fbpx
Browsing Category

Breaking News

ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଚିଠି ସହ କରୋନା କଟକଣା ଉଲ୍ଲଂଘନ ନେଇ ଅପରାଜିତା ଫଟୋ ମଧ୍ୟ ପଠାଇଛନ୍ତି । ନେତା,…

୨ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କାହା ନାଁ ସାମିଲ?

ବାଲେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ରାଜ୍ୟର ୨ଟି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୂପ କୁମାର ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ…

ସାମନ୍ତରାପୁର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ…

ବିଜେଡିରେ ମିଶିଲେ ରମାକାନ୍ତ

ବାଲେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ବିଜେପି ଛାଡି ଆଜି ବିଜେଡିରେ ଯୋଗଦେଇଛନ୍ତି ରମାକାନ୍ତ ଭୋଇ । କିଛିଦିନ ତଳେ ବିଜେପିରେ ଛାଡିଥିବା ବେଳେ ଆଜି ସେ ବିଜୁ ଜନତା ଦଳକୁ ଫେରିଆସିଛନ୍ତି । ତେବେ ୨୦୧୯ରେ ତିର୍ତ୍ତୋଲରୁ…

ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ରାଜକିଶୋର

ତିର୍ତ୍ତୋଲ,୧୨ ।୧୦(ଓଡିଶା ଭାସ୍କର): ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜକିଶୋର ବେହେରା । ବିଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ…

ରାଜ୍ୟରେ ୧୮ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୨ ।୧୦ (ଓଡିଶା ଭାସ୍କର): ରାଜ୍ୟରେ ଆଜି ୨୪୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଛି ।…

ରାଜ୍ୟରେ କମୁଛି ସଂକ୍ରମଣ ସଂଖ୍ୟା: ଆଜି ୨୪୨୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୪୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

ମୁମ୍ବାଇରେ ବିଜୁଳି ଯୋଗାଣ ଠପ୍

ମୁମ୍ବାଇ,୧୨ ।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଛି । ବିଜୁଳି ଗ୍ରୀଡ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହରରେ ଏବେ ଅନ୍ଧାରରେ ରହିଛନ୍ତି । ଖାଲି ସେତିକି ନୁହେଁ,…

ଆଜି ପ୍ରକାଶ ପାଇବ ନିଟ୍ ରେଜଲ୍ଟ

ନୂଆଦିଲ୍ଲୀ,୧୨ ।୧୦ : ଆଜି ପ୍ରକାଶ ପାଇବ ମେଡିକାଲ ପ୍ରବେଶିକା ପରୀକ୍ଷା ଫଳ । ntaneet.nic.inରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଦେଖିପାରିବେ । ରାଜ୍ୟରୁ ଏଥର ୩୭ ହଜାରରରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା…

୫ ଜିଲ୍ଲା ସାବଧାନ୍! ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତର ରୂପ ନେଇଛି । ଆଗାମୀ କିଛି ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ହେବାର ସମ୍ଭାବନା ହେବାର ସମ୍ଭାବନା ରହିଛି…