Browsing Category

Breaking News

ଫ୍ରିଜ୍ ହେଲା ଗଞ୍ଜେଇ ମାଫିଆଙ୍କ ୩ କୋଟିର ସଂପତ୍ତି

ଗଞ୍ଜେଇ ମାଫିଆଙ୍କ ୩ କୋଟିର ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଅଚଳ କରିବାକୁ ନିର୍ଦ୍ଦେଶ । ୫ଟି ଘର, ୬ଟି ଗାଡ଼ି, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା । ଫେବ୍ରୁଆରୀରେ…

୬ ଗୁଣା ମହଙ୍ଗା ହେବ ଗାଡ଼ି ରେଜିଷ୍ଟ୍ରେସନ ଫି

ନୂଆଦିଲ୍ଲୀ: ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ କଲେ ଦେବାକୁ ହେବ ୬ ଗୁଣା ଚାର୍ଜ । ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି । ଏପ୍ରିଲ ୨୦୨୨ରୁ ଲାଗୁ ହେବାକୁ ଯାଉଛି ଏହି ନୂଆ…

ଝିଅ ହୋଇ ଭିଡିଓ କଲରେ ଦେଖାଉଥିଲେ ପର୍ଣ୍ଣ, ପରେ ଭିଡିଓ କରି ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭରତପୁର: ରାଜସ୍ଥାନର ଭରତପୁରରେ ଏପରି ଏକ ଲୁଟ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ କିଛି ଦୁର୍ବୃତ୍ତ କୁରୁକ୍ଷେତ୍ରର ଜଣେ ବ୍ୟକ୍ତିଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି । କୁରୁକ୍ଷେତ୍ର ପୋଲିସର…

ରଘୁନାଥପାଲି ନାବାଳିକା ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ୍

ଭୁବନେଶ୍ୱର: ୨୦୧୫ ରଘୁନାଥପାଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ । ୩ ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ । ୩ ଅଭିଯୁକ୍ତ ଶିବୁ ଓରାମ, ଗଣେଶ ସାଣ୍ଡିଲ, ଅଜିତ…

ବନ୍ଧୁକ ଡିଲରେ ଆଲବମ୍ ଅଭିନେତା ଗିରଫ, ସୂଚନା ଦେଲେ ଡିସିପି

କଟକ(ଓଡ଼ିଶା ଭାସ୍କର): ବନ୍ଧୁକ ଡିଲ ବେଳେ ଧରାପଡିଛନ୍ତି ଆଲବମ୍ ଅଭିନେତା । କଟକ ବାଦାମବାଡ଼ି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ୪ ଜଣ ଧରାପଡ଼ିଛନ୍ତି । ସେମାନଙ୍କଠାରୁ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।…

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣାରେ ଇଞ୍ଜିନିୟରିଂ ଓ ମେଡିକାଲ କୋଚିଂ: ରାଜ୍ୟ ସରକାର ଆରମ୍ଭ କଲେ ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଞ୍ଜିନିୟରିଂ ଓ ମେଡିକାଲ ଛାତ୍ରଛାତ୍ରୀମାନେ ପାଇବେ ମାଗଣାରେ କୋଚିଂ ସୁବିଧା । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଏଥିପାଇଁ ଆରମ୍ଭ କରାଯାଇଛି ‘ଛାତ୍ର ପ୍ରୋତ୍ସାହନ…

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର, ଜାଣନ୍ତୁ କାହାକୁ ମିଳିବ?

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ବେଜ୍ଞାନିକ ସୁକୁରୋ ମାନାବେ, କ୍ଲାଉସ ହାସଲମାନଙ୍କ ସମେତ ବୈଜ୍ଞାନିକ ଜର୍ଜିଓ…

ଭୁବନେଶ୍ୱରରେ ୭୫ଟି ବିପଦସଙ୍କୁଳ ସ୍ଥାନ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୭୫ଟି ବିପଦସଙ୍କୁଳ ସ୍ଥାନ ଚିହ୍ନଟ ହୋଇଛି । ଏହି ବିପଦସଙ୍କୁଳ ସ୍ଥାନର ବ୍ୟାରିଗେଟିଙ୍ଗ କରାଯାଇ ସ୍ଥାୟୀ ସମାଧାନ ହେବ । ଏନେଇ ଭୁବନେଶ୍ୱର (ମଧ୍ୟ) ବିଧାୟକ…

ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍, ନଚେତ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଅକ୍ଟୋବର ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ମାଧ୍ୟମିକ…

ଭ୍ୟାକ୍ସିନ୍ ନନେଲେ ଚାକିରି ନାହିଁ: ୧୪00 କର୍ମଚାରୀଙ୍କୁ ଛଟେଇ କଲା କମ୍ପାନୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ହରାଇବାକୁ କରୋନା ଟିକା ହେଉଛି ସବୁଠାରୁ ବଡ଼ ଅସ୍ତ୍ର । ସେଥିପାଇଁ ବିଶ୍ୱର ସମସ୍ତ ଦେଶରେ କରୋନା ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ମାତ୍ର ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ…