Browsing Category

Breaking News

କୋହଳ ହେଲା ବିଏମସି ଗାଇଡଲାଇନ

ଭୁବନେଶ୍ୱର: ବାହାଘର ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବଦଳିଲା ବିଏମସିର ନିୟମ । ବାହାଘର ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ମୋଟ୍ ୫୦ ଜଣକୁ ସାମିଲ ନେଇ ପୂର୍ବରୁ ରହିଛି ଗାଇଡଲାଇନ । ତେବେ ଏହି ନିୟମରେ ସାମାନ୍ୟ କୋହଳ…

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟୀ ମାମଲା; ଓଡ଼ିଶାରୁ ୨ ଗିରଫ

ମୁମ୍ବାଇ: ସମୁଦ୍ର ଭିତରେ କ୍ରୁଜରେ ଡ୍ରଗ୍ସ ପାର୍ଟୀ ମାମଲା । ମାମଲାରେ ଗିରଫ ହେଶଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ନେଇ ସୂଚନା । ଓଡ଼ିଶାର ମନୀଷ ରାଜଗରିଆ ଏବଂ ଅଭିନ ସାହୁ ଗିରଫ । ଉଭୟ ମନୀଷ ଓ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ଚିଲକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଳାନାହିଁ ଆଗୁଆ ଜାମିନ । ଆଗୁଆ ଜାମିନ ଦେଲେନାହିଁ ହାଇକୋର୍ଟ । ଶୁକ୍ରବାର ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ । ଯଦି ଆବେଦନ…

ମୋଟୁ ଥାନା ଥାର୍ଡଡିଗ୍ରୀ ମାମଲାରେ ଏସପିଙ୍କୁ ନୋଟିସ

ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା । ମାଲକାନଗିରି ଏସପିଙ୍କୁ ନୋଟିସ ଜାରି କଲେ ରାଜ୍ୟ କରିଛନ୍ତି ମାନବାଧିକାର କମିଶନ । ତଦନ୍ତ କରି ରିପୋର୍ଟ ଦେବାକୁ ଏସପିଙ୍କୁ ମାନବାଧିକାର…

ଫ୍ରିଜ୍ ହେଲା ଗଞ୍ଜେଇ ମାଫିଆଙ୍କ ୩ କୋଟିର ସଂପତ୍ତି

ଗଞ୍ଜେଇ ମାଫିଆଙ୍କ ୩ କୋଟିର ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଅଚଳ କରିବାକୁ ନିର୍ଦ୍ଦେଶ । ୫ଟି ଘର, ୬ଟି ଗାଡ଼ି, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା । ଫେବ୍ରୁଆରୀରେ…

୬ ଗୁଣା ମହଙ୍ଗା ହେବ ଗାଡ଼ି ରେଜିଷ୍ଟ୍ରେସନ ଫି

ନୂଆଦିଲ୍ଲୀ: ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ କଲେ ଦେବାକୁ ହେବ ୬ ଗୁଣା ଚାର୍ଜ । ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି । ଏପ୍ରିଲ ୨୦୨୨ରୁ ଲାଗୁ ହେବାକୁ ଯାଉଛି ଏହି ନୂଆ…

ଝିଅ ହୋଇ ଭିଡିଓ କଲରେ ଦେଖାଉଥିଲେ ପର୍ଣ୍ଣ, ପରେ ଭିଡିଓ କରି ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭରତପୁର: ରାଜସ୍ଥାନର ଭରତପୁରରେ ଏପରି ଏକ ଲୁଟ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ କିଛି ଦୁର୍ବୃତ୍ତ କୁରୁକ୍ଷେତ୍ରର ଜଣେ ବ୍ୟକ୍ତିଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି । କୁରୁକ୍ଷେତ୍ର ପୋଲିସର…

ରଘୁନାଥପାଲି ନାବାଳିକା ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ୍

ଭୁବନେଶ୍ୱର: ୨୦୧୫ ରଘୁନାଥପାଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ । ୩ ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ । ୩ ଅଭିଯୁକ୍ତ ଶିବୁ ଓରାମ, ଗଣେଶ ସାଣ୍ଡିଲ, ଅଜିତ…

ବନ୍ଧୁକ ଡିଲରେ ଆଲବମ୍ ଅଭିନେତା ଗିରଫ, ସୂଚନା ଦେଲେ ଡିସିପି

କଟକ(ଓଡ଼ିଶା ଭାସ୍କର): ବନ୍ଧୁକ ଡିଲ ବେଳେ ଧରାପଡିଛନ୍ତି ଆଲବମ୍ ଅଭିନେତା । କଟକ ବାଦାମବାଡ଼ି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ୪ ଜଣ ଧରାପଡ଼ିଛନ୍ତି । ସେମାନଙ୍କଠାରୁ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।…

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣାରେ ଇଞ୍ଜିନିୟରିଂ ଓ ମେଡିକାଲ କୋଚିଂ: ରାଜ୍ୟ ସରକାର ଆରମ୍ଭ କଲେ ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଞ୍ଜିନିୟରିଂ ଓ ମେଡିକାଲ ଛାତ୍ରଛାତ୍ରୀମାନେ ପାଇବେ ମାଗଣାରେ କୋଚିଂ ସୁବିଧା । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଏଥିପାଇଁ ଆରମ୍ଭ କରାଯାଇଛି ‘ଛାତ୍ର ପ୍ରୋତ୍ସାହନ…