fbpx
Browsing Category

Breaking News

ଦ୍ୱିତୀୟ ଦିନରେ ବି ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨ ।୨: ସଂସଦରେ ୨୦୨୧-୨୨ ବର୍ଷର ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିସାରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତକାଲି ବଜେଟ୍ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ସେହିପରି…

ମାଓ ଯୋଜନା ପଣ୍ଡ: ବର୍ତ୍ତିଲେ ଯବାନ

ମାଲକାନଗିରି, ୨ା୨ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ମାଓ ଯୋଜନା ପଣ୍ଡ ହୋଇଛି । ଫଳରେ ଯବାନମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୋଲିସକୁ ଟାର୍ଗେଟ କରି ଛତିଶଗଡ଼ର ସୁକମା…

ଦୈନିକ ମୃତ୍ୟୁସଂଖ୍ୟା ୧୦୦ ତଳକୁ ଖସିଲା: ୨୪ ଘଣ୍ଟାରେ ୯୪ ମୃତ

ନୂଆଦିଲ୍ଲୀ, ୨ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୪୮୬କୁ ବୃଦ୍ଧି…

୧୦ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥଣ୍ଡା ଫେରିଛି । ଗତ ଦୁଇଦିନ ଧରି କ୍ରମାଗତ ଭାବେ ଥଣ୍ଡା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ…

ଝରାଫୁଲ ଡେଥ୍ ସସପେନ୍ସ: ରିମାଣ୍ଡରେ ଗଲେ ରାକେଶ

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ୩ ଦିନିଆ ରିମାଣ୍ଡରେ…

ରାଜ୍ୟରେ ଆରମ୍ଭ ହେବ ୯ମ ଓ ଏକାଦଶ ପାଠପଢା, ଜାଣନ୍ତୁ କେବେ?

ଭୁବନେଶ୍ୱର,୧ ।୨(ଓଡିଶା ଭାସ୍କର): କୋଭିଡ କାଳ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଫେବ୍ରୁଆରୀ ୮ ତାରିଖରୁ ଖୋଲିବାକୁ ଯାଉଛି ସ୍କୁଲ । ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ।…

ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ- ‘କ୍ଷତି ସହିବ ଓଡିଶା’

ଭୁବନେଶ୍ୱର,୧ ।୨(ଓଡିଶା ଭାସ୍କର): ୨୦୨୧-୨୨ ବର୍ଷ ପାଇଁ ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ ଦିଗ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ…

କୋରାପୁଟ ମୃତକଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା, ଜାଣନ୍ତୁ କେତେ ?

କୋରାପୁଟ,୧ ।୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲା କୋଟପାଡରେ ଗାଡି ଓଲଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାରେ ଦୁର୍ଘଟଣାରେ ମୃତାହତଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୨…

ହାଇୱେ ପାଟ୍ରୋଲିଂର ଶୁଭାରମ୍ଭ

ବାଲେଶ୍ୱର,୧ ।୨(ଓଡିଶା ଭାସ୍କର): ବାଲେଶ୍ୱର ଜାତୀୟ ରାଜପଥରେ ହାଇୱେ ପାଟ୍ରୋଲିଂର ଶୁଭାରମ୍ଭ ହୋଇଛି । ରୁପସାରୁ ଶେରଗଡ ଟୋଲଗେଟ ଯାଏଁ ହାଇୱେ ପାଟ୍ରୋଲିଂ ହେବ । ଭିଡିସ କନଫରେନ୍ସିଂ ଜରିଆରେ ପାଟ୍ରୋଲିଂ ବ୍ୟବସ୍ଥାର…

ସାବଧାନ୍! ୫ ଦିନ ଯାଏଁ ପ୍ରବଳ ଶୀତ, ଜାଣନ୍ତୁ କେଉଁ ଜିଲ୍ଲାକୁ କେଉଁ ୱାର୍ଣ୍ଣିଂ?

ଭୁବନେଶ୍ୱର,୧ ।୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆଜିଠାରୁ ୫ ତାରିଖ ସକାଳ ଯାଏଁ ପ୍ରବଳ ଶୀତ ଲହରି ରହିବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ କାଲି ସକାଳ ଯାଏ ୭ ଜିଲ୍ଲାକୁ ଅରେଞ୍ଜ ଓ ୧୬…