Browsing Category

Breaking News

୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡ଼ିଲା ପାକିସ୍ତାନ; ଚାରି ବର୍ଷ ଧରି ଥିଲେ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନ ସରକାର ୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି । ଏହି ସବୁ ମତ୍ସ୍ୟଜୀବୀମାନେ ସୋମବାର ଅଟାରୀ-ୱାଘା ବର୍ଡର ଯୋଗେ ଭାରତରେ ପହଞ୍ଚିଛନ୍ତି । ସେମାନେ କହିଛନ୍ତି ଚାରି ବର୍ଷ ଧରି ସୋମାନେ…

ଶାରଳା ମନ୍ଦିରରେ ଲାଗୁହେଲା ୧୪୪

ଜଗତସିଂହପୁର ଜିଲ୍ଲାର ସମସ୍ତ ପ୍ରମୁଖ ମନ୍ଦିରରେ ୩ ଦିନ ପାଇଁ ଲାଗୁ ହେଲା ୧୪୪ । ଶାରଳା ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ନଭେମ୍ବର ୧୭, ୧୮, ୧୯ରେ ୧୪୪ ଧାରା ଲାଗୁ । ଏହି ସମସ୍ତ ମନ୍ଦିରରେ ୪ରୁ ଅଧିକ ଲୋକ ଏକାଠି…

ବିବାହ ବନ୍ଧନରେ ବାନ୍ଧିହେଲେ ରାଜକୁମାର-ପତ୍ରଲେଖା, ଦେଖନ୍ତୁ ଫୋଟୋ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଦୁଇ ପ୍ରେମପକ୍ଷୀ । ଅନେକ ଦିନରୁ ଆସୁଥିବା ଖବରର ଅନ୍ତ ଘଟିଛି । ଶେଷରେ ବିବାହ କରିଛନ୍ତି ବଲିିଉଡ୍ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା । ଉଭୟ ପରସ୍ପରକୁ…

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା; ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ କରିବେ ଏତିକି ଖର୍ଚ୍ଚ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପାଇଁ ବଢ଼ିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା । ଏଣିକି ଜିଲ୍ଲାପରିଷଦ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୫ ଲକ୍ଷ । ସରପଞ୍ଚ ପ୍ରାର୍ଥୀ କରିପାରିବେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ…

ବଡ଼ଓଷା-କାର୍ତ୍ତିକ ପୂର୍ଣ୍ଣିମା ପାଇଁ BMCର ଗାଇଡଲାଇନ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ଼ ଓଷା ପାଇଁ କଟକଣା ଜାରି କରିଛି ବିଏମସି । ବିଏମସି ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କୁ ମନା । ବିନ୍ଦୁ ସାଗର ଓ ନଦୀ ଘାଟ କିମ୍ବା ଜଳାଶୟରେରେ ଏକାଠି…

୨୪ ରେ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ନେଇ ହେବ ଭୂମିପୂଜନ ଯଜ୍ଞ । ୨୧ରୁ ଆରମ୍ଭ ହୋଇ ୨୪ରେ ପୂର୍ଣ୍ଣାହୁତି ସରିବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ୨୪ରେ ପୂର୍ଣ୍ଣାହୁତିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱରରେ ୨୫ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱରରେ ମହାନଗରରେ ଟିକାକରଣ ୨୫ ଲକ୍ଷ ଟପିଲା । କାଲି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ଡୋଜ୍ ଟିକାକରଣ ରେକର୍ଡ । ୧୪ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଏବଂ ୧୨.୪୮ ଲକ୍ଷ ଲୋକଙ୍କୁ ଉଭୟ ଡୋଜ୍ ଦିଆସରିଛି । ସଂପ୍ରତି…

କ୍ଷୀର ଦେଲାନି ମଇଁଷି, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ମାଲିକ; ଦେଖନ୍ତୁ ଭିଡିଓ…

ମଧ୍ୟପ୍ରଦେଶ: ସାଧାରଣତଃ ଗାଈ କିମ୍ବା ମଇଁଷି କ୍ଷୀର ନଦେଲେ ସେମାନଙ୍କର ଚିକିତ୍ସା କରାଯାଇଥାଏ । କିନ୍ତୁ କେବେ କ୍ଷୀର ନଦେଲେ ପୋଲିସ ଥାନାକୁ ଯାଇ ଅଭିଯୋଗ କରିବା କଥା ଶୁଣିଛନ୍ତି କି? ଏଭଳି ଏକ ଘଟଣା ଦେଖିବାକୁ…

୫୧,୩୪୮ କୋଟିର ଟେସଲା ଶେୟାର ବିକିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ ବାହାନ ନିର୍ମାତା ଟେସଲାର ସିଇଓ ଏଲନ ମସ୍କ କିଛି ସମୟ ପୂର୍ବେ ସୋସିଆଲ ମିଡିଆରେ ଟେସଲାର ସେୟାର ବିକିବା ନେଇ ଏକ ପୋଲ୍ ଜାରି କରିଥିଲେ । ଯେଉଁଥିରେ ସେ କହିଥିଲେ ଯଦି ଲୋକେ ହଁ…

ଏଣିକି ରାତିରେ ବି ହୋଇପାରିବ ପୋଷ୍ଟମର୍ଟମ, କେନ୍ଦ୍ର ଆଣିଲା ଗାଇଡଲାଇନ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ଗାଇଡଲାଇନରେ ସଂଶୋଧନ କଲା କେନ୍ଦ୍ର । ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ । ରାତି ଦିନ ଯେକୌଣସି ସମୟରେ ହୋଇପାରିବ ପୋଷ୍ଟମର୍ଟମ । ଏନେଇ ଟ୍ୱିଟ କରି ଜଣାଇଛନ୍ତି କେନ୍ଦ୍ର…