fbpx
Browsing Category

Breaking News

ୱେଲ୍ ମାର୍କଡ ଲୋ ପ୍ରେସର ହେଲା ଲଘୁଚାପ

ଭୁବନେଶ୍ୱର,୧୦ ।୧୦(ଓଡିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେବାରେ ଲାଗିଛି । ୱେଲ ମାର୍କଡ ଲୋ ପ୍ରେସର ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ଏହି ଲଘୁଚାପ ।…

୧୧୨୦ଟି ଦୋକାନରେ ମିଳିବ ଫାବିପିରାଭିର

ଭୁବନେଶ୍ୱର,୧୦ ।୧୦(ଓଡିଶା ଭାସ୍କର): ଗୃହ ସଙ୍ଗରୋଧରେ ଥିବା କୋଭିଡ୍‌ ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟର ୧୧୨୦ ଘରୋଇ ଦୋକାନରେ ମିଳିବ ଫାଭିପିରାଭିର ଔଷଧ । ସରକାରୀ ସଂସ୍ଥା ବ୍ୟତୀତ ୧୧୨୦ ଦୋକାନରେ ବି…

ପୁଣି ବିଜେଡିକୁ ଫେରିଲେ ନାରାୟଣ

ବାଲେଶ୍ୱର,୯ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ସାହୁ ବିଜେଡିକୁ ଫେରିଆସିଛନ୍ତି । ବିଜେପିର ଯୋଗଦେବାର ୨ ଦିନ ପରେ ସେ ପୁଣି ଥରେ ବିଜେଡିକୁ ଫେରିଛନ୍ତି । ଭୁବନେଶ୍ୱରରେ ବିଜେଡିରେ ଯୋଗଦେବା…

ଖୁସି ଖବର: ରାଜ୍ୟରେ ଆଜି ୩୪୦୪ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ମାସେ ଭିତରେ ନୂଆ ପିସିସି ଟିମ୍

ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ଦାୟିତ୍ୱ ପାଇବା ପରେ ପ୍ରଥମଥର ପାଇଁ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ମାସେ ଭିତରେ…

ଠିକାଦାରଙ୍କୁ ଗୁଳିମାଡ

ନୂଆପଡା, ୯ ।୧୦(ଓଡିଶା ଭାସ୍କର): ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଆଗରେ ହୋଇଛି ଗୁଳିମାଡ । ନୂଆପଡା ଖଣ୍ଡିଆଳ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଘର ଆକରେ ଏହି ଗୁଳି ମାଡ ହୋଇଥିବା ସୂଚନା…

ଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ଓଡିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍ । ୧୭ରୁ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ୍ ଗଡିବ । ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଏହି ଟ୍ରେନ୍…

ପାକିସ୍ତାନରେ ବି ବ୍ୟାନ ହେବ ହେବ ଟିକ୍ ଟକ୍ !

ବହୁ ଦେଶରେ ବ୍ୟାନ ହେବ ପରେ ଏବେ ପାକିସ୍ତାନରେ ନିଷିଦ୍ଧ ହେବାକୁ ଯାଉଛି ଚୀନର ଭିଡିଓ ଆପ୍ ଟିକ୍ ଟକ୍ । ଅଶାଳୀନ ଓ ଅଶ୍ଳିଳ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ନେଇ ସରକାରୀ…