Browsing Category
Breaking News
ରାଜ୍ୟରୁ ଚିହ୍ନଟ ହେଲେ ୩୨ ଓମିକ୍ରନ ଆକ୍ରାନ୍ତ: ୨୦୨ ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହ ବଢ଼ିବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଏହାରି ମଧ୍ୟରେ ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ…
ଜାନୁଆରୀ ୨୬ ପରେଡରେ ସାମିଲ ହେବେ ୨୪ ହଜାର ଲୋକ, ରହିବେନି କୌଣସି ବିଦେଶୀ ଅତିଥି: ସୁତ୍ର
ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ ସଙ୍କଟ ମଧ୍ୟରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଆସି ପହଞ୍ଚିଛି । ଆଉ ମାତ୍ର କେଇଟା ଦିନ ପରେ ଅନୁଷ୍ଠିତ ହେବ ଗଣତନ୍ତ୍ର ଦିବସ । ତେବେ ଏଥିପାଇଁ ପୂର୍ବ ପ୍ରସ୍ତୁତି…
୫ ବର୍ଷରୁ କମ୍ ବୟସର ଶିଶୁଠାରେ ଦେଖାଦେଉଛି ଓମିକ୍ରନର ଏହିସବୁ ଲକ୍ଷଣ, ପିତାମାତା ସତର୍କ ରୁହନ୍ତୁ
ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ବର୍ତ୍ତମାନ ବହୁତ ଦ୍ରୁତଗତିରେ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ତେଣୁ ଏଥିରେ ଅଧିକ ଲୋକ ସଂକ୍ରମିତ ହେବା ନେଇ ଏକ୍ସପର୍ଟମାନେ ପୂର୍ବାନୁମାନ କରିଛନ୍ତି । ଭାଇରସ୍ ଉଭୟ…
ଗୋରଖପୁରରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ଯୋଗୀ, UP ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା BJP
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁପି ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି…
ରାଜଧାନୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନାର ନୁତନ ଭାରିଆଣ୍ଟ୍ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ଗୋଷ୍ଠୀ ସଂକ୍ରମଣ ନେଇ କ୍ଲିନିକାଲ୍ ପ୍ରମାଣ ମିଳିଛି । ଦିଲ୍ଲୀ ଆଇଏଲବିଏସ୍ କ୍ଲିନିକାଲ୍…
UP ବିଧାନସଭା ନିର୍ବାଚନ ପାଇଁ BJP ଆଜି ଘୋଷଣା କରିବ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରୁ ପରଦା…
ବିଷାକ୍ତ ମଦ ପିଇ ୫ ମୃତ, ପରିବାର ଲୋକ ଦେଲେ ସୂଚନା
ନାଳନ୍ଦା: ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଭଳି ଘଟଣା ବିହାରର ନାଳନ୍ଦାରୁ ଶୁଣିବାକୁ ମିଳିଛି । ମୃତକଙ୍କ ପରିବାର ଏନେଇ ସୂଚନା ଦେଇଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ୍ ସୂଚନା ମିଳିନାହିଁ ।…
୧୦୭ଟି ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା, ଦେଖନ୍ତୁ ଲିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏନେଇ ଆପତ୍ତି ଅଭିଯୋଗ/…
୧୦ ବର୍ଷ ବୟସରେ ୨ଟି କମ୍ପାନୀର ମାଲିକାଣୀ ହୋଇ କୋଟି-କୋଟି ଟଙ୍କା ରୋଜଗାର କରୁଛନ୍ତି ପିକ୍ସି, ୧୫ ବର୍ଷରେ ହେବେ ରିଟାୟାର୍ଟ
ନୂଆଦିଲ୍ଲୀ: ଯେଉଁ ବୟସରେ ପିଲାମାନେ ଖେଳାବୁଲା କରିଥାନ୍ତି ସେହି ବୟସରେ ଅଷ୍ଟ୍ରେଲିୟାର ପିକ୍ସି କାର୍ଟିସ୍ ଦୁଇଟି ଦୁଇଟି କମ୍ପାନିର ମାଲିକାଣୀ ଚଳାଉଛନ୍ତି । ଖୁବ୍ କମ୍ ବୟସରୁ ସେ କୋଟି କୋଟି ଟଙ୍କା ରୋଜଗାର…
୬ ସପ୍ତାହ ମଧ୍ୟରେ ନିର୍ବାଚନ କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଭୋଟ ଦେବାରୁ ବାଦ୍ ପଡ଼ିବେ ବାର୍ କାଉନସିଲର ୧୭ ହଜାର ଓକିଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବାର କାଉନସିଲରେ ଓକିଲ ଭାବେ ପଞ୍ଜୀକୃତ ହୋଇ ଅନେକ ଲାଇସେନ୍ସ ପାଇଛନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଅନେକ ଅଦାଲତରେ ଓକିଲାତି ପ୍ରାକ୍ଟିସ୍ କରୁନାହାନ୍ତି । ତେବେ ସମଗ୍ର ରାଜ୍ୟରେ…