Browsing Category
Breaking News
ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଦେଲେ ଏହିସବୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା 'ୟଶ୍' ମୁକାବିଲା କ୍ଷେତ୍ରରେ ସମ୍ୱନ୍ଧିତ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟ ବା ଏଜେନ୍ସି ଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ…
ବିଶେଷଜ୍ଞ ଓ ଡାକ୍ତରଙ୍କ ଚେତାବନୀକୁ ଅଣଦେଖା କରିବାର ପରିଣାମ ଭୋଗୁଛି ଭାରତ: ଆଇଏମଏ ପୂର୍ବତନ ଅଧ୍ୟକ୍ଷ ଡ. ରାଜନ୍ ଶର୍ମା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସଂକ୍ରମଣ ହାର ଦ୍ରୁତ ମାତ୍ରାରେ ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ କୋଭିଡ୍-୧୯ ର ଦ୍ୱିତୀୟ ଲହର କାରଣରୁ ମୃତ୍ୟୁ ସଂଖ୍ୟା…
କରୋନା ରୋଗୀଙ୍କ ପାଇଁ ଆସିଲା ମହୌଷଧୀ: ଏହି ବୃକ୍ଷ ଦ୍ୱାରା ବୃଦ୍ଧିହେବ ଶରୀରରେ ଅକ୍ସିଜେନର ସ୍ତର
ବର୍ତ୍ତମାନ ସମଗ୍ର ଦେଶ କରୋନା କବଳରେ ଛଟପଟ ହେଉଛି । ବିଭିନ୍ନ ରାଜ୍ୟରେ ରୋଗୀମାନେ ହସ୍ପିଟାଲରେ ଅକ୍ସିଜେନର ଅଭାବରୁ ମୃତ୍ୟୁବରଣ କରୁଥିବାର ଦେଖାଯାଉଛି । ଆଗକୁ କରୋନାର ତୃତୀୟ ଲହର ଆସିବା ନେଇ ଦେଶରେ ଚର୍ଚ୍ଚା…
ମେ ୨୬ରେ ଦୃଶ୍ୟମାନ ହେବ ଚଳିତ ବର୍ଷର ‘ସୁପରମୁନ୍’
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମେ ୨୬ ତାରିଖରେ ଚଳିତ ବର୍ଷର 'ସୁପରମୁନ୍' ଦେଖାଯିବ । ଏହି ଦିନ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ଏହା ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ । ସେହିପରି…
ବାତ୍ୟା ୟଶ୍: ପବନର ବେଗ ୧୮୫ କିମି ଛୁଇଁପାରେ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦୀପ ଓ ସାଗର…
ଦୌଡ଼ ଚାଲିଥିବା ବେଳେ ହଠାତ୍ ମାଡ଼ିଆସିଲା ଭୟଙ୍କର ତୁଷାରପାତ ଓ ପବନ: ଅକାଳରେ ଚାଲିଗଲେ ୨୧ ଧାବକ
ବେଜିଂ: କାଳ ସାଜିଲା ଖରାପ ପାଗ । ୨୧ ଧାବକଙ୍କ ଜୀବନନ ଦୀପ ସବୁଦିନ ପାଇଁ ଲିଭିଗଲା । ଚାଇନାରେ ଆୟୋଜିତ ୧୦୦ କିମି କ୍ରସ କଣ୍ଟ୍ରି ମାଉଣ୍ଟେନ ରେସରେ ଏହି ସମସ୍ତ କ୍ରୀଡ଼ାବିତ ଭାଗ ନେଇଥିଲେ । ହେଲେ ହଠାତ୍ କୁଆପଥର…
କଲେକ୍ଟରଙ୍କ ପରେ ଏସଡିଏମଙ୍କ ଦାଦାଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା ମାରିବା ସହ କଲେ ଉଠବସ୍, ଦେଖନ୍ତୁ ଭିଡିଓ
ରାୟପୁର: ପ୍ରଥମେ ଆରମ୍ଭ ହେଲା କଲେକ୍ଟରଙ୍କ ଦାଦାଗିରି ଆଉ ଏବେ ଏସଡିଏମଙ୍କ ପାଳି । ଛତିଶଗଡ଼ର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମା ଲକଡାଉନ ସମୟରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ଫୋନ୍ ଭାଙ୍ଗି ଦେଇଥିଲେ ।…
ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’
ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦ୍ୱୀପ…
ବାତ୍ୟା ୟଶ୍: ଏହି ୪ଟି ଜିଲ୍ଲା ହେବ ଅଧିକ ପ୍ରଭାବିତ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେଲା ପରେ ଉତ୍ତର ଓ ଉତ୍ତର-ପଶ୍ଚିମ…
ଯଦି ଆପଣଙ୍କୁ ଭୋକ ଲାଗୁଛି ଆପଣ ମାଗଣାରେ ଏଠାରୁ କଦଳୀ ଖାଇପାରିବେ!
ଚେନ୍ନାଇ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଅଧିକାଂଶ ରାଜ୍ୟରେ ଲକଡାଉନ, ସଟଡାଉନ ଜାରି ରହିଥିବାରୁ ଲୋକମାନେ ନିଜର ଜୀବିକା ହରାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା…