Browsing Category

Breaking News

ହିମସ୍ଖଳନରେ ଓଡିଆ ଯୁବକ ନିଖୋଜ

ଉତ୍ତରାଖଣ୍ଡ,୯ ।୨: ଉତ୍ତରାଖଣ୍ଡ ହିମସ୍ଖଳନରେ ଜଣେ ଓଡିଆ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି । ନିଖୋଜ ଯୁବକ ଜଣକ ଭଦ୍ରକ ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ନିବାସୀ । ଏହି ଓଡିଆ ଯୁବକ ସେଠାରେ କ୍ରେନ…

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ, ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା?

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ସୂଚୀ ଆଜି ପ୍ରକାଶ ପାଇଛି । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହେବ । ଏହା ସହ…

ରମାଦେବୀ ପାଇଁ ୧୮ କୋଟି

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର):ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୪ଟି ନବନିର୍ମିତ ବିଲଡିଂର ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କୋଟି ଟଙ୍କାରେ ଏହି ୪ଟି ବିଲ୍ଡିଂର ନିର୍ମାଣ କରାଯାଉଛି ।…

ପାଠକ ବାପ-ପୁଅଙ୍କ ନାଁରେ ପୁଣି ୩ଟି ମାମଲା

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ପାଇଁ ପୁଣି ବଢିଲା ଅଢୁଆ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲାରେ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଯୋଡ଼ିଛି ପୋଲିସ ।…

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ

ଜୟପୁର,୮ ।୨(ଓଡିଶା ଭାସ୍କର) : କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ୨ ସରପଞ୍ଜ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତଳଗଞ୍ଜେଇପଦର ଓ ଫଗୁଣସିନେରୀରେ ୨ ଜଣ ସରପଞ୍ଚ ପ୍ରାର୍ଥୀ…

ରାଜ୍ୟରେ ବଢିଲା ବସ୍ ଭଡା, ଜାଣନ୍ତୁ କେତେ?

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ବସ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ବଢ଼ିଛି ବସ୍ ଭଡ଼ା । ସାଧାରଣ ବସ୍ ଭଡା କିଲୋମିଟର ପିଛା ୬ ପଇସା ବଢ଼ିଥିବା ଜଣାପଡିଛି । ସେହିପରି ଏକ୍ସପ୍ରେସ ଭଡ଼ା ୭ ପଇସା ବଢିଥିବା ବେଳେ…

ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ବୈଠକ ପରେ କ’ଣ କହିଲେ ସମୀର?

ଭୁବନେଶ୍ୱର,୮ ।୨: ସୀମା ବିବାଦ ଭିତରେ ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା ସରିଛି । ଆଲୋଚନାରେ ଦୁଇ ରାଜ୍ୟର ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ । ଆନ୍ଧ୍ର ପକ୍ଷରୁ…

ଟ୍ୟୁସନ ଛାତ୍ରୀଙ୍କ ସହ ବର୍ଷ ବର୍ଷ ଧରି ଦୁଷ୍କର୍ମ: ଶିକ୍ଷକ ଛାତ୍ରୀଙ୍କୁ ଖୁଆଇଲେ ଗର୍ଭନଷ୍ଟ ମେଡିସିନ୍

ପାଟନା, ୮ା୨: ବିହାରର ସହରସା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏହି ଘଟଣାରେ ଜଣେ ଶିକ୍ଷକଙ୍କ କଳାକାରନାମା ପଦାକୁ ଆସିଛି । ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଧମକ ଦେଇ ଶିକ୍ଷକ ଲଗାତର ଭାବେ ଏବ ବର୍ଷ ଧରି ଦୁଷ୍କର୍ମ…

ବାହାଘର ପାଇଁ ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ସ୍ତରରୁ ୯୦୦୦ କମିଲା ଦାମ୍, ଜାଣନ୍ତୁ ଆଜିର ସୁନା ରେଟ୍

ନୂଆଦିଲ୍ଲୀ,୮।୨ : ଯଦି ବାହାଘର ପାଇଁ ସୁନା କିଣିବାକୁ ଚାଁହୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ସୁନା ଦର ପୁଣି ହ୍ରାସ ହୋଇଥିବା ଦେଖିବାକୁ ମିଳିଛି ।…

ହାର୍ଭାର୍ଡ ବୈଜ୍ଞାନିକଙ୍କ ଖୁଲାସା: ୨୦୧୭ରେ ଏଲିଅନ୍ ପୃଥିବୀପୃଷ୍ଠକୁ ଆସିଥିଲେ

ନୂଆଦିଲ୍ଲୀ, ୮ା୨: ଚାରିବର୍ଷ ବର୍ଷ ପୂର୍ବରୁ ଅର୍ଥାତ ୨୦୧୭ ମସିହାରେ ଏଲିଅନ୍ ପୃଥିବୀପୃଷ୍ଠକୁ ଆସିଥିଲେ । ଏନେଇ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜଣେ ବୈଜ୍ଞାନିକ ଏବି ଲୋଏବ ଏହି ଘଟଣାର ଖୁଲାସା କରିଛନ୍ତି । ୪ ବର୍ଷ…