fbpx

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟୀ ମାମଲା; ଓଡ଼ିଶାରୁ ୨ ଗିରଫ

ମୁମ୍ବାଇ: ସମୁଦ୍ର ଭିତରେ କ୍ରୁଜରେ ଡ୍ରଗ୍ସ ପାର୍ଟୀ ମାମଲା । ମାମଲାରେ ଗିରଫ ହେଶଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ନେଇ ସୂଚନା । ଓଡ଼ିଶାର ମନୀଷ ରାଜଗରିଆ ଏବଂ ଅଭିନ ସାହୁ ଗିରଫ । ଉଭୟ ମନୀଷ ଓ ଅଭିନଙ୍କ ଘର ରାଉରକେଲା ଟାଉନସିପରେ । ମନୀଷଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିବା ଜଣାଇଲା ଏନସିବି । ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଞ୍ଜେଇ ଜବତ ନେଇ କୋର୍ଟଙ୍କୁ ଜଣାଇଲା । ସେହିପରି ଅଭିନ କ୍ରୁଜରେ ୨ ଥର ଗଞ୍ଜେଇ ଟାଣିଥିବା ମାନଥିବା ନେଇ କହିଛି ଏନସିବି । ୨ ଓଡ଼ିଆଙ୍କ ସହ ଆଜି ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ପୂର୍ବରୁ ଏହି ଘଟଣାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.