବନ୍ଧ୍ୟାତ୍ୱକୁ ଡାକି ଆଣିବ କରୋନା ଭ୍ୟାକ୍ସିନ୍: ପୁଣି ସନ୍ଦେହଘେରରେ ଟିକାକରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ତେବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ଆଖି ଆଗରେ ରଖି ଟିକାକରଣକୁ ବଢ଼ାଇ ଦିଆଯାଇଛି । ଦେଶରେ କୋଟି କୋଟି ଲୋକ ଏବେ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ସନ୍ନି ଦେଓଲଙ୍କୁ ଚୋଟ ମାରିଲା ବିଷାକ୍ତ ସର୍ପ, ତେଣୁ ରାଗରେ ଜିଅନ୍ତା ଚୋବାଇଦେଲେ, ତା’ପରେ…

ନୂଆଦିଲ୍ଲୀ: ଛତିଶଗଡ଼ର ବନାଞ୍ଚଳ କ୍ଷେତ୍ର ରାଇଗଡ଼ରୁ ଏକ ଅଜବ ମାମଲା ସାମନାକୁ ଆସିଛି । ରାୟଗଡ଼ ଜିଲ୍ଲାର ଧରମଜୟଗଡ଼ ବନାଞ୍ଚଳ ଅଞ୍ଚଳରେ ଜଣେ ଯୁବକ ଏକ ବିଷାକ୍ତ ସର୍ପକୁ ଚୋବାଇ ଦେଇଛନ୍ତି । ଫଳରେ କମ ସମୟ ମଧ୍ୟରେ ଯୁବକଙ୍କ…

ଓଡ଼ିଶାରେ କଡ଼ ଲେଉଟାଇବ କି କରୋନା, ଡେଲଟା ପ୍ଲସ ଓ ୯ଟି ଜିଲ୍ଲାର ସଂକ୍ରମଣ ରାଜ୍ୟ ପାଇଁ ସାଜିବ କାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲାଗି ପାରିନଥିଲା । ତେବେ ଏଭଳି ସ୍ଥିତିରେ ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିଦେଇଥିଲେ ।…

ରାଜ୍ୟରେ ୪୭ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…