Browsing Category

Breaking News

UIDAIର ନୂଆ ନିୟମ: Aadhaar Cardର ଅପବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ: ଭାରତ ସରକାର ଆଧାର ନିୟମାବଳୀର ଉଲ୍ଲଂଘନକାରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି । ଏହି କାନୁନ ପାରିତ ହେବାର ପ୍ରାୟ ଦୁଇବର୍ଷ ପରେ ସରକାର ଉକ୍ତ ନିୟମର ଅଧିସୂଚନା ଜାରି କରିଛନ୍ତି । ଏହି…

EPFO ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ପଠାଉଛି ସୁଧ ଟଙ୍କା, ଜାଣନ୍ତୁ କେତେ ଓ କିପରି କରିବେ ଚେକ୍?

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ଖୁସି ଖବର । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO) ପିଏଫ୍ ଆକାଉଣ୍ଟରେ ସୁଧ ଟଙ୍କା ଜମା କରିବାର ପ୍ରକ୍ରିୟା ଆରମ୍ଭ…

ବ୍ରାହ୍ମଣୀ ନଦୀ ସାଧିଲା ଦାଉ: ଅକାଳରେ ଲିଭିଗଲା ୩୨ ବର୍ଷୀୟ ଯୁବକଙ୍କ ଜୀବନ ଦୀପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ୩୨ ବର୍ଷୀୟ ଯୁବକଙ୍କ ଅକାଳରେ ମୃତ୍ୟୁ ଘଟିଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଳର ପ୍ରଖର ସ୍ରୋତରେ ବୁଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ…

ପୁରୀ ଚାଷୀଙ୍କୁ କାଳିଆ ଟଙ୍କା, ଜାଣନ୍ତୁ କେତେ ସହାୟତା ଦେବେ ମୁଖ୍ୟମନ୍ତ୍ରୀ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲାର ଚାଷୀମାନଙ୍କ ପାଇଁ କାଳିଆ ଟଙ୍କା ଘୋଷଣା ହୋଇଛି । ଚାଷୀଙ୍କ ପାଇଁ ୩୩ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୬୫ ହଜାର…

ବିବାଦ ଘେରରେ ‘Jai Bhim’ ଫିଲ୍ମ: ହିନ୍ଦୀ ଭାଷାକୁ ବେଖାତିର ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଅଭିନେତା ସୂର୍ଯ୍ୟାଙ୍କ ଅଭିନୀତ ‘ଜୟ ଭୀମ’ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିବାଦ । ଉକ୍ତ ମୁଭିର ଏକ ସିନକୁ ନେଇ ସିନେପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମାଜନ ପ୍ରାଇମରେ ଉକ୍ତ ଭିଡିଓକୁ ଦେଖିବା…

Twilight ଅଭିନେତ୍ରୀ କ୍ରିଷ୍ଟେନ ଓ ପ୍ରେମିକା ଡାୟଲନଙ୍କର ସରିଲା ନିର୍ବନ୍ଧ, ଖୁବଶୀଘ୍ର ହେବ ବିବାହ

Twilightର ଅଭିନେତ୍ରୀ କ୍ରିଷ୍ଟେନ ଷ୍ଟୁଆର୍ଟ ନିକଟରେ ଏପରି ଖୁଲାସା କରିଛନ୍ତି, ଯାହାକୁ ଶୁଣି ଫ୍ୟାନ୍ସମାନେ ଚକିତ ହୋଇଛନ୍ତି । କ୍ରିଷ୍ଟନ ୨ ବର୍ଷ ଧରି ଡାୟଲନ ମେୟରଙ୍କୁ ଡେଟ୍ କରୁଥିଲେ । ଏହା ପରେ କ୍ରିଷ୍ଟେନ…

ମାଆ-ଝିଅଙ୍କୁ ଛୁରାମାଡ଼: ରକ୍ତାକ୍ତ ଆକ୍ରମଣ ପଛରେ ଅର୍ଥ ନା ପ୍ରେମ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣା ଏବେ ରହସ୍ୟ ଘେରରେ ରହିଛି । ଘଟଣାସ୍ଥଳରୁ ପୋଲିସ ବନ୍ଧୁକ ଓ ଛୁରୀ ଜବତ କରିଥିଲା । ପ୍ରଥମରୁ ଏହା ଏକ ପ୍ରେମ ଘଟଣା…

ଦଶମ ପାସଙ୍କ ପାଇଁ ଭାରତୀୟ ରେଳରେ ବାହାରିଛି ଚାକିରି; ମାସକୁ ଦରମା ୫୬,୦୦୦ରୁ ଅଧିକ

ନୂଆଦିଲ୍ଲୀ: ଉତ୍ତର କେନ୍ଦ୍ରୀୟ ରେଳବାଇ, ଏନସିଆରରେ apprentice ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆରପିସି ପ୍ରୟାଗରାଜର ଅଫିସିଆଲ ୱେବସାଇଟ୍ rrcpryj.org କୁ ଯାଇ…

ଦୀପାବଳୀ ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ, ନିଯୁକ୍ତ ପାଇବେ ୧୬ ହଜାର ଶିକ୍ଷକ: ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ରାଜ୍ୟରେ ଧିରେ ଧିରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସ୍କୁଲ ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ…

ରାଜ୍ୟରେ ୩୨୨ ପଜିଟିଭ୍, ଆଜି ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…