fbpx
BSKY SKY
BSKY SKY

ପିପିଲି ଜିତିଲେ ରୁଦ୍ର ମହାରଥୀ

BSKY

ପିପିଲିରେ ଉପ ନିର୍ବାଚନରେ ବାଜିମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇ ବିଜୟୀ ହୋଇଛନ୍ତି ରୁଦ୍ର ମହାରଥୀ । ୨୦,୯୧୬ ଭୋଟରେ ବିଜୟୀ ହୋଇଛନ୍ତି ରୁଦ୍ର ମହାରଥୀ । ରୁଦ୍ର ମହାରଥୀଙ୍କୁ ମୋଟ୍ ୯୬ ହଜାର ୯୭୨ ଭୋଟ ମିଳିଛି । ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୭୬ ହଜାର ୫୬ ଭୋଟ । ସେହିଭଳି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କୁ ମିଳିଛି ୪ ହଜାର ୨୬୧ ଭୋଟ ।

Get real time updates directly on you device, subscribe now.