fbpx
Browsing Category

Breaking News

ବଢୁଛି କରୋନା ସଂକ୍ରମଣ : ୬୮,୦୨୦ ଆକ୍ରାନ୍ତ ବେଳେ ୨୯୧ ମୃତ

ନୂଆଦିଲ୍ଲୀ, ୨୯। ୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩କୁ…

ବିରଜା ପାଞ୍ଜିର ଭବିଷ୍ୟବାଣୀ: ଖୁବଶୀଘ୍ର ରାଜ୍ୟରେ କମିବ କରୋନା, ଜାଣନ୍ତୁ କେବେ?

ଯାଜପୁର, ୨୯ା୩: ରାଜ୍ୟରେ କରୋନାର ପ୍ରକୋପ କମିବ । ଏଥିସହ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଏନେଇ ଭବିଷ୍ୟବାଣୀ କରିଛି ବିରଜା ପାଞ୍ଜି । ବିରଜା ପାଞ୍ଜିର ଭବିଷ୍ୟବାଣୀ ଅନୁଯାୟୀ ଦେଶ ଓ ରାଜ୍ୟରେ ପଣା…

ମହାନଦୀରେ ବୁଡି ନାବାଳକ ମୃତ

ସୁବର୍ଣ୍ଣପୁର,୨୯ ।୩(ଓଡିଶା ଭାସ୍କର): ନାବାଳକ ପାଇଁ କାଳ ସାଜିଲା ହୋଲି ଗାଧୁଆ । ନଦୀରେ ଗାଧୋଇବା ବେଳେ ବୁଡିଯିବାରୁ ଚାଲିଗଲା ଜୀବନ । ସାରା ରାଜ୍ୟରେ ହୋଲି ଉତ୍ସବ ମନାଯାଉଥିବା ବେଳେ ସୁବର୍ଣ୍ଣପୁର ମହାନଦୀ ଘାଟରେ…

ନବମ ଓ ଏକାଦଶ ସ୍କୁଲ ବନ୍ଦକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର,୨୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା କଟକଣା ସହ ଚାଲିଛି ହୋଲି ଉତ୍ସବ । ଲୋକମାନେ ଘରେ ରହି ହୋଲି ମନାଉଥିବା ବେଳେ ସ୍କୁଲ ବନ୍ଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…

ଆଜି ପୁଣି ୨୦୮ ଜଣ ପଜିଟିଭ ଚିହ୍ନଟ ଓ ଜଣେ ମୃତ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୨ ୯।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୦୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୨ ଓ ସ୍ଥାନୀୟ…

ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ

କଟକ, ୨୯ । ୩(ଓଡିଶା ଭାସ୍କର) : ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କର ଆଜି ପରଲୋକ ଘଟିଛି । କଟକ ବକ୍ସିବଜାର ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଓଡ଼ିଆ ସହ ହିନ୍ଦୀ ଚଳଚ୍ଚିତ୍ରରେ…

ଶରତ ଥାନା OIC ନିଲମ୍ବିତ

ମୟୂରଭଞ୍ଜ, ୨୯ । ୩(ଓଡିଶା ଭାସ୍କର) : ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ମୟୂରଭଞ୍ଜ ଶରତ ଥାନା ଅଧିକାରୀ ରୀନା ବକ୍ସଲା ନିଲମ୍ବିତ ହୋଇଛନ୍ତି । OIC ରୀନାଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ SP ।…

ଆଜି ରଙ୍ଗର ପର୍ବ ହୋଲି

ନୂଆଦିଲ୍ଲୀ, 29/3: ଆଜି ହେଉଛି ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲି ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆନନ୍ଦର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଶକ୍ତି ସଞ୍ଚାର କରୁ ବୋଲି ମୋଦୀ…

ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୭. ୯୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ,୨୯।୩: ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୯୫ ହଜାର ୬୩୫କୁ ବୃଦ୍ଧିପାଇଛି। ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୭୭ ଲକ୍ଷ ୫୩ ହଜାର ୦୦୨କୁ ବୃଦ୍ଧି ପାଇଛି। ୧୦ କୋଟି ୨୯ ଲକ୍ଷ ୩୫ ହଜାର ୯୬୨ ଜଣ ରୋଗୀ…