fbpx
Browsing Category

Breaking News

ରାଜଧାନୀରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍! ମୁଖ୍ୟମନ୍ତ୍ରୀ ଡକାଇଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୧୭ା୪: ଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରତ୍ୟେକ ରାଜ୍ୟ ଲଢ଼େଇ ଜାରି ରଖିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ ଓ ନାଇଟ୍ କର୍ଫ୍ୟୁ ଏବେ ବି ବଳବତ୍ତର ରହିଛି ଏବଂ ଆଗକୁ ମଧ୍ୟ ଲାଗୁହେବାର ସମ୍ଭବନା…

ମାତ୍ର ୫୦ ଟଙ୍କା ପାଇଁ ବୃଦ୍ଧ ବାପାଙ୍କୁ ହତ୍ୟା କଲା ପୁଅ

ନୂଆଦିଲ୍ଲୀ, ୧୭ା୪: ସାମାନ୍ୟ କିଛି ଟଙ୍କା ପାଇଁ ଯେ ମଣିଷ ରକ୍ତର ସମ୍ପର୍କକୁ ବି ଭୁଲିଯାଏ, ତା’ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଭଳି ଘଟଣା ଘଟିଛି । ଜଣେ ବେରୋଜଗାର ପୁଅ…

ଆଜିଠାରୁ ରାଜ୍ୟର ଏହି ସହରରେ ଲାଗୁ ହେଲା ସଟଡାଉନ୍

ରାଉରକେଲା, ୧୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ରାଜ୍ୟର ସର୍ବାଧିକ ୫୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ…

ପବନରେ ବ୍ୟାପୁଛି କରୋନା: ବୈଜ୍ଞାନିକଙ୍କୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ, ୧୭ା୪(ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହର ପୁରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଖାଲି ଭାରତରେ ନୁହେଁ ବିଶ୍ୱ ସମସ୍ତ ଦେଶରେ କରୋନାର ନୁତନ ଷ୍ଟ୍ରେନ୍ ଭୟଙ୍କର ଭାବରେ ବ୍ୟାପିବାରେ…

ହଟିଲା ସମସ୍ତ ନିୟମ: ଏଲପିଜି ଗ୍ୟାସ୍ କନେକ୍ସନ ପାଇଁ ଆଜି କରନ୍ତୁ ଆବେଦନ

ନୂଆଦିଲ୍ଲୀ, ୧୭ା୪: ଯଦି ଆପଣ ଏଲପିଜି ଗ୍ୟାସ୍ ପାଇଁ ଆବେଦନ କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ଅଏଲ ତରଫରୁ ଏନେଇ ପୂର୍ବରୁ ରହିଥିବା ସମସ୍ତ ନିୟମକୁ କୋହଳ କରାଯାଇଛି । ଏପରିକି ଆପଣ…

ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି: ସ୍ଥଗିତ ହେଲା ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ, ୧୭ା୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ସମସ୍ତ ବୋର୍ଡ ପରୀକ୍ଷାକୁ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ରାଜ୍ୟର ସମସ୍ତ ସଂସ୍କୃତ, ମଦ୍ରାସା ବୋର୍ଡ ପରୀକ୍ଷା…

ଆରପାରିରେ ଲୋକପ୍ରିୟ ଅଭିନେତା ବିବେକ

ଚେନ୍ନାଇ, ୧୭ା୪ (ଓଡିଶା ଭାସ୍କର): ଆରପାରିରେ ଲୋକପ୍ରିୟ ତାମିଲ ଫିଲ୍ମ ଅଭିନେତା ବିବେକ । ଶନିବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲ ପକ୍ଷରୁ…

ବଲିଉଡରେ ଚମକିଲେ ଓଡ଼ିଆ ପୁଅ ରତିକାନ୍ତ

ଭୁବନେଶ୍ୱର, ୧୭ା୪ (ଓଡିଶା ଭାସ୍କର): ପୁଣି ଆଉ ଜଣେ ଓଡ଼ିଆ ପୁଅ ବଲିଉଡରେ ନିଜର କମାଲ୍ ଦେଖାଇଛନ୍ତି । କଲ ସେଣ୍ଟର ବୟରୁ ବଲିଉଡରେ ନିଜର ଝଲକ ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲାର ବାଲିଆପାଳର ରତିକାନ୍ତ କାମିଳା । ନିକଟରେ…

ଆଜିଠାରୁ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର, ୧୭ା୪ (ଓଡିଶା ଭାସ୍କର): ରାଜ୍ୟରେ କୋଭିଡ ସଂକ୍ରମଣ ଆଶାତୀତ ଭାବେ ବଢ଼ି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାରେ…