fbpx
Browsing Category

Breaking News

ଏପ୍ରିଲ ୧୫ ପର୍ଯ୍ୟନ୍ତ ଏଠାରେ ବନ୍ଦ ରହିବ ସ୍କୁଲ ଓ କଲେଜ, କିନ୍ତୁ ଶିକ୍ଷକ ଆସିବେ ସ୍କୁଲ

ଶିମଲା,୩ ।୪: କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ସମସ୍ତ ସ୍କୁଲ ଓ କଲେଜକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏନେଇ ଆଜି ସରକାରୀ ବିଜ୍ଞପ୍ତି ଜାରି…

ବିବାହ ଓ ଉତ୍ସବରେ ଅଧିକ ଲୋକ ଏକାଠି ହେବା ମନା, ଜାଣନ୍ତୁ କେତେଜଣଙ୍କୁ ମିଳିଲା ଅନୁମତି

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନୂଆ ଗାଇଡଲାଇନ୍ ଜାରି କରିଛି । ବିବାହରେ ଏଣିକି କେବଳ ଶହେ ଲୋକ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଜଣ ଲୋକ ଯୋଗ…

ଅଧାରୁ ଭାଙ୍ଗିଗଲା ଏକ୍ସପ୍ରେସ୍ ଟ୍ରେନ୍, ୧ କିମି ଆଗକୁ ଗଡ଼ିଗଲା ଅଧା ଭାଗ

ଲକ୍ଷ୍ନୌ,୩ ।୪: ଲକ୍ଷ୍ନୌରେ ଏକ ଏକ୍ସପ୍ରେସ ଟ୍ରେନରେ ଟେକନିକାଲ ଅସୁବିଧା କାରଣରୁ ୨ ଭାଗ ହୋଇ ଅଲଗା ହୋଇଛି । ଫଳରେ ଏକ୍ସପ୍ରେସର ଅଧା ଅଂଶ ୧ କିଲୋମିଟର ଆଗକୁ ଗଡିଯାଇଥିବା ବେଳେ ବାକି ଅଧା ଅଂଶ ପଛରେ ରହିଛି । ଏହି…

ମୋବାଇଲରେ ଗପି ଗପି ନର୍ସ ଫୋଡ଼ିଲେ ଦୁଇଥର ଟିକା, ଜାଣନ୍ତୁ କ’ଣ ହେଲା ରୋଗୀଙ୍କ ଅବସ୍ଥା

କାନପୁର, ୩ା୪: କାନପୁରର ଗ୍ରାମାଞ୍ଚଳରେ ଜଣେ ମହିଳାଙ୍କୁ ଦୁଇଥର କରୋନା ଟିକା ଦିଆଯାଇଛି । ନର୍ସ ଜଣଙ୍କ ମୋବାଇଲରେ ଗପି ଗପି ଏହି ହରକତ କରିଥିବା ଜଣାପଡ଼ିଛି । ତେବେ ଦୁଇଥର ଟିକା ନେବା ପରେ ମହିଳାଙ୍କର ହାତ ଫୁଲି…

ଅସମ୍ଭାଳ କରୋନା ସ୍ଥିତି ! ରାଜ୍ୟରେ ଆଜି ୪୫୨ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  ଆଜି ପୁଣି ୪୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୬୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫ ଜଣ…

ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): ଆଜି ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଯୋଗ ଦେଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ…

ଦେଶରେ ଗତ ୨୪ ଘଣ୍ଟାରେ ୭୧୪ ଜୀବନ ନେଲା କରୋନା

ନୂଆଦିଲ୍ଲୀ, ୩ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୧୧୦କୁ ବୃଦ୍ଧି…

ସମ୍ବଲପୁର ହୋମିଓପ୍ୟାଥି କଲେଜରେ ରାଗିଂ

ସମ୍ବଲପୁର,୩ ।୪(ଓଡିଶା ଭାସ୍କର): ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ ଅଭିଯୋଗ ହୋଇଛି । ୪ ଛାତ୍ରୀଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ୪ ଛାତ୍ରୀଙ୍କ ସମେତ ଜଣେ ଛାତ୍ରଙ୍କ ବିରୋଧରେ…

ଦନ୍ତା ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଖୋର୍ଦ୍ଧା,୩ ।୪(ଓଡିଶା ଭାସ୍କର): ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡାର ରାମଚଣ୍ଡି ଗାଁରେ ଦନ୍ତା ଉତ୍ପାତ ଦେଖିବାକୁ ମିଳିଛି । ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି…

ୱାଶିଂଟନ କ୍ୟାପିଟାଲ କମ୍ପେ୍ଲକ୍ସ ଉପରେ ଆକ୍ରମଣ

ୱାଶିଂଟନ,୩ ।୪: ଆମେରିକାର ୱାଶିଂଟନ କ୍ୟାପିଟାଲ କମ୍ପେ୍ଲକ୍ସ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ କ୍ୟାପିଟାଲ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଜଣେ ସନ୍ଦିଗ୍ଧ କାର ଚାଳକ…