Browsing Category
Breaking News
ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ଘଡଘଡି ସହ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାଵରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ…
ମମିତାଙ୍କ ପରିବାରକୁ ନ୍ୟାୟ ଦାବି : ୧୨ରେ ଓଡିଶା ବନ୍ଦ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା୧୨ ତାରିଖ ଓଡିଶା ବନ୍ଦ ଓ ୧୯ ତାରିଖ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ…
୫ଜି ଇଣ୍ଟରନେଟ୍ ସେବା ମିଳିବାକୁ ଲାଗିପାରେ ଆଉ ୬ ମାସ ସମୟ!
ନୂଆଦିଲ୍ଲୀ: ୫ଜିରେ ହାଇ ସ୍ପିଡ୍ରେ ଇଣ୍ଟରନେଟ୍ ମିଳିବ । ତେଣୁ ଦେଶରେ ୫ଜି ମୋବାଇଲ୍ ଟେଲିଫୋନ୍ ସେବାର ପରୀକ୍ଷଣ କରୁଥିବା ସଂସ୍ଥାଗୁଡ଼ିକୁ ଆଉ ୬ ମାସର ସମୟ ଦେଇଛନ୍ତି ଟେଲିକମ୍ ବିଭାଗ । ଏହି ସମୟ ବଢ଼ାଇବା ଲାଗି…
ଘାଟିରେ ସାବାଡ୍ ହେବେ ଆତଙ୍କବାଦୀ: ଜମ୍ମୁ-କଶ୍ମୀରକୁ ଗଲେ ଅତିରିକ୍ତ ୫୫୦୦ ଯବାନ, ଆତଙ୍କୀଙ୍କୁ ଖୋଜି ଖୋଜି ମାରିବେ…
ନୂଆଦିଲ୍ଲୀ,: ଜମ୍ମୁ- କଶ୍ମୀରରେ ଗତ କିଛିଦିନ ହେବ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି । କଶ୍ମୀର ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବଢ଼ୁଥିବା ଲକ୍ଷ୍ୟ କରି କେନ୍ଦ୍ର…
କୋଭିଡ୍ ମୁକାବିଲା ପାଇଁ ଆଉ ପାଦେ ଆଗେଇଲା ଓଡ଼ିଶା, ଖୁବ୍ଶୀଘ୍ର କରୋନା ବଟିକା ମଗାଇବ…
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): କରୋନା ବିପକ୍ଷରେ ଲଢେଇ ପାଇଁ ୟୁକେରେ ପ୍ରସ୍ତୁତ ମୋଲନୁପିରାଭିର କ୍ୟାପସୁଲ୍ ମଗାଇବ ଓଡ଼ିଶା । ମୋଲନୁିରାଭିର ବଟିକା ୫୦% ମୃତ୍ୟୁ ରୋକୁଛି । ତେବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି…
ଟି-ଟେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ: ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ, ବନ୍ଧୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ନିଆରା ଲଢ଼େଇ
ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଦେଖିବାକୁ ମିଳିବ ନିଆରା ଲଢ଼େଇ । ଏକଦା ଦୁଇ ଓପନର ଯୋଡିଦାର ଓ ବନ୍ଧୁ ଥିବା ଜଷ୍ଟିନ ଲାଙ୍ଗର ଓ ମାଥ୍ୟୁ ହେଡେନଙ୍କ ମଧ୍ୟରେ ହେବ ଏହି ମୁକାବିଲା ।…
ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍” ବ୍ରାଇଡ଼ାଲ୍ ମଲ୍: ଗୋଟିଏ ଛାତ ତଳେ ମିଳିବ ବିବାହ ଉପଯୋଗୀ ସମସ୍ତ ସେବା
ଭୁବନେଶ୍ୱର: ଭୁବନେଶ୍ୱର ରୂପାଲି ଛକଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍ତାବ ସିବଦଶାନୀ ଉଦ୍ଘାଟନ କରିଥିଲେ । ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍…
ଏକତରଫା ପ୍ରେମ ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡେପୁଟି କଲକ୍ଟର
ଅହମଦାବାଦ: ଏକତରଫା ପ୍ରେମ ପଡ଼ିଲା ମହଙ୍ଗା । ଏକତରଫା ପ୍ରେମ କରି ବନ୍ଧାହେଲେ ଡେପୁଟି କଲକ୍ଟର । ବିବାହିତ ମହିଳାଙ୍କୁ ଏକତରଫା ପ୍ରେମ କରି ଏଭଳି କାଣ୍ଡ ଭିଆଇଲେ ଡେପୁଟି କଲେକ୍ଟର ଯାହାଯୋଗୁଁ ତାଙ୍କୁ ଯିବାକୁ ପଡ଼ିଛି…
କ୍ଷୁଦ୍ର ନିବେଶକଙ୍କ ପାଇଁ ଖୁସି ଖବର; ଏହି ତାରିଖରେ ମୋଦୀ ଲଞ୍ଚ କରିବେ RDS
ସରକାରୀ ସିକ୍ୟୁରିଟି ମାର୍କେଟରେ ଖୁଚୁରା ନିବେଶକଙ୍କ ଭାଗୀଦାରୀ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୧୨ ନଭେମ୍ବରରେ ଆରବିଆଇ ରିଟେଲ ଡାଇରେକ୍ଟ ସ୍କିମ(ଆରଡିଏସ) ଲଞ୍ଚ କରିବାକୁ ଯାଉଛନ୍ତି । ଏହା…
ଅଁଳା ନବମୀରେ ସାକ୍ଷୀଗୋପାଳ ମନା
ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ସାକ୍ଷୀଗୋପାଳ ଆସିବା ମନା । ୧୨ ତାରିଖ ଅଁଳା ନବମୀରେ ପ୍ରଶାସନର ୧୪୪ ଜାରି ନିଷ୍ପତ୍ତି । ୧୫ ତାରିଖ ଏକାଦଶୀରେ ମଧ୍ୟ ୧୪୪ ଲାଗୁ ରହିବା ନେଇ ସୂଚନା । କେବଳ ସେବାୟତଙ୍କୁ ଦର୍ଶନ…