Browsing Category

Breaking News

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪.୭୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୧ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୭୧ ହଜାର ୪୩୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୬୮ ଲକ୍ଷ ୭ ହଜାର ୨୫୩ ଜଣ ସୁସ୍ଥ ହୋଇଛନ୍ତି । ମୋଟ…

ଆଜିଠାରୁ କଦଳୀ ଫୁଲ ସେବନ କରନ୍ତୁ, କେବେ ହେବନି ଶରୀରରେ ରକ୍ତର ଅଭାବ

ସାଧାରଣତଃ କଦଳୀ ଖାଇବାକୁ ସ୍ୱାଦଯୁକ୍ତ ହେବା ସହ ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସେହିପରି କଦଳୀ ଫୁଲରେ ମଧ୍ୟ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଅନେକ ଲୋକ କଦଳୀ ଫୁଲକୁ ପରିବା ଆକାରେ ରାନ୍ଧି…

କ୍ୟାନସରଠାରୁ ଭୟଙ୍କର ହେଲାଣି ଅନଲାଇନ୍ ଠକେଇ, ଏଥିରୁ ବର୍ତ୍ତିବେ କିପରି

ଯୁଗ ବଦଳିବା ସହିତ ଅପରାଧୀଙ୍କର ଅପରାଧର ଷ୍ଟାଇଲ୍ ମଧ୍ୟ ବଦଳିବାରେ ଲାଗିଛି । ବର୍ତ୍ତମାନର ଡିଜିଟାଲ ସମୟରେ ଏକ ନୂଆ ଧରଣର ଅପରାଧୀଙ୍କର ଆବିର୍ଭାବ ହୋଇଛି । ଅପରାଧୀମାନେ ଘରେ ବସି କେଇ ସେକେଣ୍ଡ ମଧ୍ୟରେ ଜଣକର ଆକାଉଣ୍ଟ…

ଗାଇଡଲାଇନ୍ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): କୋଭିଡକୁ ନେଇ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖାଦେଲାଣି ।…

ଘାଟିରେ ଓଲଟିଲା ବସ୍, ୭ ଗୁରୁତର

ବାଲିଗୁଡା,୨୦ ।୨(ଓଡିଶା ଭାସ୍କର): ବାଲିଗୁଡା ଘାଟିରେ ନିୟନ୍ତ୍ରଣ ହରାଇ ଓଲଟି ପଡିଛି ବସ୍ । ବସ୍ ଓଲଟିବା ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପେତାରବାଡି ଘାଟିରେ ବସଟି ଓଲଟିପଡିଥିବା ସୂଚନା ମିଳିଛି ।…

ମା, ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡା,୨୦ ।୨(ଓଡିଶା ଭାସ୍କର): ୪ ବର୍ଷର ପୁଅ ସହ ମହିଳାଙ୍କ ଝୁଲନ୍ତା ଉଦ୍ଧାର ହୋଇଛି । ରାୟଗଡା ଜିଲ୍ଲା ଜେକେ ପେପର ଏସପିଟି କଲୋନୀ ଘର ଭିତରୁ ୨ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ୨ ଜଣଙ୍କ ମୃତ୍ୟୁର କାରଣ…

ବଜେଟ୍ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ବଜେଟ୍ ପୂର୍ବରୁ ବିଧାନସଭାରେ ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଜାତୀୟ ଆର୍ଥିକ ସଙ୍କୋଚନ ଠାରୁ ଓଡିଶାର ସଙ୍କୋଚନ କମ୍ ଆସିଛି । ୨୦୨୧-୨୧ରେ ଡିଜିପି…

ରିମାଣ୍ଡରେ ଯିବ ସାଇବର ଠକ

ବାଲେଶ୍ୱର,୨୦ ।୨(ଓଡିଶା ଭାସ୍କର): ବାଲେଶ୍ୱରରୁ ସାଇବର ଠକକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସାଇବର ଠକ ତଥା ବସ୍ତା ଥାନା ବାରମାଢ଼ିଆ ଗାଁର ସନମୟ ପରିଡ଼ାକୁ ପୋଲିସ ଗିରଫ କରିଛି । ବସ୍ତା ବଜାରରେ ତାଙ୍କର ଆଧାର କରେକ୍ସନ…

ରାଜଧାନୀରେ କଡ଼ାକଡ଼ି ହେବ କୋରୋନା କଟକଣା

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ କଡ଼ାକଡ଼ି ହେବ କଟକଣା । ମାସ୍କ ଓ ସାମାଜିକ ଦୂରତା ଚେକିଂ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ…

ପ୍ରଥମଥର ନଜର ଆସିଲା ହଳଦିଆ ପେଙ୍ଗୁଇନ୍, ଫଟୋ ଭାଇରାଲ

ପ୍ରଥମଥର ପାଇଁ ଜଣେ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ହଳଦିଆ ପେଙ୍ଗୁଇନର ଫଟୋ କ୍ଲିକ୍ କରିଛନ୍ତି । ହଳଦିଆ ପେଙ୍ଗୁଇନ୍ ଘଟଣା ଦେଖାଯିବାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ୟେଭେସ୍ ଏଡମ୍ସ ନାମକ ଫଟୋଗ୍ରାଫର ସାଉଥ ଆଣ୍ଟଲାଣ୍ଟିକ…