Browsing Category
Breaking News
କେନାଲକୁ ବସ୍ ଖସିବାରୁ ୩୮ ମୃତ, ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
ସିଦ୍ଧି,୧୬ ।୨: ମଧ୍ୟପ୍ରଦେଶର ସିଦ୍ଧିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । କେନାଲକୁ ବସ୍ ଖସିପଡିବାରୁ ବର୍ତ୍ତମାନ ସୁଦ୍ଧା ୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ରିୱା-ସିଦ୍ଧି ସୀମା ନିକଟରେ ଏହି…
ବିର୍ସା ମୁଣ୍ଡାଙ୍କ ନାଁରେ ହକି ଷ୍ଟାଡିୟମ
ରାଉରକେଲା,୧୬ ।୨(ଓଡିଶା ଭାସ୍କର): ସୁନ୍ଦରଗଡ଼ର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଉରକେଲାକୁ ଆଶାର ସହର କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ…
ସୁନ୍ଦରଗଡକୁ ୪,୯୧୫ କୋଟିର ପ୍ୟାକେଜ୍
ରାଉରକେଲା,୧୬ ।୨(ଓଡିଶା ଭାସ୍କର): ସୁନ୍ଦରଗଡ଼ର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ୮୩୪ କୋଟି ୨୩ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ…
ଗୋଧ୍ରା ଟ୍ରେନ୍ ପୋଡ଼ି: ୧୯ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ଅହମ୍ମଦାବାଦ, ୧୬ା୨: ୨୦୦୨ରେ ଗୁଜୁରାଟରେ ଘଟିଥିବା ବହୁଚର୍ଚ୍ଚିତ ଗୋଧ୍ରା ଟ୍ରେନ ପୋଡ଼ି ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି । ଗୋଧ୍ରା ସାବରବତୀ ଏକ୍ସପ୍ରେସ ନରସିଂହାର ଘଟଣାର ମୁଖ୍ୟ ଅଭିଯୁକ୍ତ ରଫିକ୍ ହୁସେନ୍ ଭତୁକ…
Red Fort Violence: Deep Sidhu’s police remand extended by 7 days
New Delhi, 16/2: Actor-Activist Deep Sidhu's police remand has been extended to seven days by Delhi High Court. He was arrested by the Delhi Police in connection with the violence…
ଆଜି ହେବ ରଥକାଠ ଅନୁକୂଳ
ପୁରୀ, ୧୬ା୨ (ଓଡିଶା ଭାସ୍କର): ଆଜି ପବିତ୍ର ଶ୍ରୀ ବସନ୍ତ ପଞ୍ଚମୀ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ…
ବାଇ-ଲ’ ପ୍ରସଙ୍ଗ: ଘଣ୍ଟ ବାଡ଼େଇ ପ୍ରତିବାଦ କଲା ନିଖିଳ ଓଡ଼ିଶା ସେବାୟତ କମିଟି
ଭୁବନେଶ୍ୱର, ୧୬ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବାଇ-ଲ’କୁ ବିରୋଧ କରି ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଓଡ଼ିଶାର ମନ୍ଦିର ପାଇଁ କେନ୍ଦ୍ର ସରକାର ଜାରି କରିଥିବା ବାଇ-ଲ’କୁ…
Actor Sandeep Nahar commits suicide, posts suicide note on facebook
Mumbai, 16/2: Actor Sandeep Nahar who acted in 'MS Dhoni: The untold story' has comitted suicide on Monday at his residence.
As per the report by ANI, the actor has posted a…
ଦେଶରେ ୨୪ ଘଣ୍ଟାରେ ୮୧ ମୃତ, ୯ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୧୬ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୮୧୩କୁ ବୃଦ୍ଧି…
ତୈଳ ଦର ଅସମ୍ଭାଳ: କ୍ରମାଗତ ଅଷ୍ଟମ ଦିନରେ ପେଟ୍ରୋଲ ଡିଜେଲ ମହଙ୍ଗା
ନୂଆଦିଲ୍ଲୀ, ୧୬ା୨: ଦେଶରେ ଲଗାତର ତୈଳ ଦର ବଢ଼ିଚାଲିଛି । କ୍ରମାଗତ ଭାବେ ଅଷ୍ଟମ ଦିନ ପାଇଁ ଦେଶରେ ତୈଳ ଦଳ ବୃଦ୍ଧି ପାଇଛି । ଦେଶରେ ପେଟ୍ରୋଲ ଲିଟର ପିଛା ୨୬-୩୦ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଲିଟର ପିଛା ୩୩ରୁ…