Browsing Category
Breaking News
ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ
ଭୁବନେଶ୍ୱର, ୧୧/୦୫ (ଓଡିଶା ଭାସ୍କର) : ରାଜଧାନୀରେ ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହର, ବ୍ଲକ୍ ଓ ବାଲିଅନନ୍ତା ବ୍ଲକ୍ କୁ ଆଲର୍ଟ କରାଯାଇଛି । ଦିନ ୧୨ଟା ୪୫…
କରୋନାର ନୁଆ ଷ୍ଟ୍ରେନ୍ ‘ହାପ୍ପି ହାଇପୋକ୍ସିଆ’, ଯୁବଗୋଷ୍ଠୀଙ୍କ ପ୍ରତି ଅଧିକ କ୍ଷତିକାରକ
ନୂଆଦିଲ୍ଲୀ,୧୧/୦୫ (ଓଡିଶା ଭାସ୍କର): ଭାରତରେ କରୋନାର ଭାଇରସର ନୁତନ ଷ୍ଟ୍ରେନ୍ ଏବେ ସାମନାକୁ ଆସିଲାଣି । ପ୍ରଥମେ “ବ୍ଲାକ୍ ଫଙ୍ଗସ୍” ଆଉ ଏବେ “ହାପ୍ପି ହାଇପୋକ୍ସିଆ” । ଏହା ଯୁବଗୋଷ୍ଠୀଙ୍କ ପ୍ରତି ଅଧିକ କ୍ଷତିକାରକ…
ରାଜ୍ୟରେ ପ୍ରଥମ: କରୋନାରେ ୧୦ ବର୍ଷର ବାଳକର ମୃତ୍ୟୁ
ଭୁବନେଶ୍ୱର, ୧୧ା୫ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୧୦ ବର୍ଷୀୟ ବାଳକର କରୋନାରେ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି…
କରୋନା ଲଢ଼େଇ ପାଇଁ ଭାରତକୁ ୧୧୦ କୋଟିର ସହାୟତାର ପ୍ରଦାନ କଲା ଟୁଇଟର
ନୂଆଦିଲ୍ଲୀ, ୧୧ା୫: ଭାରତର କରୋନା ଲଢ଼େଇ ପାଇଁ ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟର ୧୧୦ କୋଟିର ସହାୟତା ପ୍ରଦାନ କରିଛି । ଟୁଇଟର ସିଇଓ ଜ୍ୟାକ୍ ଡୋର୍ସି କହିଛନ୍ତି ଯେ, କେୟାର, ଏଡ୍ ଇଣ୍ଡିଆ ଓ ସେୱା ଇଣ୍ଟରନ୍ୟାସନାଲ ୟୁଏସ…
ଦେଶରେ ପୁଣି ବଢ଼ିଲା ମୃତ୍ୟୁ, କମିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୧୧ା୫ : ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ବଢ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୭୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…
ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମହେଲା ଛୁଆ! ଏହା ସମ୍ଭବ ହେଲା କେମିତି? ଆସନ୍ତୁ ଜାଣିବା
ସାଧାରଣତଃ ଆମେ ଜାଣୁ ଯେ, ଛୁଆକୁ ମାଆ ନଅ ମାସ ଗର୍ଭରେ ଧରିବା ପରେ ଜନ୍ମ ଦେଇଥାଏ । କେବେକେବେବେ ସନ୍ତାନ ୧୨ ମାସରେ ମଧ୍ୟ ଜନ୍ମଗ୍ରହଣ କରିଥାଏ । ଯଦି ଆପଣଙ୍କୁ କୁହାଯିବ ଯେ, ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଛୁଆ…
ସାବଧାନ ହୋଇଯାଆନ୍ତୁ, ଟିକାକରଣ ପଞ୍ଜିକରଣ ନେଇ ଆସୁଛି ଫେକ୍ ମେସେଜ୍
ନୂଆଦିଲ୍ଲୀ, ୧୧ା୫: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଠକମାନେ ଏହାର ଫାଇଦା ନେବାକୁ ବାଟ ଖୋଜୁଛନ୍ତି । ସାଇବର ଲୁଟେରାମାନେ ଲୋକଙ୍କୁ ଟିକା ପଞ୍ଜିକରଣ ପାଇଁ ନକଲି ମେସେଜ୍ ପଠାଉଛନ୍ତି ।…
ଅନନ୍ତନାଗରେ ଏନକାଉଣ୍ଟର: ଧରାପଡ଼ିଲେ ୩ ଲସ୍କର-ଇ-ତୋଇବା ଆତଙ୍କବାଦୀ
ଶ୍ରୀନଗର, ୧୧ା୫ (ଓଡିଶା ଭାସ୍କର): ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଯବାନଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ଧରାପଡ଼ିଛନ୍ତି । ବର୍ତ୍ତମାନ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।…
ଦୁଇଟି ଗାଁରେ କରୋନା କହର: ୨୦ ଦିନରେ ୬୪ ଜଣଙ୍କ ମୃତ୍ୟୁ
ଆଗ୍ରା, ୧୧ା୫ (ଓଡିଶା ଭାସ୍କର): ଆଗ୍ରାରେ ଦୁଇଟି ଗ୍ରାମରେ କରୋନାର କହର ଦେଖିବାକୁ ମିଳିଛି । ଲକ୍ଷଣ ଦେଖାଯିବାର ୨୦ ଦିନ ମଧ୍ୟରେ ୬୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ଲକ୍ଷ୍ୟ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…
ଗାଜା ଷ୍ଟ୍ରିପରେ ସଂଘର୍ଷ: ୨୦ ଜଣଙ୍କ ମୃତ୍ୟୁ
ଜେରୁଜେଲମ୍, ୧୧ା୫ (ଓଡିଶା ଭାସ୍କର): ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏକ ଭୟଙ୍କର ରକ୍ତପାତ ଘଟିଛି । ଗାଜା ଷ୍ଟ୍ରିପରେ ଘଟିଥିବା ଏହି ସଂଘର୍ଷରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀ ଏହି…