Browsing Category

Breaking News

ଜଳିଲା ୧୨ ଲକ୍ଷ ଦୀପ, ଭକ୍ତି ଓ ଭାବନାର ଦେଖନ୍ତୁ ଅପୂର୍ବ ସଙ୍ଗମ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ବୁଧବାର ଦିନ ଭବ୍ୟ ଦୀପାବଳୀ ଅବସରରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଭଗବାନ ଶ୍ରୀରାମଙ୍କ ନଗରୀକୁ ୧୨ ଲକ୍ଷ ଦୀପରେ ଖୁବ୍ ଭବ୍ୟ ଭାବରେ ସଜା ଯାଇଛି ।…

ଉତ୍ପାଦ ଶୁଳ୍କ ହ୍ରାସ କଲା କେନ୍ଦ୍ର: ପେଟ୍ରୋଲ ୫, ଡିଜେଲ୍‌ ୧୦ ଟଙ୍କା କମିବ

ନୂଆଦିଲ୍ଲୀ: ଦୀପାବଳି ଭେଟି ସ୍ୱରୂଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ…

ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ହୁ’ ର ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନ ଟିକାକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଅନିଶ୍ଚିତତାରେ ଅନ୍ତ ଘଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୋଭାକ୍ସିନକୁ…

କଚେରୀ ଛକରେ ମାତାଲ୍ ଯୁବତୀଙ୍କ ହାଇଡ୍ରାମା: ଟ୍ରାଫିକ୍ ଜାମ୍ କଲେ, କନେଷ୍ଟବଳଙ୍କୁ ଚପଲରେ ପିଟିଲେ

ବଲାଙ୍ଗୀର (ଭାସ୍କର ନ୍ୟୁଜ୍) : ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା। ମାତାଲ ହେଇ ଟ୍ରାଫିକ୍ ଜାମ କଲେ କନେଷ୍ଟବଳଙ୍କୁ ଚପଲରେ ପିଟିଲେ ଯୁବତୀ।  ଟାଉନ ଥାନା ଭିତରେ ଉନ୍ମତକାଣ୍ଡ ଭିଆଲେ। ଏଭଳି ଘଟଣା ଗତକାଲି ସଂନ୍ଧ୍ୟାରେ…

୬ ତାରିଖରେ ବିଜେପିର ଝାରସୁଗୁଡ଼ା ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ବିଜେପିର ଝାରସୁଗୁଡ଼ା ଜିଲ୍ଲା ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ…

ଦେଶବାସୀଙ୍କୁ ଦୀପାବଳି ଭେଟି; କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । ଗୁରୁବାରଠାରୁ କମିବ ପେଟ୍ରୋଲ ଦର ଏବଂ ଡିଜେଲ ଦର । ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମିବ । ଏକ୍ସସାଇଜ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତିଥିଲେ । ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଲେ ସଂଜୀବ ସାହୁ । ବିଜେଡିରୁ ମୋଟ…

ଆଇନଜୀବୀ ଆଦିତ୍ୟ ମହାପାତ୍ର ହେବେ ହାଇକୋର୍ଟ ବିଚାରପତି

ଭୁବନେଶ୍ୱର: ଆଇନଜୀବୀ ଆଦିତ୍ୟ ମହାପାତ୍ର ହେବେ ହାଇକୋର୍ଟ ବିଚାରପତି । ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି ମାନ୍ୟବର ରାଷ୍ଟ୍ରପତି । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା…

ଶ୍ରୀମନ୍ଦିରରେ କାଲି ସାଧାରଣ ଦର୍ଶନ ବନ୍ଦ, କାଉଁରିଆ ଜାଳିବା ମନା

ପୁରୀ(ଓଡ଼ିଶା ଭାସ୍କର): ରାତି ପାହିଲେ ଦୀପାବଳୀ । କିନ୍ତୁ ଦେଶର ଅନେକ ରାଜ୍ୟରେ ଦୀପାବଳୀକୁ ନେଇ କଟକଣା ଲଗାଯାଇଛି । ସେହିପରି ପୁରୀ ସିଂହଦ୍ୱାର ସମ୍ମୁଖରେ କାଲି କାଉଁରିଆ କାଠି ଜଳାଇବାକୁ ମନା କରାଯାଇଛି ।…

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ମିସାଇଲର ବଙ୍କର ବନାଉଛି ଚୀନ୍, ଫଟୋରୁ ହେଲା ଖୁଲାସା

ବିଜିଙ୍ଗ: ଚୀନ ୩ଟି ସ୍ଥାନରେ ମିସାଇଲ ସିଲୋ ଫିଲ୍ଡ ତିଆରି କରୁଥିବା ସନ୍ଦେହ ହେଉଛି । ପଶ୍ଚିମୀ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି । ଏହି ୩ଟି ସ୍ଥାନ ଉତ୍ତର ମଧ୍ୟ ଚୀନର ୟୁମେନ, ହାମୀ ଓ ଅର୍ଡୋସରେ…