fbpx
Browsing Category

Breaking News

ଆଜି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ: କରିବେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର, ୧୬ା୨ (ଓଡିଶା ଭାସ୍କର): ଆଜି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ ଅନେକ…

ବିଶ୍ୱରେ ସିରମ ଟିକାକୁ ଜରୁରୀକାଳୀନ ଅନୁମତି ପ୍ରଦାନ କଲା ହୁ

ନୂଆଦିଲ୍ଲୀ, ୧୬ା୨: ସାରା ବିଶ୍ୱରେ ସିରମ ଇନଷ୍ଟିଚ୍ୟୁଟର କରୋନା ଟିକା ପ୍ରଦାନ କରାଯିବ । ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟର ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାକୁ ଅନୁମତି ମିଳିଛି । ସମଗ୍ର ବିଶ୍ୱରେ ଜରୁରୀକାଳୀନ ବ୍ୟବହାର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୧୬ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୧୮ ହଜାର ୨୧୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୪୧ ଲକ୍ଷ ୯୫ ହଜାର ୬୬୮ ଜଣ ସୁସ୍ଥ ହୋଇଛନ୍ତି । ମୋଟ…

ଏହି ରାଜ୍ୟରେ ପୁଣି ଲାଗୁ ହେବ ଲକ୍-ଡାଉନ, ଜାଣନ୍ତୁ କେଉଁଠି?

ମୁମ୍ବାଇ, ୧୬।୨: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ମହାରାଷ୍ଟ୍ରର କିଛି ଜିଲ୍ଲାରେ ସ୍ଥିତି ଅସମ୍ଭାଳ ରହିଛି । ଦିନକୁ ଦିନ ବୃଦ୍ଧି ହେଉଥିବା ମାମଲାକୁ ବିପଦ୍ଜନକ ଦର୍ଶାଇ ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର…

ଥାନାରେ ୪ ନାବାଳକଙ୍କୁ ବିଦ୍ୟୁତ ସକ୍

ଝାରସୁଗୁଡା, ୧୬।୨(ଓଡିଶା ଭାସ୍କର) : ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ୪ ନାବାଳକଙ୍କୁ ୩ ଦିନ ଧରି ମାଡ଼ ମାରିବା ସହ ବିଦ୍ୟୁତ ସକ୍‌ ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଗତ…

ଓଲଟିଲା ବରଧରା ଗାଡ଼ି

ଝାରସୁଗୁଡା, ୧୬।୨(ଓଡିଶା ଭାସ୍କର) : ଝାରସୁଗୁଡ଼ା ଜିଲ୍ଲା ବୁନ୍ଦିଆ ନିକଟରେ ଓଲଟିଲା ବରଧରା ଗାଡ଼ି । ବୋଲେରୋ ଓଲଟି ୧୧ ଜଣ ଆହତ ହୋଇଥିଲା ବେଳେ ୩ ଗୁରୁତର ଅଛନ୍ତି । ଆହତମାନଙ୍କୁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟରେ…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ

ପୁରୀ, ୧୩।୨(ଓଡିଶା ଭାସ୍କର) : ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ପ୍ରସ୍ତାବ ଚୂଡାନ୍ତ ହୋଇଛି। କିଛି ପରିବର୍ତ୍ତନ କରି ଚିଠାପ୍ରସ୍ତାବ ଚୂଡ଼ାନ୍ତ କରିଛି ମନ୍ଦିର ପ୍ରଶାସନ। ଆଜିର ପରିଚାଳନା କମିଟି ବୈଠକରେ ଏହା…

ଆପଣଙ୍କ ସହିତ ପାର୍ଟନର ବିଶ୍ୱାସଘାତକତା କରୁଛନ୍ତି, ଜାଣିବେ କିପରି?

ପ୍ରତ୍ୟେକ ସମ୍ପର୍କରେ ବିଶ୍ୱାସ ହିଁ ମୂଳଦୁଆ ହୋଇଥାଏ । ବିଶେଷ କରି ପ୍ରେମରେ ପରସ୍ପରକୁ ବିଶ୍ୱାସକୁ ନେବା ନିହାତି ଦରକାର । ଅନେକ ସମୟରେ ଦେଖାଯାଇଥାଏ ଯେ, ଜଣେ ପ୍ରେମକୁ ନେଇ ଖୁବ ସିରିୟସ୍ ଥିବାବେଳେ ଅନ୍ୟଜଣକ ଭିତରେ…

ଶୀତଦିନେ ପ୍ରତିଦିନ ଗାଧୋଇବା ଜରୁରୀ କି? ଜାଣନ୍ତୁ ଏହାର ଉପକାର ଓ ଅପକାର

ଶୀତଦିନେ ଅଧିକାଂଶ ଲୋକ ଗାଧୋଇବା ପାଇଁ ଭୟ କରନ୍ତି । କିନ୍ତୁ କିଛି ଲୋକ ନିୟମିତ ଗାଧୋଇବାକୁ ପସନ୍ଦ କରନ୍ତି । ଗାଧୋଇବା ଦ୍ୱାରା ଆମ ତ୍ୱଚା ସଫା ରହିଥାଏ । ଏଥିସହ ସତେଜ ଅନୁଭବ ହୁଏ । ଶୀତଦିନେ ଗାଧୋଇବା ଦ୍ୱାରା…