fbpx

ADMଙ୍କ ସରକାରୀ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କ ସରକାରୀ ଘରେ ଭିଜିଲାନ୍ସ ରେଡ୍ କରିଛି । ସିଲ୍ ଥିବା ସରକାରୀ ବାସଭବନରେ ଦ୍ୱିତୀୟ ଦିନରେ ଚଢ଼ାଉ କରିଛି ଭିଜିଲାନ୍ସ । ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କୁ ସାଙ୍ଗରେ ଧରି ଚଢ଼ାଉ କଲା ଭିଜିଲାନ୍ସ ଟିମ୍ । କାଲିଠାରୁ ତାଙ୍କର ସରକାରୀ ବାସଭବନକୁ ଭିଜିଲାନ୍ସ ସିଲ୍ କରିଥିଲା ।

Get real time updates directly on you device, subscribe now.