Browsing Category

Breaking News

କଣ ଆପଣ ଶୀଘ୍ର ଓଜନ କମାଇବାକୁ ଚାହୁଛନ୍ତି, ତାହେଲେ ପିଅନ୍ତୁ ପତ୍ରକୋବି ସୁପ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ଦ୍ରୁତ ଗତିରେ ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି । ତାହେଲେ ଚିନ୍ତାକୁ ଦୂର କରିଦିଅନ୍ତି । କାରଣ ଏକ ଏଭଳି ଟେଷ୍ଟି ତରିକା ରହିଛି ଯାହା ଦ୍ୱାରା ଓଜନ ଖୁବ୍ ଶୀଘ୍ର କମିଯିବ ଏବଂ…

ଖୁସି ଖବର: ଓଡ଼ିଶାରୁ ଆଜି ୧୦ ହଜାର ୪୦୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଭୁଶୁଡିଲା ନିର୍ମାଣଧୀନ ବ୍ରିଜ

ଯାଜପୁର: ଜାତୀୟ ରାଜପଥରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ । ପାଣିକୋଇଲି ନିକଟ ବ୍ରଜରାଜନଗରରେ ଚାଲିଥିଲା ବ୍ରିଜ୍ ନିର୍ମାଣ ତେବେ ବ୍ରିଜ ଭୁଶୁଡିବା ବେଳେ କାମ ବନ୍ଦ ଥିବାରୁ ମୃତାହତର ସୂଚନା ନାହିଁ । ଆପ୍ରୋଚ ରୋଡରେ…

ଭିମସାରରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କର ମୃତ୍ୟୁ

ସମ୍ବଲପୁର (ଓଡ଼ିଶା ଭାସ୍କର): ରାଜ୍ୟରେ ବ୍ଲାକ୍ ଫଙ୍ଗସର ୨୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଗତକାଲି ସୂଚନା ଦେଇଥିଲେ ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଧୀରେ ଧୀରେ ବ୍ଲାକ୍ ଫଙ୍ଗସ୍ ଓଡିଶାରେ ବ୍ୟାପିବାରେ ଲାଗିଥିବା…

ସାମନାକୁ ଆସିଲା ପଳାତକ ମେହୁଲ ଚୋକସୀର ଗର୍ଲଫ୍ରେଣ୍ଡଙ୍କ ହଟ୍ ଫଟୋ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀ ନିଜ ଗର୍ଲଫ୍ରେଣ୍ଡ ଚକ୍କରରେ ଡୋମିନିକାରେ ଧରାପଡିଥିବା କଥା ଆମେ ସମସ୍ତେ ଜାଣିଛେ । ବର୍ତ୍ତମାନ ତାର ଭାରତକୁ ପ୍ରତ୍ୟାର୍ପଣର ଆଇନଗତ ପ୍ରକ୍ରିୟା ଜାରି ରହିଛି । ଏହା…

କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ପ୍ରଭାବଶାଳୀ!

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଟିକାକରଣକୁ ଜୋରଦାର କରାଯାଇଛି । ହେଲେ ଟିକା ଅଭାବରୁ ଅନେକ ଲୋକ ଟିକା ନେବାରୁ ବଞ୍ଚିତ ଅଛନ୍ତି । ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ବର୍ତ୍ତମାନ ସମୟରେ କୋଭିଡରୁ…

ଚୀନରେ ‘ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ, ଏବେଠାରୁ ତିନିଟି ଛୁଆଁ ଜନ୍ମ କରିବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: 'ଆମେ ଦୁଇ ଆମର ଦୁଇ' ଆଇନର ଅନ୍ତ ଘଟାଇଛନ୍ତି ଚୀନ ସରକାର । ଦେଶରେ ଜନସଂଖ୍ୟାର ଦ୍ରୁତ ହ୍ରାସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ନିକଟରେ ଜାରି ହୋଇଥିବା ଜନସଂଖ୍ୟା ହିସାବ ସମ୍ପର୍କିତ…

ଛୋଟ ଛୁଆର ଯତ୍ନ ନେଉଛି ବିଲେଇ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଖାଲି ମଣିଷ ମାନେ ନୁହନ୍ତି ବରଂ ପଶୁ ମାନେ ମଧ୍ୟ ଖୁବ୍ ଦାୟିତ୍ୱବାନ୍ । କେଉଁ ସମୟରେ କଣ କରିବା ଦରକାର ବା କଣ ଠିକ୍, ସେମାନେ ଖୁବ୍ ଭଲ ଭାବରେ ବୁଝି ପାରନ୍ତି । ଆଉ ଯଦି କେତେବେଳେ ସେହିଭଳି…

ସତରେ କ’ଣ କରୋନା ଏତେ ନିଷ୍ଠୁର? ଚାରି ଦିନରେ ଗୋଟିଏ ପରିବାରର ଗଡ଼ିଲାଣି ଚାରିଟି ମୁଣ୍ଡ, ପଞ୍ଚମ ଜଣଙ୍କ ହସ୍ପିଟାଲର ବେଡରେ ମୃତ୍ୟୁ ସହ…

ଓଡ଼ାପଡ଼ା: କରୋନା ଯେ କେତେ ଭୟଙ୍କର ହୋଇପାରେ, ତାହାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକରେ । ଗୋଟିଏ ପରିବାରର ପିତା ପଞ୍ଚାନନ ଲେଙ୍କା (୭୫) ଏବଂ ତିନି ପୁଅ ନିରଞ୍ଜନ (୫୦),…

ଆସନ୍ତା ଜୁନ୍ ୩ରେ କେରଳ ଛୁଇଁବ ମୌସୁମୀ: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ,…