Browsing Category

Breaking News

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ସରିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ…

ପ୍ରଥମ ଥର ପାଇଁ ଜଣେ ମହିଳା HIVରୁ ହେଲେ ସମ୍ପୂର୍ଣ୍ଣ ଆରୋଗ୍ୟ: ବୈଜ୍ଞାନିକମାନେ ବାହାର କଲେ ନୂଆ ଟେକନିକ୍

ନୂଆଦିଲ୍ଲୀ: ଏଚଆଇଭିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ନିକଟରେ ଆମେରିକାର ଡାକ୍ତରମାନେ ଜଣେ ଏଚଆଇଭି ପୀଡ଼ିତା ମହିଳାଙ୍କୁ ଆରୋଗ୍ୟ କରାଇବାରେ ସକ୍ଷମ ହୋଇଛନ୍ତି । ଷ୍ଟେମସେଲ ଟ୍ରାନ୍ସପ୍ଲାଣ୍ଟ…

ବିଦ୍ୟାର୍ଥୀଙ୍କ କେକରେ ସ୍ୱାମୀର ସ୍ପର୍ମ ମିଶାଇଲେ ସ୍କୁଲ ଶିକ୍ଷୟିତ୍ରୀ, ଆଉ ତା’ପରେ…

ୱାଶିଂଟନ୍: ଆମେରିକାର ଲୁଧିଆନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ସ୍କୁଲ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ କେକରେ ନିଜ ସ୍ୱାମୀଙ୍କ ସ୍ପର୍ମ ମିଶ୍ରଣ କରିଥିଲେ । ଘଟଣାର ଖୁଲାସା ପରେ…

ବଳପୂର୍ବକ ଭୋଟଦାନ କରି ଯୁବକ ଗିରଫ, ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଯାଜପୁରରେ ବଳପୂର୍ବକ ଭୋଟଦାନ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଜିଲ୍ଲାପାଳଙ୍କ…

‘ତୁମେ କେବଳ ଏକ ମଙ୍ଗଳସୂତ୍ର ପିନ୍ଧି ନିଅ, ଆହୁରି ସୁନ୍ଦର ଦେଖାଯିବ’: ଜାଣନ୍ତୁ ଏକଥା କିଏ ଓ କାହିଁକି ବାପି ଦା’ଙ୍କୁ କହିଥିଲେ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ବିୟୋଗ ଆଜି ସିନେ ଜଗତରେ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି । ୧୦ ଦିନ ପୂର୍ବରୁ ଭାରତରତ୍ନ ଲତାଙ୍କୁ ହରାଇଥିବା ସଙ୍ଗୀତପ୍ରେମୀ…

କଟକ ଯଶପଡ଼ାରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ମତଦାନ ବନ୍ଦ

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଘଟିଯାଇଛି ଏକ ଅଘଟଣ । କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି, ଫଳରେ…

୨୨ ଘଣ୍ଟାରେ ଠାବ ହେଲା ୨୨ କୋଟି: ଅତିରିକ୍ତ SP ତ୍ରିନାଥ ମିଶ୍ର ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ସରିଲା ଭିଜିଲାନ୍ସ ରେଡ୍ । ଗତ ୨୨ ଘଣ୍ଟା ଧରି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ୨୨ ଘଣ୍ଟାର ଚଢ଼ାଉରେ ୨୨ କୋଟି ଟଙ୍କାର ସମ୍ପତ୍ତି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୫୨ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇ ସାରିଛନ୍ତି…

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ବୋମାମାଡ଼

ସାଲେପୁର(ଓଡ଼ିଶା ଭାସ୍କର): ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ହୋଇଛି ବୋମାମାଡ଼ । ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ଲଗାତର ଦୁଇଟି ବୋମାମାଡ଼ ହୋଇଥିବା ଘଟଣା…

ରାଜ୍ୟରେ କମୁନି ମୃତ୍ୟୁସଂଖ୍ୟା: ଆଜି ୧୯ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…