Browsing Category

Breaking News

ପରଲୋକରେ ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ

ବାଲେଶ୍ୱର,୮ା୫(ଓଡିଶା ଭାସ୍କର): ଓଲିଉଡ ଜଗତର ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ ଶାନ୍ତିଲତା ମହାନ୍ତିଙ୍କର ଆଜି ପରଲୋକ ହୋଇଛି । ଅନକେ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶାନ୍ତଲତା ମେଡିକାଲରେ…

ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ

ନୂଆଦିଲ୍ଲୀ,୦୮ । ୦୫ (ଓଡ଼ିଶା ଭାସ୍କର)  : ପ୍ରତିଦିନ ଅନେକ ମହିଳା କର୍ମକ୍ଷେତ୍ରରେ ଯୌନ ଶୋଷଣର ସମ୍ମୁଖୀନ ହେଉଛନ୍ତି । ହେଲେ ସବୁଠାରୁ ଦୁଃଖର ବିଷୟ ଯେ ସେମାନେ ଏହି ଘଟଣାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ ।…

ଅନଲାଇନ ସପିଂ କରୁଥିବା ଲୋକଙ୍କ ପାଇଁ ବଡ ଖବର: ସ୍ଥଗିତ ହେଲା ଆମାଜନର ପ୍ରାଇମ୍ ଡେ ସେଲ୍‌

ନୂଆଦିଲ୍ଲୀ,୮ ।୪: କରୋନା ମହାମାରୀ ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଅନଲେଇନ୍ ସପିଂ କରୁଥିବା ଗ୍ରାହକମାନଙ୍କୁ ଝଟକା ଲାଗିଛି । କାରଣ ସବୁଠାରୁ ବଡ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ନିଜର…

ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : କରୋନା ଭାଇରସର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ହେଉଥିବା ଅକ୍ସିଜେନର ଅଭାବକୁ ନେଇ ସୁପ୍ରିମକୋର୍ଟ ଶନିବାର ୧୨ ସଦସ୍ୟ ବିଶିଷ୍ଟ ଏକ ଟାସ୍କ…

ଅକ୍ସିଜେନ ସମସ୍ୟା ଦୂର ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ରୂପରେ ମାଡିଚାଲିଛି । ରୋଗୀଙ୍କ ଲାଗି ଅକ୍ସିଜେନ ସମସ୍ୟା ଦେଖା ଯାଉଥିବାରୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି।…

ଦୈନିକ ହଜାରେ ଟପୁଛି ଭୁବନେଶ୍ୱରର ସଂକ୍ରମଣ: ଆଜି ୧୦୩୪ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୦୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

କରୋନା ସାଇବର୍ ଅପରାଧ: ଅନଲାଇନରେ ମିଳୁଛି ନକଲି ରେମଡେସିଭର୍ ଇଞ୍ଜେକସନ୍, ଭୁଲରେ ବି କିଣନ୍ତୁ ନାହିଁ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଯଦି ଆପଣ ମାନେ କରୋନା ରୋଗୀଙ୍କ ପାଇଁ ଅନଲାଇନ୍ ରେ ରେମଡେସିଭର୍ ଇଞ୍ଜେକସନ୍ ଆଣୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ବର୍ତ୍ତମାନ ସମୟରେ ରେମଡେସିଭର୍ ର ଚାହିଦା ଥିବା…

ଓଡିଶାରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ, ୧୮ରୁ ୪୪ ବର୍ଗର ଲୋକଙ୍କୁ ଦିଆଯିବ ଏହି ଟିକା

ଭୁବନେଶ୍ୱର, ୦୮ । ୦୫ (ଓଡ଼ିଶା ଭାସ୍କର)  : ଓଡିଶାରେ ଆଜି ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଏହି ଟିକାକୁ ୧୮ ରୁ ୪୪ ବର୍ଷ ବର୍ଗର ଲୋକ ମାନଙ୍କୁ ଦିଆଯିବ । ଶନିବାର ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆସିଥିବା ଏହି…

ହସ୍ପିଟାଲରେ ଆଡମିଶନ ପାଇଁ ଲୋଡାନାହିଁ ପଜିଟିଭ୍ ରିପୋର୍ଟ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : କେନ୍ଦ୍ର ସରକାର ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ହାରକୁ ଦେଖି କୋଭିଡ୍ ନୀତିରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ତେବେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…

ଜେଲରେ କଏଦୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଆଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଜେଲ୍ ମାନଙ୍କରେ କରୋନା ସଂକ୍ରମଣ ଲଗାତର ବଢ଼ିବାରେ ଲାଗିଛି । ଅନେକ କଏଦୀ ଏକାଠି ରହୁଥିବା ବେଳେ ସେମାନଙ୍କ ଠାରେ ସଂକ୍ରମଣ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏହାକୁ ନଜରରେ…