fbpx
BSKY SKY
BSKY SKY

ବିଜୟ ନେଇ ପିପିଲିବାସୀଙ୍କୁ ଧନ୍ୟବାଦ ଦେଲେ ନବୀନ

BSKY

ପିପିଲି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପରେ ନୀବନଙ୍କ ଟ୍ୱିଟ । ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । କହିଛନ୍ତି ‘ବିଜେଡି ଆପଣଙ୍କ ଦଳ, ଆପଣଙ୍କ ସେବାରେ ଆମେ ସମର୍ପିତ’ ।

Get real time updates directly on you device, subscribe now.