Browsing Category

Breaking News

ବେକରେ ଓଢଣୀ ଦେଇ ଆତ୍ମହତ୍ୟା କଲେ ଯୁବତୀ, ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା ପୁଲିସ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିାଟଣା ଥାନା ଅନ୍ତର୍ଗତ ଆଳିସି ଭୋଇ ସାହିରେ ଶନିବାର ପ୍ରାୟ ଦିନ ୧୨ ସମୟରେ ଜଣେ ଯୁବତୀ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ମୃତ ଯୁବତୀଙ୍କ ନାମ…

ଗୋଟିଏ ଦିନରେ ୩୦ଟି ନୂଆ ମାମଲା, ଏବେ ସୁଦ୍ଧା ୧୪୫; ଭାରତରେ ରକେଟ୍ ବେଗରେ ମାଡ଼ିଚାଲିଛି ଓମିକ୍ରନ୍

ନୂଆଦିଲ୍ଲୀ: ଶନିବାର ଦିନ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୦ଟି ନୂତନ ମାମଲା ସାମନାକୁ ଆସିଛି । ଏହା ପୂର୍ବରୁ ଶୁକ୍ରବାର ଦିନ ୨୬ ଟି ମାମଲା ଚିହ୍ନଟ ହୋଇଥିଲା । ଏସବୁ କୁ ମିଶାଇ ଦେଶରେ ଏଯାବତ୍ ଓମିକ୍ରନର ୧୪୮ଟି କେସ୍…

୨୫୦ଟି କୁକୁର ଛୁଆକୁ ମାରିଦେଲେ ପ୍ରତିଶୋଧ ପରାୟଣ ମାଙ୍କଡ ପଲ, ପଢନ୍ତୁ ପୁରା ଘଟଣାକ୍ରମ 

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ମାଙ୍କଡମାନଙ୍କ ପ୍ରତିଶୋଧର ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଘଟଣା କ୍ରମେ ଗତ ମାସରେ ଏଠାରେ କୁକୁରମାନେ ଏକ ମାଙ୍କଡ଼ ଛୁଆକୁ ଝୁଣି ଝୁଣି ମାରିଦେଇଥିଲେ । ଆଉ…

ନନ୍ଦନକାନନରେ କୃଷ୍ଣସାର ମୃଗ ଅସୁସ୍ଥ , ଚିକିତ୍ସା ଜାରି

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୬ନମ୍ବର (ଖ) ଖୁଆଡରେ ଥିବା ଏକ ଅଣ୍ଡିରା କୃଷ୍ଣସାର ମୃଗ ଅସୁସ୍ଥ ଥିବା ଜଣାପଡିଛି । ଏହି ବିରଳ ପ୍ରଜାତିର ଅଣ୍ଡିରା ମୃଗର ସ୍ୱାସ୍ଥ୍ୟ ଖରାପ ଥିବାରୁ ତାକୁ…

କୋଭିଡ୍‌-୧୯ ସୁପର ମଡେଲ କମିଟିର ଆକଳନ: ଓମିକ୍ରନ୍‌ ଯୋଗୁଁ ଆସିପାରେ କରୋନାର ତୃତୀୟ ଲହର, ଫେବୃଆରୀରେ ଶୀର୍ଷରେ ପହଞ୍ଚିପାରେ ସଂକ୍ରମଣ

ନୂଆଦିଲ୍ଲୀ/ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କରୋନାର ନୂଆ ତଥା ମାରାତ୍ମକ ଭାରିଏଣ୍ଟ ଓମିକ୍ରନ୍‌ ଏବେ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଦ୍ରୁତ ସଂକ୍ରମଣ ଆରମ୍ଭ କରିଦେଇଛି । ଖାସ୍‌କରି ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଓମିକ୍ରନ୍‌…

ହାତରେ ସାପକୁ ଧରି ଦେଖାଉଥିଲେ ଖେଳ, ଘଟିଗଲା ଏମିତି…

ହାତରେ ଡମ୍ବରୁ ଆଉ ଆଗରେ ଅଛି ପେଡି । ପେଡି ଭିତରେ ସାପ ରଖି ଖେଳାଉଛନ୍ତି ଯୁବକ । ଆଉ ଏହାପରେ ସାପ ହଠାତ ରାଗିଯାଉଛି, ଫଣା ଟେକି ବ୍ୟକ୍ତିଙ୍କୁ ଚୋଟ ମାରୁଛି । ଫଳରେ ମୃତ୍ୟୁ ହୋଇଛି ଯୁବକଙ୍କର । ଏଭଳି ଏକ ଖବର…

ତପସ୍ଵିନୀ ସେଇ ଷ୍ଟାଟସ୍ ସୁମିତ ଘରେ ପାଇବ, ସେଇ କିଚେନ୍ ୟୂଜ୍ କରିବ, ସୁମିତ ଘରେ କେସ୍ ସରିବା ପର୍ଯ୍ୟନ୍ତ ରହିବ: ଓକିଲ

ଗଞ୍ଜାମ: ବହୁଚର୍ଚ୍ଚିତ ତପସ୍ୱିନୀ-ଡାକ୍ତର ସୁମିତ୍ ପାରିବାରିକ ମାମଲାରେ ନୂଆ ଦେଖିବାକୁ ମିଳିଛି ନୂଆ ଟ୍ୱିଷ୍ଟ । ପୁଣି ଥରେ ଶାଶୁଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ…

ବିବାହିତ ମହିଳାଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଦୁଷ୍କର୍ମ, ଦେଖନ୍ତୁ ଭିଡିଓ…

ଜଣେ ବିବାହିତା ମହିଳାଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ, ପରେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଟଙ୍କା ହଡପ କରିବା ଏବଂ ଶେଷରେ ଏକାଧିକ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି…

ଦିଲ୍ଲୀ ରୋହିଣୀ କୋର୍ଟ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଡିଆରଡିଓ ବୈଜ୍ଞାନିକ: ଓକିଲଙ୍କ ଠାରୁ ପ୍ରତିଶୋଧ ପାଇଁ ରଚିଥିଲେ ଷଡ଼ଯନ୍ତ୍ର

ଦିଲ୍ଲୀ ରୋହିଣୀ କୋର୍ଟ ବିସ୍ଫୋରଣ ମାମଲାରେ ମାଷ୍ଟର ମାଇଣ୍ଡ ବୈଜ୍ଞାନିକଙ୍କୁ ଗିରଫ କରିଛି ପୋଲିସ୍ । ଏହି ବୈଜ୍ଞାନିକ ଜଣକ ଦିଲ୍ଲୀର ରୋହିଣୀ କୋର୍ଟ ନମ୍ବର ୧୦୨ ରେ ବମ୍ ରଖିଥିଲେ । ଅଭିଯୁକ୍ତଙ୍କ ଜଣେ ଓକିଲଙ୍କ ସହ…

ଚୀନର ସବୁଠୁ ବୃଦ୍ଧ ବ୍ୟକ୍ତିଙ୍କ ପରଲୋକ: ବୟସ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚୀନର ସବୁଠୁ ବୃଦ୍ଧ ବ୍ୟକ୍ତିଙ୍କ ପରଲୋକ ହୋଇଛି । ଚୀନର ସବୁଠୁ ବୃଦ୍ଧ ବ୍ୟକ୍ତି ଅଲୀମିହାନ ସେୟତୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୩୫ ବର୍ଷ ହୋଇଥିଲା । ତାଙ୍କର ଜନ୍ମ ୨୫ ଜୁନ୍ ୧୮୮୬ ରେ…