fbpx
Browsing Category

Breaking News

ରିମାଣ୍ଡରେ ଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଦିନିକିଆ ରିମାଣ୍ଡରେ ଗଲେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ବ୍ରହ୍ମପୁର ଜେଲରୁ ଉଭୟଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ ।…

ମୋଦି ସରକାର ଚୀନ ପାଖରେ ଆତ୍ମସମର୍ପଣ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୧୨ା୨: ପୂର୍ବ ଲଦାଖରେ ଚୀନ ସହ ଭାରତର ଉତ୍ତେଜନା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି । ରାହୁଲ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଭାରତର କିଛି ଅଂଶ ଚୀନକୁ…

SCB ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ

କଟକ,୧୨ ।୨(ଓଡିଶା ଭାସ୍କର): କଟକ SCB ମେଡିକାଲ ପାଇଁ ସମ୍ପ୍ରସାରଣ ପ୍ରସଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ତାଳଦଣ୍ଡା କେନାଲ ରାସ୍ତାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ରାଣୀହାଟ…

ଦେଶରେ ୨୪ ଘଣ୍ଟାରେ ୮୭ ମୃତ

ନୂଆଦିଲ୍ଲୀ, ୧୨ ।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୫ ହଜାର ୪୪୭ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ…

ବିଦ୍ୟୁତ ଆଘାତରେ ଦମ୍ପତି ମୃତ

ଅନୁଗୁଳ,୧୨ ।୨(ଓଡିଶା ଭାସ୍କର): ଅନୁଗୁଳ କଣିହାଁ ଥାନା ସାନଜୋରଡା ଗାଁରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବିଦ୍ୟୁତ ଆଘାତରେ ପାଞ୍ଚାଳି ସାହୁ ଓ ସ୍ୱାମୀ ଦୁଃଖବନ୍ଧୁ ସାହୁଙ୍କର ମୃତ୍ୟୁ ଘଟିଛି । ରାତିରେ ଶୋଇଥିବା ବେଳେ…

ଆଜି କୋଟିଆ ଶୁଣାଣି

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ । ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ଅଭିଯୋଗ କରିଥିଲା ଓଡିଶା । ଓଡିଶାର…

ପଛକୁ ହଟିଲା ଚୀନ, ୨ ଦିନରେ ହଟାଇଲା ୨୦୦ରୁ ଅଧିକ ଟ୍ୟାଙ୍କ

ନୂଆଦିଲ୍ଲୀ, ୧୨।୨: ଲଦ୍ଦାଖର LACରେ ଗତ ୯ ମାସ ଧରି ଭାରତ ସହ ତିକ୍ତତା ପରେ ପଛକୁ ହଟିଛି ଚୀନ୍ । ୨ ଦେଶ ମଧ୍ୟରେ ବୁଝାମଣା ପରେ ଖୁବଶୀଘ୍ର ପଛକୁ ଯାଉଛି ଚୀନ୍ । ଚୁକ୍ତି ଅନୁସାରେ, ଚୀନ୍ ପାଙ୍ଗୋଗ ହ୍ରଦର ଦକ୍ଷିଣ…

ପିକଅପ୍ ଭ୍ୟାନ୍ ଓଲଟି ୪ ଗୁରୁତର

ଲମତାପୁଟ,୧୨ ।୨(ଓଡିଶା ଭାସ୍କର): କୁହୁଡି ଯୋଗୁଁ ପିକଅପ୍ ଭ୍ୟାନ୍ ଓଲଟି ୪ ଗୁରୁତର ହୋଇଛନ୍ତି । ଲମତାପୁଟ ମାଛକୁଣ୍ଡ ଥାନା କାଡାମଖେଳା ନିକଟରେ ଘଟିଛି ଏହି ଦୁର୍ଘଟଣା । ଓଡିଶାରୁ ଶ୍ରମିକଙ୍କୁ ନେଇ ବିଶାଖାପାଟଣା…

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩.୭୭ ଲକ୍ଷ

ନୂଆଦିଲ୍ଲୀ,୧୨ ।୨: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୭୭ ହଜାର ୨୦୧କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୮୨ ଲକ୍ଷ ୭୯ ହଜାର ୩୩୩କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ କୋରୋନାରୁ…

ଟ୍ୱିନସିଟିରେ ଘନ କୁହୁଡି

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଭୁବନେଶ୍ୱର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଅଳ୍ପ ଦୂରତା ମଧ୍ୟରେ ମଧ୍ୟ କିଛି ଦୃଶ୍ୟମାନ ହେଉନି । ଘନ କୁହୁଡି ଫଳରେ ଯାନବାହନ ଚଳାଚଳରେ ଅନେକ ଅସୁବିଧା…