Browsing Category

Breaking News

ଏମସିଏଲ୍ ତରଫରୁ ପାଳନ ହୋଇଛି ବିଶ୍ୱ ପରିବେଶ ଦିବସ

ସମ୍ବଲପୁର(ଓଡ଼ିଶା ଭାସ୍କର): ଏମସିଏଲ୍ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଏମସିଏଲ୍ ର ଅଧ୍ୟକ୍ଷ ପି କେ ସିହ୍ନା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିସହିତ ପରିବେଶକୁ ସୁରକ୍ଷିତ ରଖିବା ନେଇ…

ରାଜଧନୀରେ ନିଷ୍ଠୁର ବ୍ୟକ୍ତିର ବର୍ବର କାଣ୍ଡ, ୫ କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ପୁଣି ଏକ ଅମାନବୀୟ କାଣ୍ଡ ଘଟିଛି । ଜଣେ କାର୍ ଚାଳକ ଗାଡ଼ି ଚଢ଼ାଇ ୫ଟି କୁକୁର ଛୁଆକୁ ମାରିଦେଇଛନ୍ତି । ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଅଭିଯୁକ୍ତକୁ…

ଲଦାଖ ସୀମାରୁ ୯୦ ପ୍ରତିଶତ ଯବାନଙ୍କୁ ହଟାଇଲା ଚୀନ

ନୁଆଦିଲ୍ଲୀ: ଗତ ଏକ ବର୍ଷ ହେବ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଆଜି ପୂର୍ବ ଲଦାଖ ସୀମାରେ ୯୦ ପ୍ରତିଶତ ଯବାନଙ୍କୁ ହଟାଇଛି ଚୀନ । ଅତ୍ୟଧିକ ଥଣ୍ଡା ପରିବେଶ ପାଇଁ ଯବାନଙ୍କୁ ବଦଳାଯାଇଛି । ନିୟୋଜିତ…

ଚାକିରୀରୁ ଅବସର ନେଉଛି ୭୧ ଲ୍ୟାଣ୍ଡମାଇନ୍ ସୁଡ଼ଙ୍ଗ ଖୋଜି ବାହାର କରିଥିବା ବାହାଦୁର ମୂଷା, ବଞ୍ଚାଇଥିଲା ହଜାର ହଜାର ଲୋକଙ୍କ ଜୀବନ

କାମ୍ବୋଡିଆ: ଆମେ ଅନେକ ସମୟରେ ଛୋଟ ଛୋଟ ପ୍ରାଣୀ ମାନଙ୍କୁ ତୁଚ୍ଛ ମନେ କରିଥାଉ । ହେଲେ ସେମାନେ ବେଳେ ବେଳେ ଏଭଳି କିଛି କାମ କରିଦେଖାନ୍ତି ଯାହା ଇତିହାସ ହୋଇ ରହିଯାଏ । ହେଲେ ଏଠାରେ ଗୋଟିଏ ଅତି କ୍ଷୁଦ୍ର ପ୍ରାଣୀ…

‘ଲୋକମାନେ ବିବାହ କାହିଁକି କରନ୍ତି?’ ନୋବେଲ୍ ବିଜୟିନୀ ମଲାଲାଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ଇସଲାମାବାଦ: ବିଶ୍ୱର ସର୍ବକନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫୁଜାଇ ବିବାହକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ମଲାଲା କହିଛନ୍ତି ଯେ- ‘ଲୋକମାନେ ବିବାହ କାହିଁକି କରନ୍ତି, ମୋତେ…

ଆମାଜନରେ ମିଳୁଛି କନ୍ନଡ ପତାକାଚିହ୍ନ ଥିବା ମହିଳାଙ୍କ ଅନ୍ତଃବସ୍ତ୍ର, ପୁଣି ଆକ୍ସନ ମୋଡକୁ ଆସିଲେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: ବଢ଼ିଲା ଆମାଜନ୍ ପାଇଁ ଅଡୁଆ । କନ୍ନଡ ପତାକା ପ୍ରିଣ୍ଟ ଥିବା ମହିଳାଙ୍କ ଅନ୍ତଃବସ୍ତ୍ର ବିକ୍ରି କରି ବିବାଦକୁ ଡାକିଛି ଆମାଜନ୍ । ଏନେଇ ଏବେ କର୍ଣ୍ଣାଟକ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି । କର୍ଣ୍ଣାଟକ…

ଭାରୀ ପଡ଼ିଲା ସୋସିଆଲ୍ ସାଇଟରେ ବନ୍ଧୁତା, ନାବାଳିକାଙ୍କୁ ସାରା ରାତି ଝୁଣିଦେଲେ…

ମୁମ୍ବାଇ: ମହାମାରୀ ସଂକଟରେ ସବୁଠି ଲୋକେ ବଞ୍ଚିବା ପାଇଁ ଲଢ଼ୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଦେଶର କୋଉଠି ନା କୋଉଠି ବଡ଼ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରୁ ଲୋକେ ଲିପ୍ତ…

ଦେଶରେ କରୋନା ସଂକ୍ରମଣ ନିମ୍ନମୁଖୀ: ଆଜି ୨୬୭୭ ଜଣଙ୍କ ମୃତ୍ୟୁ, ୧.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୬୭୭ ଜଣଙ୍କ…

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର, (ଓଡିଶା ଭାସ୍କର): ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ପିଜିଟିଭ୍ ରିପୋର୍ଟ ଆସିବା ପରେ ସେ ରାଜଧାନୀ ଭୁବନେଶ୍ୱରର ସମ୍…

ହସ୍ପିଟାଲରେ ଭର୍ତ୍ତିହେଲେ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…